Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ସମ୍ବଲପୁର ହିଂସା ପ୍ରତିବାଦରେ ଧର୍ମଗତ ଠାରେ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ

53 0

ଧର୍ମଗତ:(ହେମନ୍ତ କୁମାର ମାଝି )ପଶ୍ଚିମ ଓଡ଼ିଶାର ୧୪ ଗୋଟି ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ୧୨ ଘଣ୍ଟିଆ ବନ୍ଦ କୁ ନେଇ ଆଜି ଧର୍ମଗତ ଠାରେ ଶାନ୍ତି ପୂର୍ଣ୍ଣ ଭାବରେ ଡାକରା ଦିଆଯାଇଥିଲା। ଆଜି ସକାଳ ୬ ଘଣ୍ଟା ରୁ ବଜରଙ୍ଗ ଦଳ ଏବଂ ବିଶ୍ବହିନ୍ଦୁ ପରିଷଦ ସଦସ୍ୟ ମାନେ ଦୋକାନ ବଜାର ବନ୍ଦ ରହିବା ସହ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ କୁ ବନ୍ଦ କରିଥିଲେ।

କେବଳ ଅତି ଜରୁରୀ କାଲିନ ସରକାରୀ କାର୍ଯ୍ୟାଳୟ ଓ ଦୋକାନ ବା ଯାନବାହାନ କୁ ଛାଡି ଦେଇ ସମସ୍ତ ଦୋକାନ ବଜାର ଏବଂ ଯାନବାହାନ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ଏହି ବନ୍ଦ ଡାକରା କୁ ଭାରତୀୟ ଜନତା ପାର୍ଟିର ଏବଂ ପର୍ଶୁରାମ ସେନା ଦେଵ ସେନା କାର୍ଯ୍ୟ କର୍ତ୍ତା ମଧ୍ୟ ସାମିଲ ଥିବା ସହ ଧର୍ମଗତ ଅଞ୍ଚଳ ର ଅନେକ ଅନୁଷ୍ଠାନ ସମର୍ଥନ କରିଥିଲେ।

Related Post

ରେଢାଖୋଲ ପୋଲିସ ଦ୍ବାରା ବିପୁଲ ପରିମାଣର ଗଞ୍ଜେଇ ଜବତ

Posted by - December 22, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୋଲିସ ଦ୍ୱାରା ବିପୁଲ ପରିମାଣର ଚୋରାଗଞ୍ଜେଇ ଜବତ ଜଣେ ଗିରଫ । ଗତ ରାତି ପ୍ରାୟ ୭.୩୦ ମିନିଟ ସମୟରେ…

ଖପ୍ରାଖୋଲ ବ୍ଲକ ସ୍ତରୀୟ ଡ୍ରାଇଭର ସଂଘ ବୈଠକ , ମାଦକ ଦ୍ରବ୍ୟ ବର୍ଜନ ପାଇଁ ଶପଥ ପାଠ

Posted by - June 20, 2022 0
ପାଟଣାଗଡ :(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଭାନପୁର ବଜାର ପଡିଆ ଠାରେ ବ୍ଲକ ସ୍ତରୀୟ ଡ୍ରାଇଭର ସଂଘ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି।…

କୃଷକ ଉତ୍ପାଦକ ସଂଗଠନ ତ୍ରୟମାସିକ ସମୀକ୍ଷା ବୈଠକ

Posted by - May 18, 2022 0
ସୋନପୁର:(ଅଜିତ କୁମାର ପୂଜାହାରି)ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ନାବାର୍ଡ଼ ଅନୁଦାନ ପ୍ରାପ୍ତ କୃଷକ ଉତ୍ପାଦକ ସଂଗଠନମାନଙ୍କର ତ୍ରୟମାସିକ ବୈଠକ ଆଜି ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ…

ଫକିର ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଫକିର ସନ୍ଧ୍ୟା- ୨୦୨୨ ପାଳିତ

Posted by - May 30, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ସ୍ଥିତ ଭବାନୀପାଟଣା ଫକିର ପଟ୍ଟନାୟକ କମିଟି ଓ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ,…