Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଖପ୍ରାଖୋଲ ପୋଲିସ ଦ୍ବାରା ଦୁଇ ଚୋରା ଗାଡ଼ି ଉଦ୍ଧାର , ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

47 0

ଖପ୍ରାଖୋଲ :୨୬/୦୪( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ କୁ ମିଳିଛି ବଡ଼ ସଫଳତା। ରାତିରେ ପେଟ୍ରୋଲିଙ୍ଗ ବେଳେ ଏକ ଚୋରା ଗାଡ଼ି ଧରିବା ସହ ଦୁଇ ଗାଡ଼ି ଚୋରକୁ ଧରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ପୋଲିସ ର ସୂଚନା ଅନୁସାରେ ପେଟ୍ରୋଲି ଙ୍ଗ କଲା ବେଳେ ଗୋଟିଏ ଟାଟା ଏସି ମାଲବାହୀ ଗାଡିକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଗାଡ଼ି ଟି ଚୋରି ଗାଡି ବୋଲି ପୋଲିସ ଜାଣିବାକୁ ପାଇଥିଲେ ।

ଚୋର ମାନଙ୍କୁ ପଚରା ଉଚରା ସମୟରେ ଏକ ବୋଲେରୋ ଗାଡି ମଧ୍ୟ ପୋଲିସ ଠାବ କରି ବରଗଡ଼ ଜିଲ୍ଲା ରୁ ଉଦ୍ଧାର କରିଥିବା ସୂଚନା ଦେଇଛି । ଟାଟା ଏସି ଗାଡ଼ି ଟି ବୌଦ୍ଧ ଜିଲ୍ଲା ର ଓ ବୋଲେରୋ ଗାଡ଼ିରେ ଦେବଗଡ଼ ଜିଲ୍ଲା ର ବୋଲି ଜଣାଯାଇଛି। ଏହି ଚୋରି ଘଟଣା ରେ ପୁଇନ୍ତଲା ଥାନା କୁଲୁଥିପାଲି ଗାଁ ର ବୈଷ୍ଣବ ଦଳାଇ ( ୨୮) ଓ ସତ୍ୟନାରାୟଣ ଦଳାଇ ( ୩୦) କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୫୯/୨୩ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣା ର ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

Related Post

ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ରେ ମୃଡୁ ଭୂମିକମ୍ପ ଝଟକା

Posted by - March 4, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ରେ ଉମରକୋଟ ଚନ୍ଦାହାଣ୍ଡି,ଝରୀଗାଁ ରେ ମୃଡୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି l ଏ ନେଇ ଆଞ୍ଚଳିକ ପାଣିପାଗ…

ନାହିଁ ନାହିଁର ଗାଁ ସୁନାମୁଦି , କିଏ ଛଡାଇବ ସୁନାମୁଦିର କଳଙ୍କ ?

Posted by - November 11, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ମୂଳରୁ ମାଇପ ନାହିଁ ପୁଅ ନାମ ଗୋପାଳିଆ’ ଏଭଳି ଗପର କାହାଣୀ ପରି ସତ କଥାର ନିଆରା ବିକାଶ ପ୍ରତିଫଳିତ ହୋଇଛି…

୧୫ଲକ୍ଷ ଲୁଟ ଘଟଣା ରେ ଅଭିଯୁକ୍ତ ମାଁ ପୁଅ ଗିରଫ

Posted by - February 13, 2022 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସହରର ଗେଙ୍ଗୁଟିପାଲି ରେ ସ୍ୱଷ୍ଠ ଦିବାଲୋକରେ ୧୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଆଜି…

ଟିଟିଲାଗଡ ଲାୟନ୍ସ କ୍ଲବକୁ ଲାୟନ୍ସ ୩୨୨ସି୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ ଆଗମନ

Posted by - April 20, 2022 0
ଟିଟିଲାଗଡ଼: (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରି କିଛି ପ୍ରୋଜେକ୍ଟକୁ ଉଦଘାଟନ କଲେ ଡିଜି ଶ୍ରୀ ରାକେଶ ସିଂ। ଡିଷ୍ଟ୍ରିକ୍ଟ…

ବିଂଝାରପୁର ବ୍ଲକ ଘଣ୍ଟିଆଳି ଗ୍ରାମ ପଞ୍ଚାୟତ ର ବିଶୁନପୁର କାଣ୍ଡିସାହି ଅଞ୍ଚଳକୁ କଣ୍ଟେନ୍ଟମେଣ୍ଟ ଜୋନ ଘୋଷଣା

Posted by - July 4, 2020 0
ବିଞ୍ଝାର ପୁର:(ଗୁଲସାନଵାଜ ଅଲି ଖାନ )ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିବାରେ ଲାଗିଛି। ଯାଜପୁର ରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଂଝାରପୁର ବ୍ଲକ ଘଣ୍ଟିଆଳି…