ଅପହରଣ ହୋଇଥିବା ନାବାଳିକା କୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

82 0

ଖପ୍ରାଖୋଲ :୨୩/୧୧( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଲାମହୁଲ ଗ୍ରାମରୁ ଜଣେ ନାବାଳିକା କୁ ଦଶ ଦିନ ପୂର୍ବରୁ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିଲା । ତେଲେଙ୍ଗାନା ର ସିକନ୍ଦରାବାଦ ରେ ଅପହରଣ କାରି ଦ୍ବୟଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ଅଭିଯୁକ୍ତ ମାନେ ପୁତୁଲାମହୁଲ ଗ୍ରାମର ସୁଜ୍ଞାନ ଭୁଏ ଓ ଅପହରଣର ସହଯୋଗ କରିଥିବା ଅମିତ ବରିହା ବୋଲି ସୂଚନା ମିଳିଛି । ପ୍ରକାଶ ଜେ ନାବାଳିକାଙ୍କ ସହ ସୁଜ୍ଞାନ ଙ୍କ ପ୍ରେମ ସମ୍ପର୍କ ଯୋଗୁଁ ଅପହରଣ କରି ନେଇଥିବା ପୋଲିସ ପ୍ରକାଶ କରିଛି। ଏନେଇ ଖପ୍ରାଖୋଲ ଥାନାରେ ଏକ ଅପହରଣ , ଧର୍ଷଣ ସହ ପସ୍କୋ ମାମଲା ରୁଜୁ ହୋଇ ଆସାମୀ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରି ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

Related Post

ଲୁହସିଂହା ୫ ଦିନିଆ ଫୁଟବଲ ଟୁର୍ଣାମେଣ୍ଟ ଆରମ୍ଭ

Posted by - December 5, 2021 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହସିଂହା ଗ୍ରାମ ପଞ୍ଚାୟତ ସ୍ଥାନୀୟ ସର୍ବୋଦୟ ହାଇସ୍କୁଲ ଖେଳପଡିଆ ରେ ୫ ଦିନିଆ ଫୁଟବଲ ଟୁର୍ଣାମେଣ୍ଟେ ଆରମ୍ଭ…

ମାରୁତି କଲୋନୀରେ ଚୋରି ଘଟଣା,ସନ୍ଦେହରେ ୪ଜଣକୁ ଅଟକ ରଖି ପଚରାଉଚରା ଜାରି

Posted by - November 29, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ପୁରୁଣାକଟକ ମାରୁତି କଲୋନୀରେ ରହୁଥିବା ଶିକ୍ଷକ ନିର୍ମଳ କୁମାର ରଣା ଙ୍କ ଘରୁ ଗତରାତି ରେ ଚୋରି…

୫ ଚୋରି ମଟର ସାଇକେଲ ସହ ବିପୁଳ ଚୋରି ସାମଗ୍ରୀ ଜବତ : ୧ ଗିରଫ

Posted by - January 26, 2023 0
ଧର୍ମଗଡ:୨୬/୧(ହେମନ୍ତ କୁମାର ମାଝୀ)ଗତ କିଛି ମାସ ହେବ ଧର୍ମଗଡ ଥାନା ଅଞ୍ଚଳ ରେ ମଟର ସାଇକେଲ ଚୋରି ବୃଦ୍ଧି ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ନେଇ ଥାନା…

ମଦ ମାଫିଆ ଙ୍କ ମାଡରେ ୪ ଅବକାରୀ ବିଭାଗ କର୍ମଚାରୀ ଆହତ।

Posted by - October 5, 2019 749
ଛେଣ୍ଡିପଦା -(ମହେଶ ଭୋମରାଜ) ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ଗାଁରେ ଆଜି ଅବକାରୀ ବିଭାଗ ଚଢ଼ାଉ କରୁଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି । ମଦ ମାଫିଆ…

କେସିଙ୍ଗା ପ୍ରସିଦ୍ଧ ମାଁ ଅମ୍ବାଜୀ ମନ୍ଦିରରୁ ସୁନା ଅଳଙ୍କାର ଚୋରି

Posted by - January 20, 2023 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ରେଳ ଫାଟକ ପାଖରେ ଥିବା ପ୍ରସିଦ୍ଧ ମାଁ ଅମ୍ବାଜୀ ମନ୍ଦିରରୁ ଗତ କାଲି ରାତିରେ କେହି ଦୁର୍ବୃତ୍ତ ମନ୍ଦିର ର…