Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଭୁବନେଶ୍ୱର ଠାରେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ

32 0

ବୌଦ୍ଧ:୧୬/୦୪ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଡ଼ୁମାଳ ପରିଷଦ ଓଡିଶା ବୌଦ୍ଧ ଜିଲ୍ଲା ସଭାପତି ସୀତାଂଶୁ ଶେଖର ମହାକୁଡ଼ ଙ୍କ ସଭାପତିତ୍ୱରେ ଏକ ରାଜ୍ୟ ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା I ସର୍ବପ୍ରଥମେ ଇଷ୍ଟଦେବୀ ମା ମାହେଶ୍ୱରୀ ଙ୍କ ବାମଣ୍ଡା ମାହେଶ୍ୱରୀ ମନ୍ଦିର ପୂଜକ କାର୍ତ୍ତିକ ମହାକୁଡ଼ଙ୍କ ଦ୍ୱାରା ପୂଜାର୍ଚନା ପରେ ସ୍ବର୍ଗତ ପ୍ରଫୁଲ୍ଲ ନାୟକ ଓ ମାର୍କଣ୍ଡ ମହାକୁଡ଼ ଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା I ଭୁବନେଶ୍ୱର ଠାରେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଆଲୋଚନା କରାଯା ଇଥିଲା I

ଆଲୋଚନାରେ ସର୍ବଶ୍ରୀ ସୁଧୀର କର୍ଣ୍ଣ, ଦୟା ସାଗର ମେଣ୍ଡିଲି, ରମଣୀ ରଞ୍ଜନ ପ୍ରଧାନ, ଫକୀର କର୍ଣ୍ଣ, ହେମାବତୀ କର୍ଣ୍ଣ ମୁରଲୀଧର ପାତ୍ର, ହାଡିବନ୍ଧୁ ମହାକୁଡ଼ ଅଞ୍ଜନ ପ୍ରଧାନ, ବିପିନ ପାତ୍ର, ଅଶ୍ୱିନୀ ମହାକୁଡ଼ ,ପ୍ରଭାକର ପ୍ରଧାନ, ସୁଦାମ ଖମାରି, ଗୋବର୍ଦ୍ଧନ ବିଶି, ପୂର୍ଣ୍ଣ ଚନ୍ଦ୍ର ମହାକୁଡ଼ କୃତିବାସ ପଲିଆ, ଜୟ ମଙ୍ଗଳ ବିଶି ହୀରା ମହାକୁର, ସରୋଜ କମ୍ପ, ଉଦିତ ଦେହୁରୀ ଶଙ୍କର୍ଷଣ ପ୍ରଧାନ ସୁବୋଧ ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ I

ଏହି ଅବସରରେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଗଲା ଆବାହକ ଭାବେ ସୀତାଂଶୁ ଶେଖର ମହାକୁଡ଼ ଓ ସଂଯୋଜକ ଭାବେ ଉଦିତ ଦେହୁରୀ ଙ୍କୁ ମନୋନୀତ କରାଗଲା, ସଦସ୍ୟ ଭାବରେ ସୁବୋଧ ପ୍ରଧାନ, ଅରୁଣ ପ୍ରଧାନ ,ଶଙ୍କର୍ଷଣ ପ୍ରଧାନ ସୁଧୀର ମହାକୁଡ଼ ,ସନ୍ତୋଷ ଦନ୍ତା ରମଣୀ ରଞ୍ଜନ ପ୍ରଧାନ, ସରୋଜ କମ୍ପ, ପଞ୍ଚାନନ ଦନ୍ତା ବିଜୟ ମହାକୁଡ଼ ଝଶକେତନ ବଘାର, ଉତ୍ତର ପାତ୍ର, ମୀନକେତନ ମହାକୁଡ଼ ଅଞ୍ଜନ ପ୍ରଧାନ, ସୁଧାଂଶୁ ଗାଈଗୌରିଆ ,ବିପିନ ପାତ୍ର, ହରିଶଙ୍କର ବେହେରା ,ନରେନ୍ଦ୍ର ପ୍ରଧାନ, ହେମାବତୀ କରଣ, ସୁରେଶ କରଣ, ଦୟାନିଧି ଖମାରି, ଚକାମନ କମ୍ପ, ହାଡିବନ୍ଧୁ ମହାଖୁୁଡ଼, ଅରୁଣ ମହାଖୁଡ଼, ସତ୍ୟନାରାୟଣ ମେଣ୍ଡିଲି, ଦିବ୍ୟକାନ୍ତ ପାତ୍ରଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି, ପୂର୍ବତନ ରାଜ୍ୟ ସଭାପତି ସମ୍ପାଦକଙ୍କୁ ସଦସ୍ୟ ଭାବେ ମନୋନୀତ କରାଗଲା I

