ପର୍ଲା ଠାରେ ରାଜ୍ୟସଭା ସାଂସଦ ସୁଜିତ ସେଠ ଙ୍କୁ ଭବ୍ୟ ସ୍ୱାଗତ

238 0

ଧର୍ମଗଡ଼:୪/୩(ହେମନ୍ତ କୁମାର ମାଝୀ)କଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପର୍ଲା ଠାରେ ରାଜ୍ୟସଭା ସାଂସଦ ସୁଜିତ ସେଠ,ଲିଗାଲ ସେଲ ଉପଦେଷ୍ଟା ହରିଜିଙ୍ଗ ସିଂ, ରାଜ୍ୟ ସମାଜ କଲ୍ୟାଣ ଅଧ୍ୟକ୍ଷା କଲ୍ୟାଣି ନାଏକ,ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର, ବିଜ୍ଞାପିତ ଅଞ୍ଚଳ ପରିଷଦ ଧର୍ମଗଡ଼ ଉପାଧକ୍ଷା ମନୀଷା ମିଶ୍ର,ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ଜୁନାଗଡ଼ ବିବେକ ମିଶ୍ର,ପୂର୍ବତନ ଏନ ଏ ସି ଅଧ୍ୟକ୍ଷା ହୀରା ବାଗ ଙ୍କୁ ପର୍ଲା ଦଣ୍ଡପାଟ ଅଞ୍ଚଳ ବିଭିନ୍ନ ସଙ୍ଘଠନ ତରଫରୁ ପର୍ଲା ଦୁର୍ଗା ମଣ୍ଡପ ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରି ଦଣ୍ଡପାଟ ଅଞ୍ଚଳ ପର୍ଲା ଠାରେ ବ୍ଲକ ସ୍ଥାପନ କରିବା ପାଇଁ ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଧେଶ୍ଵରେ ରାଜ୍ୟସଭା ସାଂସଦ ସୁଜିତ ସେଠଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୁବ ସାମ୍ବାଦିକ ସେତୁରାମ ଭକ୍ତ,ସୁଧୀର ଗୋପାଳ, ଲକ୍ଷ୍ୟଜ୍ୟୋତି ଜାଲ, ପର୍ଲା ସରପଞ୍ଚ ବ୍ରିଜଲାଲ ନାଏକ ,ବଡ଼ଘୁମେର ସରପଞ୍ଚ ଜନ୍ମେଜୟ ଗୋପାଳ, ସମାଜସେବୀ ସୁଧୀର ବାଗ,ଚୋଳଗଙ୍ଗ ନାଗେଶ, ହୃଷିକେଶ ସାହୁ, ହେତୁରାମ ମେହେର,ଦୁଷ୍ମନ୍ତ ପୁରୋହିତ , ରତ୍ନାକର ଜାଲ, ନବୀନ ଦାସ, କନ୍ଦର୍ପ ଦାସ, ପରାସର ସାହୁ,ନବୀନ ପୁରୋହିତ,ବିବଚ୍ଛ ଦାସ,ସହ ଅଞ୍ଚଳବାସୀ ଉପସ୍ଥିତ ହୋଇ ଦଣ୍ଡପାଟ ଅଞ୍ଚଳ ପର୍ଲା ବିଭିନ୍ନ ସମସ୍ୟାର ସମାଧାନ ସହ ପର୍ଲା ଠାରେ ଏକ ବ୍ଲକ ସ୍ଥାପନ କରିବା ପାଇଁ ଲିଖିତ ଜଣାଇଥିଲେ ।

Related Post

ଚଉଷଠି ଯୁଗନି ସାହିତ୍ୟ କଳା ପରିଷଦ ପକ୍ଷରୁ ମକର ମିଳନ

Posted by - January 14, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ଅନୁଷ୍ଠାନ ଚଉଷଠି ଯୁଗନି ସାହିତ୍ୟ କଳା ପରିଷଦ ପକ୍ଷରୁ ସତ୍ୟ ମହିମା ଆଶ୍ରମ ଠାରେ ପଂଚମ ମକର ମିଳନ…

ବରୀରେ ଦୁଇ ସମାଜସେବୀଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

Posted by - March 30, 2020 670
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି) ଯୁବ ସମାଜସେବୀ ତଥା କଂଗ୍ରେସ ନେତା ଉମେଶ ଚନ୍ଦ୍ର ଜେନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 50 ହଜାର ଟଙ୍କା ପ୍ରଦାନ କରିଛନ୍ତି…

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା କଟକ ରେ ପଞ୍ଚଦଶ ମ୍ୟାଟ୍ରିକ ପରୀକ୍ଷାର୍ଥୀ ଦଳ ଶିଶୁ ମାନଙ୍କ ର ନିଷ୍କ୍ରମଣ ଉତ୍ସବ ଅନୁଷ୍ଠିତ

Posted by - February 8, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ମଙ୍ଗଳବାର ଦିନ ପଞ୍ଚଦଶ ଦଳ ମ୍ୟାଟ୍ରିକ ପରୀକ୍ଷାର୍ଥୀ ଶିଶୁ ଭାଇ ଭଉଣୀ ମାନଙ୍କର ପରୀକ୍ଷା ର ସଫଳତା ପାଇଁ ଶୁଭ ଜାଚଜ୍ଞା କରି ମା’ଭୈରବୀ ଙ୍କ…

ବୌଦ୍ଧ ଜିଲ୍ଲାରେ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ

Posted by - April 13, 2022 0
ବୌଦ୍ଧ:(ଚିତ୍ତରଂଜନସିଂ)କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ପିଲାମାନଙ୍କର ସ୍କୁଲ ପାଠପଢ଼ା ବନ୍ଦ ହୋଇରହିଥିଲା l ବର୍ତ୍ତମାନ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ…

ଟିଟିଲାଗଡ ଯାଦବ ସମାଜ ପକ୍ଷରୁ ମାଲିଝର ଗିରି ଗୋବର୍ଦ୍ଧନ ମଣ୍ଡପ ଠାରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ

Posted by - July 2, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଜିଲ୍ଲା ଯାଦବ ମହାସଭାର ଆହ୍ୱାନ କ୍ରମେ ପ୍ରତିବର୍ଷ ଭଳିଏହି ବର୍ଷ ମଧ୍ୟ ପାଇଁ ଜୁଲାଇ ଏକ ତାରିଖକୁ ଟିଟିଲାଗଡ଼ ଯାଦବ ସମାଜ ପକ୍ଷରୁ ସାମୁହିକ…