ଉତ୍କେଲ ଗ୍ରାମପଞ୍ଚାୟତରେ ଅନିମୀୟତ ଓ ଅବହେଳା ଅଭିଯୋଗ

109 0
କେସିଙ୍ଗା:(ପ୍ରିତେସ ପଟେଲ)ପଞ୍ଚାୟାତି ରାଜ  ଗଠନ ୧୯୯୩ ମସିହା ରେ କରାଯିବାର କାରଣ ଥିଲା ସମସ୍ତ ଗ୍ରାମପଞ୍ଚାୟତ ର ଉନନ୍ତି କରଣ କିନ୍ତୁ ଅନୀମୀୟତା ଓ ଅବହେଳା ର ଅଭିଯୋଗ ଆସିଛି କେସିଙ୍ଗା ବ୍ଲକ ଉତ୍କେଳ ଗ୍ରାମ ରୁ। ଅଭିଯୋଗ କରିଛନ୍ତି ସମସ୍ତ ୱାର୍ଡ଼ ମେମ୍ବର । ଅଧିକାଂଶ ସମୟ ଉତ୍କେଲା ଗ୍ରାମ ପଞ୍ଚାୟତ ଅଫିସ୍ ବନ୍ଦ ରହିବାର ଯୋଗୁଁ ସରକାରଙ୍କ ସବୁ ଯୋଜନା ହିତାଧିକାରୀଙ୍କୁ ମିଳିପାରିନାହିଁ।
ଯାହା ପାଇଁ ଗ୍ରାବାସୀମାନେ P E ,O ଓ G,R,S କୁ ଭେଟି ପାରୁନାହାନ୍ତି। ଓଡିଶା ସରକାର ଙ୍କ ମଧୁବାବୁ ପେନସନ ଯୋଜନା ରେ ହିତାଧିକାରୀ ମାନଙ୍କୁ ଗତ ନଭେମ୍ବର 2022ରୁ ଏବେ ପର୍ଯ୍ୟନ୍ତ ଭତ୍ତା  ମଧ୍ୟ ମିଲି ନାହିଁ। କମ୍ବଲ୍ କିଣିବା ପାଇଁ Rs 300ଟଙ୍କା ଗତ ଡିସେମ୍ବର 2022 ରୁ ମିଳି ନାହିଁ। M G N R E G S ଯୋଜନା ମାଧ୍ୟମରେ ହୋଇଥିବା କାର୍ଯ୍ୟ ରାସ୍ତା, ଡ୍ରନେ କାମ ର କାର୍ଯ୍ୟ ହେଲେ ମଧ୍ୟ ଠିକ୍ ସମୟରେ ପଇସା ମିଳୁନାହିଁ।
ଅନ୍ୟ ପଞ୍ଚାୟତ ମାନଙ୍କରେ ବହୁତ୍ ଆଗରୁ କଲ୍ୟାଣ ମଣ୍ଡପ, ଅମୂର୍ତଧାରା, ବସ ଷ୍ଟାଣ୍ଡ, ଶିଶୂ ଉଦ୍ୟାନ ହୋଇଥିଲେ ମଧ୍ୟ ଉତ୍କେଳା ଗ୍ରାମ ପଞ୍ଚାୟତ ଏକ ଆଦର୍ଶ ପଞ୍ଚାୟତ ହେଇଥିଲେ ମଧ୍ୟ କିଛି ହୋଇ ନାହିଁ କାହିଁକି। ଅତୀ ଶୀଘ୍ର ଗୋଟିଏ ସ୍ଥାୟୀ P E O  ଲିଖିତ ରେ ଦାବି କରିଛନ୍ତି। ଦାବୀ ପୂରଣ  ନ ହେଲେ ସାମୂହିକ ଭାବେ ଇସ୍ତଫା ଦେବୁ ବୋଲି ୱାର୍ଡ ମେମ୍ବର କହିଛନ୍ତି।

Related Post

ଆରମ୍ଭ ହୋଇଛି ୩୨ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ

Posted by - January 18, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଆରମ୍ଭ ହୋଇଛି ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ । ଏହି ଅବସରରେ ଯାଜପୁରରେ ଆରମ୍ଭ ହୋଇଛି ସଚେତନତାମୂଳକ କାର୍ଯ୍ୟକ୍ରମ । ଯାଜପୁର…

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 16, 2021 0
ନୂଆପଡା:(ମେଘନାଦ ନାଏକ)ଆଜି ନୂଆପଡା ସଦଭାବନା ସଭା ଗୃହ ରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏ ଅବସର ରେ ମୁଖ୍ୟ ଅତିଥିରୁପେ ଅତିରିକ୍ତ ଜିଲ୍ଲାପାଳ…

ସେଲଫି ନେଵା ହେଲା କାଳ

Posted by - February 15, 2023 0
ରାୟଗଡା : (ରାମାକାନ୍ତ ପୋଡାଲ) ରାୟଗଡା ଜିଲ୍ଲା ଭାଲୁମସ୍କା ଗ୍ରାମ କୁ ଏକ ବିବାହ ଘର କୁ ଯାଇଥିଲେ ସେଠାରୁ ତିନି ଜଣ ପିଲା ସାଙ୍ଗ ହୋଇ…

କଳାହାଣ୍ଡିରେ ଲାଖମରା ଉତ୍ସବ ପାଳିତ

Posted by - October 16, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ପବିତ୍ର ପାର୍ବଣ ଅବସରରେ ସମଗ୍ର ଜନସମାଜ ଚଳଚଞ୍ଚଳ ହୋଇ ଉଠିଥିଲା। ମାଁଙ୍କ ବିଭିନ୍ନ ରୀତିନୀତି କୁ ଅତି ନୈଷ୍ଠିକତାର ସହ ସମ୍ପାଦନା କରିଥିଲେ …

ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା । ପାଣିପାଗ ବିଭାଗ ପକ୍ଷରୁ ୯ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି*

Posted by - April 8, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗତକାଲି…