Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ପ୍ରସିଦ୍ଧ ଧର୍ମପୀଠ ଖପ୍ରାଡୁଙ୍ଗୁରି କୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ କେନ୍ଦ୍ର ମନ୍ତ୍ରୀ ଙ୍କ ଠାରେ ସାଂସଦ ଙ୍କ ଦାବୀ

41 0

ବଲାଙ୍ଗିର : ବଲାଙ୍ଗିର ଜ଼ିଲ୍ଲା ସଇଁତଲା ଏବଂ ବେଲପଡା ବ୍ଲକ ସୀମା ରେ ଥିବା ଐତିହ୍ୟ ସମ୍ପର୍ଣ ସୁପ୍ରସିଦ୍ଧ ଧର୍ମ ପୀଠ ଖପ୍ରାଡୁଙ୍ଗୁରି କୁ ପର୍ଯ୍ୟlବରଣ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପ୍ରଦାନ କରିବା ସହିତ ଖପ୍ରାଡୁଙ୍ଗୁରି ସ୍ଥିତ ପ୍ରାକୃତିକ ଗୁମ୍ଫା, ପାହାଡ଼ ଉପରେ ଥିବା ସୁରମ୍ୟ ଜଳାଶୟ, ପାହାଡ଼ ରେ ଥିବା ବିରଳ ପ୍ରଜାତିର ପଶୁ, ପକ୍ଷୀ, ବନ୍ୟପ୍ରାଣୀ, ବୃକ୍ଷଳତା ଏବଂ ସରୀସୃପ ମାନଙ୍କ ସୁରକ୍ଷା, ସଂରକ୍ଷଣ କରିବାକୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଦାବୀ କରିଛନ୍ତି l ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପର୍ଯ୍ୟଟନ ସ୍ଥଳୀ ଖପ୍ରାଡୁଙ୍ଗୁରି ଅବସ୍ଥିତ l ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଉକ୍ତ ପୀଠ କୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ,ସାଧୁ ସନ୍ଥ,ଭକ୍ତ,ଆସିଥାନ୍ତି l

ପାହାଡ଼ ପାଦ ଦେଶରେ ମହାକାଳନ୍ତକ ଶିବ, ଶ୍ରୀ ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା,ଶ୍ରୀ ଲକ୍ଷ୍ମୀ, ହନୁମାନ ମନ୍ଦିର ରେ ଭକ୍ତମାନେ ପୂଜାର୍ଚନା କରିବାକୁ ଆସୁଛନ୍ତି l ସଇଁତଲା ବ୍ଲକ, ପାଟଣାଗଡ ବ୍ଲକ ଏବଂ ବେଲପଡା ବ୍ଲକ ର ସ୍ବେଛାସେବୀ, ଧର୍ମ ପରାୟଣ ବ୍ୟକ୍ତି ଏବଂ ଜନସାଧାରଣ ଏହି ଧର୍ମ ପୀଠ ର ହେଉଥିବା ବିଭିନ୍ନ ପର୍ବ,ପର୍ବାଣୀ ଯାନୀ,ଯାତ୍ରା ମହୋତ୍ସବ ପାଳନ କରନ୍ତି l ଯାତ୍ରା ପର୍ବ ସମୟରେ ବଲାଙ୍ଗିର, କଳାହାଣ୍ଡି, ନୂଆପଡା, ବୌଦ୍ଧ, ଫୁଲବାଣୀ ଜ଼ିଲ୍ଲା ରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥାନ୍ତି l ତେଣୁ ଖପ୍ରାଡୁଙ୍ଗୁରି ଧାର୍ମିକ ପୀଠ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ସହିତ ପାନ୍ଥନିବାସ, ଧର୍ମଶାଳା, ବିଦ୍ୟୁତ, ଶୌଚାଳୟ, ଗୁମ୍ଫା ର ସୌନ୍ଦର୍ଯ୍ୟ କରଣ, ପାହାଡ଼ ରେ ପାହାଚ ଆଦି ର ଉନ୍ନତିକରଣ ଆବଶ୍ୟକତା ରହିଛି ବୋଲି ସାଂସଦ ଶ୍ରୀ ବିଶି ଚିଠି ରେ ଦର୍ଶାଇଛନ୍ତି l

Related Post

ବାରମ୍ବାର ଦୌଡି ଦୌଡି ନିରାଶ ହେଉଛନ୍ତି ହିତାଧିକାରୀ 

Posted by - January 31, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବାରମ୍ବାର ଦୌଡି ଦୌଡି ନିରାଶ ହେଉଛନ୍ତି ହିତାଧିକାରୀ । ତଥାପି ମିଳୁନି ଭତା ଏବଂ ଆବାସ।  ଯାଜପୁର ବରୀ ବ୍ଲକ ମହାକାଳପଡା ପଂଚାୟତ ର ବହୁ ହିତାଧିକାରୀ ସରକାରୀ ଅପିଂସକୁ ଦୌଡି ଦୌଡି ନିରାଶ ହେଉଛନ୍ତି । ବାରମ୍ବାର ଅନଲାଇନ ରେ ଆବେଦନ କରିବା ପରେ ମଧ୍ୟ କିଛି ବି ଲାଭ ହେଉନାହିଁ । ପଂଳରେ ବାଧ୍ୟ ହୋଇ ଗ୍ରାମବାସୀ ଜିଲାପାଳ ଅପିଂସକୁ ଆସି ନିଜର ଅଭିଯୋଗ କରିଛନ୍ତି । ତୁରନ୍ତ ହିତାଧିକାରୀ ଙ୍କୁ ବାର୍ଦ୍ଧକ୍ୟ ଭତା ସହିତ ସରକାରୀ ଆବାସ ଯୋଗାଇବା ପାଇଁ ଦାବୀ କରିଛନ୍ତି ।

ଯୋଗୀପଥର ନିକଟରେ ଅଚିହ୍ନା ମହିଳାଙ୍କ ଶଵ ଉଦ୍ଧାର

Posted by - March 15, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୋୖଦ୍ଧ ଜ଼ୀଲ୍ଲା ପୁରୁଣାକଟକ ଥାନା ଯୋଗୀପଥର ନିକଟସ୍ଥ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ରେ ବୁଧବାର ଜଣେ ଅଚିହ୍ନା ମହିଳା ଙ୍କ…

ଓଡ଼ିଶା ମିଶନ ଶକ୍ତି ବିଭାଗ ଏବଂ କୋଶଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ତିନି ଦିନିଆ ଡିଜିଟାଲ ମାର୍କେଟିଂର ତାଲିମ ପ୍ରଦାନ

Posted by - May 7, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ମହିଳା ମାନଙ୍କୁ ସଶକ୍ତି କରଣ କରିବା ଦିଗରେ ଓଡ଼ିଶା ମିଶନ ଶକ୍ତି ବିଭାଗ ତରଫରୁ ବିଭିନ୍ନ ପ୍ରକାରର ଯୋଜନା ରହିଛି। ତେବେ…

ବେନିୟମ ବାଲି ଭର୍ତ୍ତି ହାଇୱା ଜବତ, ୨ ଲକ୍ଷ ୫0 ହଜାର ଟଙ୍କା ଜୋରିମାନା

Posted by - September 11, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ) ସୋନପୁର ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନିର୍ଦେଶରେ ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ସୋନପୁର ଦ୍ୱାରା ଆଜି ସକାଳେ ସୋନପୁର ତହସିଲ ଅନ୍ତର୍ଗତ…