ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମହାଶିବରାତ୍ରି ମେଳା ଉପଲକ୍ଷେ ସମିକ୍ଷା ବୈଠକ

40 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀଙ୍କ ସଭାପତିତ୍ବରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଷ୍ଟଲ ବଣ୍ଟନ, ଆଇନ ଶୃଙ୍ଖଳା ବ୍ୟବସ୍ଥା, କୀର୍ତ୍ତନ ମଣ୍ଡଳୀଙ୍କ ବ୍ୟବସ୍ଥା ଏବଂ ମେଳା ଉପଲକ୍ଷେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି।

ଅତି ଶୃଙ୍ଖଳାର ସହିତ ଚଳିତ ବର୍ଷ କିପରି ଏହି ମେଳା ଅନୁଷ୍ଠିତ ହେବ ସେ ନେଇ ବିଭିନ୍ନ କମିଟିକୁ ଦାୟିତ୍ଵ ଦିଆଯାଇଛି। ଏହି ବୈଠକରେ ଧବଳେଶ୍ଵର ମନ୍ଦିରର ଟ୍ରଷ୍ଟି ଶ୍ରୀ ସଞ୍ଜୀବ ପାଢ଼ୀ, ଭବାନୀ ପ୍ରସାଦ ହୋତା,ସହାୟକ ଜିଲ୍ଲାପାଳ ଡ଼ ଲଳିତ ବାଗ, ମେଳା ପରିଚାଳନା ପାଇଁ ହୋଇଥିବା ବିଭିନ୍ନ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ।

Related Post

କରୋନା ଆକ୍ରାନ୍ତଙ୍କୁ ହସପିଟାଲ ସ୍ଥାନାନ୍ତର ବେଳେ ଉତ୍ତେଜନା.

Posted by - August 17, 2020 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଆକ୍ରାନ୍ତ ମାନଙ୍କୁ ହସପିଟାଲ ସ୍ଥାନାନ୍ତର ପାଇଁ ଗାଁ କୁ ଆମ୍ବୁଲାନ୍ସ ଯାଇଥିବା…

ଜିଲ୍ଲପାଳଙ୍କ ସ୍ବଚ୍ଛ ସୋନପୁର ପ୍ରସ୍ତୁତି ବୈଠକ

Posted by - July 2, 2022 0
ସୋନପୁର:( ଅଜିତ କୁମାର ପୂଜାହାରୀ)ସୋନପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ପୌରାହିତ୍ୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ…

ପ୍ରତାପପୁର ପଞ୍ଚାୟତରେ ବିଜେପିର କର୍ମୀ ସମାବେଶ ଓ ମିଶ୍ରଣ ସଭା ଅନୁଷ୍ଠିତ

Posted by - December 1, 2021 0
ବାଲିଆପାଳ:ବିଜେପି ପ୍ରତାପପୁର ପଞ୍ଚାୟତରେ କର୍ମୀ ସମାବେଶ ଓ ମିଶ୍ରଣ ସଭା ବୁଧବାର ପ୍ରତାପପୁର ଗ୍ରାମର କାର୍ତିକ ପାତ୍ରଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତାପପୁର ପଞ୍ଚାୟତର ସଭାପତି…

ଯାଜପୁର ସଦର ବରୁଆଁ ଛକରେ ନୂଆ ଆଲୋକ ଦ୍ୱାରା ଯାତ୍ରୀ ବିଶ୍ରାମ ଚେୟାର ପଡିଲା

Posted by - November 1, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାର ଅନନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକ ଦ୍ୱାରା ଦୀର୍ଘ ୨ ବର୍ଷ ଧରି ବିଭିନ୍ନ ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମ ଚାଲୁ…