ଅପହରଣ ହୋଇଥିବା ନାବାଳିକା କୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

18 0

ଖପ୍ରାଖୋଲ :୨୩/୧୧( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଲାମହୁଲ ଗ୍ରାମରୁ ଜଣେ ନାବାଳିକା କୁ ଦଶ ଦିନ ପୂର୍ବରୁ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିଲା । ତେଲେଙ୍ଗାନା ର ସିକନ୍ଦରାବାଦ ରେ ଅପହରଣ କାରି ଦ୍ବୟଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ଅଭିଯୁକ୍ତ ମାନେ ପୁତୁଲାମହୁଲ ଗ୍ରାମର ସୁଜ୍ଞାନ ଭୁଏ ଓ ଅପହରଣର ସହଯୋଗ କରିଥିବା ଅମିତ ବରିହା ବୋଲି ସୂଚନା ମିଳିଛି । ପ୍ରକାଶ ଜେ ନାବାଳିକାଙ୍କ ସହ ସୁଜ୍ଞାନ ଙ୍କ ପ୍ରେମ ସମ୍ପର୍କ ଯୋଗୁଁ ଅପହରଣ କରି ନେଇଥିବା ପୋଲିସ ପ୍ରକାଶ କରିଛି। ଏନେଇ ଖପ୍ରାଖୋଲ ଥାନାରେ ଏକ ଅପହରଣ , ଧର୍ଷଣ ସହ ପସ୍କୋ ମାମଲା ରୁଜୁ ହୋଇ ଆସାମୀ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରି ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

Related Post

ଏକ ତରଫା ପ୍ରେମ ରେ ଅସଫଳ ହେବାରୁ ନାବାଳିକା ର ଗଳା କାଟିଲା ଯୁବକ

Posted by - February 2, 2021 0
ବାଲେଶ୍ଵର:(ସମରେନ୍ଦ୍ର ବାରିକ)ଏକ ତରଫା ପ୍ରେମ ରେ ଅସଫଳ ହେବାରୁ, ନାବାଳିକା ର ଗଳା କାଟିଲା ଯୁବକ । ଏଭଳି ଏକ ବର୍ବୋରଚିତ, ଅମାନବୀୟ ଘଟଣା ବାଲେଶ୍ଵର ସହର…

ଅନ୍ଧ ବିଶ୍ୱାସର କୁପରିଣତି କାକା ଙ୍କ ଠେଙ୍ଗା ଚୋଟ ରେ ପୁତୁରା ମୃତ,କାକା ଗିରଫ

Posted by - March 17, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଗନ୍ଧର୍ଲା ପଞ୍ଚାୟତ ସାଲେମୁଡୁଗା ଗାଁ ରେ ଘଟିଛି ଅଭାଵନିୟ ଘଟଣା ପାରିବାରିକ କଳହ ରୁ ହତ୍ୟା ନିଜ କାକା…

ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି; ଚୋରି ସାମଗ୍ରୀ ସହିତ ତିନି ଗିରଫ

Posted by - September 29, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) କରୋନା କଟକଣା ମଧ୍ୟରେ ପିଲା ମାନଙ୍କର ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ବେଳେ ବିଦ୍ୟାଳୟ ଗୁଡିକର ଶ୍ରୀ ମଧ୍ୟ ହଜିଯାଇଛି I ଏହାରି…

ବିଂଝାରପୁର ବ୍ଲକ କପିଳା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା

Posted by - August 25, 2020 0
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କପିଳା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି । ସନ୍ତୋଷ ନାୟକ ନାମକ ଜଣେ ରାଜମିସ୍ତ୍ରୀଙ୍କ ପୁଅର କାର୍ଯ୍ୟକଳାପ…