Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି କୁ ନେଇ ଭାଜପା ପକ୍ଷରୁ ବ୍ଳକ ଘୋରାଉ

185 0

ଧର୍ମଗଡ଼: ୪/୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଭାଜପା ପକ୍ଷରୁ ଆଜି ଶନିବାର ଦିନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟ ହିତାଧୀକାରୀ ସାମିଲ କରିଥିବା ନେଇ ଏବଂ ପ୍ରକୃତ ହିତାଧିକାରୀ ଙ୍କୁ ସାମିଲ କରିବା ପାଇଁ ଧର୍ମଗଡ଼ ନଗର ଏବଂ ବ୍ଲକ ର ତିନି ଗୋଟି ମଣ୍ଡଳ କାର୍ଯ୍ୟକର୍ତ୍ତା କୁ ନେଇ ଧର୍ମଗଡ଼ ବ୍ଳକ ସାମନା ରେ ଏକ ପ୍ରତିବାଦ ସଭା କରାଯାଇଥିଲା। ରାଜ୍ୟ ର ନିର୍ଦେଶ କ୍ରମେ ଓଡ଼ିଆ ର ସମସ୍ତ ବ୍ଳକ ରେ ଏହି କାର୍ଯ୍ୟକ୍ରମ ଚାଳିଛି । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ ଙ୍କୁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଷୀ ଙ୍କ ନେତୃତ୍ୱରେ ଏକ ସୋଭାଯାତ୍ରା ବାହାରି ଏହି ଦାବି ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ନଗର ମଣ୍ଡଳ ସଭାପତି ହରେକୃଷ୍ଣ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଧର୍ମଗତ ନଗର ପ୍ରଭାରୀ ଶିଶୁ ଦେବ ମୁଣ୍ଡ ରାଜ୍ୟ କୃଷକ ମୂର୍ଚ୍ଛା ସ୍ଵତନ୍ତ୍ର ନିମନ୍ତ୍ରଣ ଅତିଥି ଅପ୍ରେସ ସ୍ଵାଇଁ ନବରଙ୍ଗପୁର ଜିଲ୍ଲା ଯୁଵମୂଚ୍ଚା ପ୍ରରଭାରୀ ହିମାଂଶୁ ଶେଖର ପଣ୍ଡା ଖଇରପଦର ମଣ୍ଡଳ ସଭାପତି ଜୟ ଶଙ୍କର ମୁଣ୍ଡ ସାଧାରଣ ସମ୍ପାଦକ ଏକାଦଶୀ ଗୋପାଳ ବଳ ରାମ ସା ଟିପିଗୁଡା ମଣ୍ଡଳ ସଭାପତି ବିଭୁ ଦତ୍ତ ପ୍ରଧାନ ସାଧାରଣ ସମ୍ପାଦକ ଲଲିତ ବାଗ ଜଗତ ରାମ ସାହୁ ଯୁବ ମୂର୍ଚ୍ଚା ସଭାପତି ଲକ୍ଷ୍ମଣ ମେହେର ଜଗବନ୍ଧୁ ମିଶ୍ର ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ଆବାହକ ଧର୍ମଗତ ନଗର ସାଂସଦ ପ୍ରତିନିଧି ହେମନ୍ତ କୁମାର ମାଝୀ ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି ଧର୍ମଗଡ଼ ନଗର ଯୁବ ମୂର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦନ ପାତ୍ର ଜିଲ୍ଲା ଯୁବ ମୂର୍ଚ୍ଚା ଉପ ସଭାପତି ମନିଦ୍ର ଭୂଷଣ ପାତ୍ର ସମେତ ବହୁ କାର୍ଯ୍ୟ କର୍ତ୍ତା ଘେରାଉ ରେ ସାମିଲ ଥିଲେ।

Related Post

ମାଲକାନଗିରି ପୌରାଧ୍ୟକ୍ଷ ପାଇଁ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

Posted by - March 6, 2022 0
ମାଲକାନଗିରି:( ଅବଦୁଲ ଗନି)ପୌର ନିର୍ବାଚନ ଆଉ ଅଳ୍ପଦିନ ବାକି ଥିବା ବେଳେ ଏପରିସ୍ଥଳେ , ଏଠାରେ ଗତ ୦୨ତାରିଖ ଗୁରୁବାର ଠାରୁ ନାମାଙ୍କନ ପତ୍ର ବିକ୍ରି ଓ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଭ୍ରଷ୍ଟାଚାର ବିରୁଦ୍ଧରେ ରାଜ୍ୟପାଳଙ୍କୁ ବିଜେପିର ଦାବିପତ୍ର

Posted by - July 8, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିତରଣରେ ବ୍ୟାପକ ଅନିୟମିତତା ଏବଂ ଭ୍ରଷ୍ଟାଚାର ହୋଇଥିବା ନେଇ ବେଲଗୁଣ୍ଠା ବିଜେପି ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକ…

ଯାଜପୁର ପୌରାଞ୍ଚଳ ୯ନଂ ୱାର୍ଡରେ ବିଜେଡିର ନିର୍ବାଚନୀ ବୈଠକ

Posted by - March 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରାଞ୍ଚଳ ୯ ନଂ ୱାର୍ଡରେ ବିଜେଡିର ନିର୍ବାଚନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ନଗର ଯୁବ ବିଜେଡି ସଭାପତି…

୨୬ରେ କଂଗ୍ରେସ ପାଳିବ କଳା ଦିବସ

Posted by - December 7, 2018 4
ଭୁବନେଶ୍ବର : ଆଜି କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ପଞ୍ଚାୟତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଗଣତନ୍ତ୍ରକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ…

ଟିଟିଲାଗଡ ବିଜେପିର ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଟୁକୁନୀ ସାହୁଙ୍କ କୁଶ ପୁତ୍ତଳିକା ଦାହ

Posted by - November 10, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ମମିତା ମେହେର ହତ୍ୟା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବିରୋଧୀ ବିଜେପି ଦଳ ପକ୍ଷରୁ ଆଜି ଯାଏଁ ପ୍ରତିଦିନ ରାଜ୍ୟର…