ଆସନ୍ତା ମେ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ଭୁବନେଶ୍ୱର ଠାରେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ଜମି ଓ ଅନୁଦାନ ପ୍ରାପ୍ତ ନିମନ୍ତେ ଅନୁରୋଧ କରିବା ପାଇଁ ସ୍ଥିର କରାଗଲା I ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ବୌଦ୍ଧ ଜିଲ୍ଲା କମିଟି ଓ ସମସ୍ତ କେନ୍ଦ୍ର ସଭାପତି ସମ୍ପାଦକ ସହଯୋଗ କରିଥିଲେ I ଶେଷରେ ଉଦିତ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ l

Related Post

କୁଚିଣ୍ଡା ହାଡିପାଲି ହାଇ ସ୍କୁଲରେ ପ୍ରତିଭା ସମ୍ମାନ ସହ ମଦର୍ ଟେରେସା ଜୟନ୍ତୀ

Posted by - August 27, 2022 0
ସମ୍ବଲପୁର: ୨୬/୮ (ରମାକାନ୍ତ ବିଶ୍ବାଳ)ହାଡିପାଲି ସ୍ଥିତ ସରକାର ପଞ୍ଚାୟତ ହାଇ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀମତୀ କରୁଣା ମୟୀ ଧନ୍ବାରି ଙ୍କ ସଭାପତିତ୍ବରେ ନୋବେଲ ପୁରସ୍କାର…

ଗଜପତି ଅତିରିକ୍ତ ଜିଲ୍ଳାପାଳଙ୍କ ବିୟୋଗରେ ଶୋକ

Posted by - July 21, 2020 2
ଯାଜପୁର ଅଫିସ: ଗଜପତି ଅତିରିକ୍ତ ଜିଲ୍ଳାପାଳ କରୁଣାକର ରାଇକାଙ୍କର ଅକାଳ ବିୟୋଗ ଘଟିଥିବା ଖବର ପାଇବାପରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି…

ମେଗା ଆଇନସେବା ଶିବିର ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି

Posted by - November 10, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧରେ ଆସନ୍ତା ୧୩ ତାରିଖ ଦିନ ମେଗା ଆଇନସେବା ଶିବିର ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଭାସି ଜରିଆରେ ଅନୁଷ୍ଠିତ…

ରାଜ୍ୟ ଉନ୍ନୟନ କମିଶନର ଙ୍କ ହରିଶଙ୍କର ଗସ୍ତ, ବୁଲି ଦେଖିଲେ ଉନ୍ନୟନ ମୂଳକ କାମ

Posted by - April 19, 2023 0
ଖପ୍ରାଖୋଲ: ୧୮/୪( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପବିତ୍ର ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର କୁ ରାଜ୍ୟ ଉନ୍ନୟନ…

ଯାଜପୁର ରେ ଡ଼େଙ୍ଗୁ ମ୍ୟାଲେରିଆ ରୋଗର ସଚେତନତା କାର୍ଯ୍ୟକ୍ରମ

Posted by - July 10, 2019 808
ଯାଜପୁରରେ ଡେଂଗୁ ଓ ମ୍ୟାଲେରୀଆ ରୋଗ ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲାସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ଜିଲା ସୂଚନା…