ରାଜିଙ୍ଗ ଗ୍ରାମରେ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ

90 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ରାଜିଙ୍ଗ ଗ୍ରାମରେ ମହା ଆଡମ୍ବରରେ ମଙ୍ଗଳବାର ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ପ୍ରାନ୍ତଃ ସମୟରେ ଗ୍ରାମର ପୁଷ୍କରିଣୀ ରୁ ଜଳ ନେଇ ଗ୍ରାମବାସୀ ଯଜ୍ଞ ମଣ୍ଡପରେ ପହଁଚିଲା ପରେ ପୂଜାକାର୍ୟ୍ଯ ଆରମ୍ଭ ହୋଇଥିଲା ।

ଗ୍ରାମର ମଙ୍ଗଳ ପାଇଁ ପ୍ରତିବର୍ଷ ଏହି ଅଷ୍ଟପ୍ରହର ନାମ ଯଜ୍ଞ ଗ୍ରାମରେ ଅନୁଷ୍ଠିତ ହେଉଛି ।ପ୍ରଜା ରେ କର୍ତ୍ତି କାର୍ଯ୍ୟ ସରୋଜ ପ୍ରଧାନ ତୁଲାଉଥିବା ବେଳେ ପୂଜକ ଭାବେ ଶାନ୍ତିଭୁଷନ ଚାନ୍ଦ, ସତ୍ୟଭୁଷନ ଚାନ୍ଦ ପୂଜା କାର୍ଯ୍ୟ ତୁଲାଇଥିଲେ ।ଏଥିରେ ସର୍ବମୋଟ ୨୧ ଟି ନାମ ସଂକ୍ରିତନ ମଣ୍ଡଳୀ ଯୋଗ ଦେଇଥିଲେ ।

ସଭାପତି ରବିଚନ୍ଦ ପ୍ରଧାନ ,ୱାର୍ଡ ମେମ୍ବର ଦୁର୍ବାଦଲ ସେଠୀଙ୍କ ସହ ଗ୍ରାମର ଅବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଇ ।ଏହି ଅଷ୍ଟପ୍ରହର ନାମ ଯଜ୍ଞ ଦେଖିବା ପାଇଁ ଅଞ୍ଚଳର ବହୁ ଜନ ସାଧାରଣଙ୍କ ସମାଙ୍ଗମ ହୋଇଥିଲା ।ଗ୍ରାମ ବାସୀ ମାନଙ୍କ ପକ୍ଷରୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Related Post

ବନ୍ୟାଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ

Posted by - May 20, 2022 0
ବୌଦ୍ଧ:୧୯ା୫ : (ଚିତ୍ତରଂଜନସିଂ) ବନ୍ୟା ଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା…

ଜାତୀୟ ପ୍ରେସ୍ ଦିବସ ଦିନ ରାଜଧାନୀରେ ଶୋଭାଯାତ୍ରା ସହ ରାଜ୍ୟପାଳଙ୍କୁ ଦାବି ପତ୍ର ଦେବ ଓଜେୟୁ

Posted by - November 13, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ଆଗାମୀ ୧୬ ତାରିଖ ଜାତୀୟ ପ୍ରେସ୍ ଦିବସ ଦିନ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ପକ୍ଷରୁ ସାମ୍ବାଦିକଙ୍କ ବିଭିନ୍ନ ହକ୍ ଅଧିକାର…

ଭୈରବୀ ଡିଗ୍ରୀ କଲେଜରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Posted by - November 27, 2021 0
ବୌଦ୍ଧ: (ଚିତ୍ତ ରଂଜନ ସିଂ )ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ଶିକ୍ଷା ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସଭା…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥ ପାଠ ଉତ୍ସବ

Posted by - October 26, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ପୂର୍ବାହ୍ନ ୧୧ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ…