Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସି.ପି.ଆଇ ଆଞ୍ଚଳିକ କମିଟି ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

47 0

ଯାଜପୁର:୦୧/୦୫  ଦଶରଥପୁର ବ୍ଲକ ଅନ୍ତର୍ଗତ ବଉଳାଙ୍ଗ ପୂଜା ପଡିଆରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସି.ପି.ଆଇ ଆଞ୍ଚଳିକ କମିଟି ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମଙ୍ଗଳପୁର ବଜାରରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆସି ବୋଉଲାଙ୍ଗରେ ପହଁଚିବା ପରେ ପୂଜା ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ସିପିଆଇ ର ପୂର୍ବତନ ବିଧାୟକ କମ୍ରେଟ ଏନ . ନାରାୟଣ ରେଡି ଯୋଗ ଦେଇ ଶ୍ରମିକ ଦିବସର ତତ୍ପର୍ଜ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ 

ଅନ୍ୟମାନଙ୍କ ମଧ୍ୟରେ ସଭାପତି ଶିକ୍ଷକ ନେତା ବଂଶୀଧର ଦାସ, ସିପିଆଇର ପୂର୍ବତନ ଜିଲ୍ଲା ସମ୍ପାଦକ କମ୍ରେଟ ମଳୟ କୁମାର ପଣ୍ଡା, ଜଗନ୍ନାଥ ଦାସ ପ୍ରମୁଖ ଯୋଗଦେଇ କେନ୍ଦ୍ରସରକାର ଦେଇଥିବା କଥା କୁ ରଖି ନ ପାରିନଥିବା ବେଳେ ଦର ଦାମ ବୃଦ୍ଧି କୁ ନେଇ ସ୍ୱର ଉଠାଇ ଥିଲେ । ଏହି ସଭାରେ ଦର ବୃଦ୍ଧି ଯୋଗୁ ଶ୍ରମିକଙ୍କ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଶ୍ରମିକ ମାନେ ଏକାଠି ହୋଇ ଏକଛତ୍ରବାଦ ଭାବେ ଶାସନ କରୁଥିବା କେନ୍ଦ୍ର ସରକାର କୁ ଜବାବ ଦେବା ପାଇଁ ଏହି ସଭାରେ ସଂକଳ୍ପ ନିଆଯାଇଥିଲା। ଏହି ଅବସର ରେ ଜିଲର ବିଭିନ୍ନ ବ୍ଲକ ର କୃଷକ ନେତା , ଶ୍ରମିକ ନେତାଙ୍କ ସମେତ  ଶହସ୍ରାଧିକ କର୍ମୀମାନେ ଉପସ୍ଥିତ ଥିଲେ ।

Related Post

ଖଳାରେ ହାତୀ ଖାଇଲା ଅମଳ ଧାନ

Posted by - December 25, 2022 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରାମର ଚୈତନ୍ୟ ରଣା ଓ ଜିତେନ୍ଦ୍ର ପ୍ରସାଦ ଦେହୁରୀଙ୍କ ଧାନଖଳାରୁ ଅମଳ ହୋଇ ବସ୍ତାରେ ଭର୍ତ୍ତୀ…

ଖପ୍ରାଖୋଲ ସରସ୍ଵତୀ ଶିଶୁ ମନ୍ଦିର ରେ ରୋଙ୍ଗୁଲି ପ୍ରତିଯୋଗିତା

Posted by - August 7, 2022 0
ଖପ୍ରାଖୋଲ: ୦୬/୦୮ ( ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ରେ ରୋଙ୍ଗୁଲି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ…

ରାଣିପଥର ଘାଟିରେ କାର୍ ଦୁର୍ଘଟଣା, ଶିକ୍ଷୟତ୍ରୀ ଗୁରୁତର

Posted by - July 15, 2021 0
ବୌଦ୍ଧ୧୫/୭( ଚିତ୍ତରଂଜନ ସିଂ) ଚାରିଛକ- ଫୁଲବାଣି ରାସ୍ତାର ରାଣିପଥର ଘାଟି ନିକଟରେ ଆଜି ଭୋର୍ ସକାଳୁ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଶିକ୍ଷୟତ୍ରୀ ଗୁରୁତର…

ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

Posted by - November 7, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୋନପୁର ନିର୍ବାଚନ ମଣ୍ଡଳୀ ରେ ଭୋଟର ଯାଞ୍ଚ କାର୍ଯ୍ୟକ୍ରମ ଚାଲିଛି l ଯେଉଁ ଥିରେ ନାମ, ଜନ୍ମ ତାରିଖ, ଲିଂଗ, ସମ୍ପର୍କୀୟଙ୍କ ନାମ, ଠିକଣା…

ହରିଶଙ୍କର ଠାରେ ନିର୍ମାଣ ଧିନ ବଜାର ଗୃହ ଛୋଟ ହେଉଥିବା ପ୍ରତିବାଦ ରେ ବଣିକ ସଂଘର ରାସ୍ତା ରୋକ ଡାକରା

Posted by - March 29, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଖପ୍ରାଖୋଲ ବ୍ଲକ ର ହରିଶଙ୍କର। ଏଠାକୁପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକ ଙ୍କ…