ମୋଟର ସାଇକେଲ ସହ ଦଶ ବୋତଲ କଫ ସିରଫ ଜବତ ,ଦୁଇ କୋର୍ଟ ଚାଲାଣ

54 0

ଖପ୍ରାଖୋଲ: ୧୪/୪( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ଗମ୍ଭାରୀ ବେଲପଡ଼ା ରାସ୍ତା କଂଶପଲା ଗାଁ ନିକଟରେ ପେଟ୍ରୋଲି ଙ୍ଗ ବେଳେ ଏକ ହିରୋ ଏଚ୍ ଏଫ୍ ଡିଲକ୍ସ ମୋଟର ସାଇକଲ ସହ ୧୦ ବୋତଲ କଫ ସିରଫ ଜବତ କରିବା ସହ ଦୁଇଜଣ କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ମାନେ ହେଲେ ବୁଢ଼ୀବାହାଲ ଗାଁ ର ବାଲଗୋପଲ୍ ପୁଟେଲ (୩୨) ଓ କଟାପାଲି ଗାଁ ର ସୁଶାନ୍ତ ପୁଟେଲ ( ୨୨) ବୋଲି ଜଣାଯାଇଛି ।

ସୂଚନା ଅନୁସାରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଅଭିଯୁକ୍ତ ଦୁଇ ଜଣ ଗାଡ଼ିରେ ପୋଲିସ କୁ ଦେଖି ଜୋର୍ ରେ ଗାଡି ଚଳାଇବାରୁ ଗାଡ଼ିକୁ ଅଟକାଇ ତନଖି କରିଥିଲେ । ତନଖି ସମୟରେ ମୋଟର ସାଇକେଲ ଡିକିରୁ ୧୦ ବୋତଲ ଏସ କଫ କଫ ଶିରଫ ଜବତ କରିଥିଲେ । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୪୮/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୁଇଜଣ ଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଏ ଏସ ଆଇ ନାରାୟଣ ସାହୁ ପ୍ରକାଶ କରିଛନ୍ତି।

Related Post

ଚୋରା ମଦ ବିକ୍ରି କୁ ବିରୋଧ ବିରୋଧ କରିବାରୁଜୀବନ  ଗଲା

Posted by - May 4, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚୋରା ମଦ ବିକ୍ରି କୁ ବିରୋଧ ବିରୋଧ କରିବାରୁଜୀବନ  ଗଲା।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିରିପଟା ଗ୍ରାମ ପଂଚାୟତ ବରେଇ…

ଅମ୍ବାଦଳା ପୁଲିସ ଦ୍ୱାରା ୮ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ବାଇକ ସହ ୩ ଗିରଫ

Posted by - December 4, 2021 0
ମୁନିଗୁଡ଼ା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଷ୍ଟେସନ ଦହିଖାଲ ରୁ ଖରିଆର ରୋଡ଼ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ୮୪.୯୯୦ କେଜି ଗଞ୍ଜେଇ ସହ…

ଚୋରି ମାମଲା ର ଚଢ଼ାଉ କରିବାକୁ ଯାଇ ପୋଲିସ ଉପରେ ଆକ୍ରମଣ।,୭ ମହିଳା ଗିରଫ

Posted by - August 1, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଚୋରି ମାମଲା ର ଚଢ଼ାଉ କରିବାକୁ ଯାଇ ପୋଲିସ ଉପରେ ଆକ୍ରମଣ। ଯାଜପୁର ସଦର ଥାନା ବ୍ରାହ୍ମଣବାଛପୁର ଗାଁ ରେ ଆଜି…

ପରକ୍ରିୟାପ୍ରିତି ପାଇଁ ସ୍ତ୍ରୀ ହତ୍ୟା କଲା ସ୍ୱାମୀକୁ

Posted by - January 7, 2020 0
ଗଜପତି:ଗଜପତି ଜିଲ୍ଲା ଅଡବାଥାନା ନିକଟରୁ ଜାନୁଆରୀ ୧ତାରିଖରେ ବ୍ୟାଡିସିଟ୍ ଘୋଡାଯାଇଥିବା ଏକ ଶବ ପଡିଥିବା ସ୍ଥାନୀୟ ଲୋକ ଦେଖି ଅଡବାଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ…

ଜୁଆ ଆଡ୍ଡାରେ ପୋଲିସ୍ ର ଚଢ଼ାଉ; ନଗଦ ଟଙ୍କା, ମୋବାଇଲ୍, ତାସ୍ ଜବତ ସହ ସାତ ଗିରଫ

Posted by - August 9, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗାଙ୍ଗପୁର ପୋଲିସ୍ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସାତ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ…