କେସିଙ୍ଗା ବିଦ୍ୟାମନ୍ଦିର ଠାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ

70 0

କେସିଙ୍ଗା:୨୫/୪(ପ୍ରିତେଶ ପଟେଲ୍)ମଙ୍ଗଳବାର ଦିନ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନାନୁସାରେ କେସିଙ୍ଗା ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ ସମାରୋହରେ ସଂକୁଳ ପ୍ରମୁଖ ଶ୍ରୀ ମୋହନ ପୁଟେଲ ହିନ୍ଦୁ ଧର୍ମର ପରମ୍ପରା, ଜୀବନ ଶୈଳୀ ଏବଂ ରାଷ୍ଟ୍ରୀୟ ଶିକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ।

ସ୍ଥାନୀୟ ବିଦ୍ୟାଳୟର ସଂପାଦକ ଶ୍ରୀ ଅଭୟ କୁମାର ଦେବତା ଓ ଉପସଭାପତି ଶ୍ରୀ କାମପାଳ ସାହା ଉପସ୍ଥିତ ଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରବୀଣ କୁମାର ବେହେରା ମଞ୍ଚାସୀନ ଅତିଥିଙ୍କର ପରିଚୟ ପ୍ରଦାନ କରିଥିଲେ। ଉତ୍କେଳା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପଞ୍ଚାନନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟଶାଳାରେ ମୋଟ ୧୨୫ ଜଣ ଗୁରୁଜୀ ଓ ଗୁରୁମା ଉପସ୍ଥିତ ଥିଲେ।

 

 

Related Post

ଅମର୍ଦ୍ଦାରୋଡର ବିଭିନ୍ନ ସ୍ଥାନରେ ମହାକାର୍ତ୍ତିକ ପୂର୍ଣ୍ଣିମା ପର୍ବ ଉଦଯାପିତ

Posted by - November 19, 2021 0
ବସ୍ତା:(ପ୍ରଭାକର ମଲ୍ଲିକ) ପବିତ୍ର ମହାକର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପ୍ରତ୍ୟୁଷ ଭକ୍ତ,ଶ୍ରଦ୍ଧାଳୁ, ହବିସିଆଳୀ ମାନେ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟର ପ୍ରତୀକ ପରମ୍ପରା ଅନୁଯାୟୀ କଦଳୀ ପତୁଆ,କାଗଜ ଓ ସୋଲ…

କଷାଫଳ ସମୃଦ୍ଧି କ୍ଲବ ଓ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ।୧୨୦ ୟୁନିଟ ରକ୍ତ ସଂଗୃହୀତ

Posted by - October 19, 2021 0
ବାଲେଶ୍ଵର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା,ସଦର ବ୍ଲକ ଅନ୍ତର୍ଗତ କଷାଫଳ ପଞ୍ଚାୟତ ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ସମୃଦ୍ଧି କ୍ଲବ ଓ ଆମ ଓଡ଼ିଶା ମିଳିତ ଆନୁକୁଲ୍ୟରେ ଆଜି…

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସ୍କୁଲ ପରିଦର୍ଶନ

Posted by - March 15, 2022 0
ବୌଦ୍ଧ:(ଚିତରଞ୍ଜନ ସିଂ) ନୂତନ ଭାବେ ନିର୍ବାଚିତ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନି ଦାସ ଆଜି ପୁରୁଣାଟଟକ କ୍ଲଷ୍ଟରର କମଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବିଦ୍ୟାଳୟ…

ହାଟପଦାପଡ଼ା ଭାଗବତ ମନ୍ଦିରରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

Posted by - April 14, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆସନ୍ତା ମେ ମାସ ୧୩ ତାରିଖରେ ଅଧିବାସ, ୧୪,୧୫ ତାରିଖରେ ନାମ ଧରିବେ ଏବଂ ୧୬ ତାରିଖରେ ପୂର୍ଣାହୁତି କରିବାକୁ ଚୁଡାନ୍ତ କରାଯାଇଛି। କମିଟିର…

ଗାଧୋଇବାକୁ ଯାଇ ନାଳରେ ବୁଡ଼ି ୧ ମୃତ

Posted by - December 16, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ଥାନା ଅନ୍ତର୍ଗତ ସଙ୍କୁଲୋଇ ଗ୍ରାମ ପଂଚାୟତର ବରଝୁଲି ଗ୍ରାମର ଧର୍ମୁ ପ୍ରଧାନ( ୬୦) ଗ୍ରାମ ନିକଟରେ ଥିବା ଶଗଡିଆ ନାଳ କୁ ଆଜି…