Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ନେହେରୁ ଯୁବା କେନ୍ଦ୍ର ସମ୍ବଲପୁର ପକ୍ଷରୁ କିନାଲୋଇ ଗ୍ରାମରେ କ୍ବାମି ଏକତା ତଥା ଇନ୍ଦିରା ଜୟନ୍ତୀ ପାଳିତ

91 0

ସମ୍ବଲପୁର ୧୯/୧୧ (ରମାକାନ୍ତ ବିଶ୍ବାଳ) ସମ୍ବଳପୁର ନେହେରୁ ଜୁବକେନ୍ଦ୍ର ପକ୍ଷରୁ କିନାଲୋଇ ଗ୍ରାମର ବିଭିନ୍ନ ମହିଳା ସୟଂସହାୟକ ଗୋଷ୍ଠି ଓ ଜଗନ୍ନାଥ ୟୁଥ୍ କ୍ଳବ୍ ର ମିଳିତ ସହାୟତାରେ ଗ୍ରାମ ର ଅଙ୍ଗନ ବାଡି ପରିସରରେ କ୍ୟମି ଏକତା ଦିବସ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ଅନୁଷ୍ଠିତ କାର୍ଯକ୍ରମ ରେ ମୂଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ସମାଜ ସେବୀ ସୁବାଷ ଚନ୍ଦ୍ର ନାୟକ ଦେଶ ର ଏକତା ଉପରେ ନାଗରିକ ମାନଙ୍କର ଅବଦାନ ବିଷୟରେ ନିଜର ମତ ରଖିଥିଲେ ।

ସେ ତାଙ୍କ ବକ୍ତବ୍ୟରେ ଇନ୍ଦିରା ଦେବୀ ସହିଦ ହୋଇ ତାଙ୍କର ପ୍ରତ୍ୟେକ ରକ୍ତବିନ୍ଦୁ ଦେଶ ର ଏକତା ପାଇଁ ଆହ୍ବାନ କରୁଛି ବୋଲି ମତ ପ୍ରକାଶ କରିଥିଲେ ।ସମ୍ମାନିତ ଅତିଥି ଜନ୍ମାଜୟ କାଲୋ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ସଞ୍ଜୀବ ମିଶ୍ର ଯୋଗ ଦେଇ ଗ୍ରାମର ଏକତା ବଜାୟ ରଖିବାକୁ ଆହ୍ବାନ ଦେଇ ଥିଲେ । ସଭା ରେ ନେହେରୁ ଯୁବ କେନ୍ଦ୍ର ର ସ୍ବେଚ୍ଛାସେବୀ ଅଜିତ ପ୍ରଧାନ ସଭା ପତିତ୍ୱ କରିଥିବା ବେଳେ ଶେଷ ରେ ଅନ୍ୟତମ ସ୍ବେଚ୍ଛାସେବୀ ଦିପା ବେହେରା ଧନ୍ୟବାଦ ଅର୍ପଣ କରି ଥିଲେ ।

Related Post

ସାଇ ଆଶିଷ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

Posted by - November 28, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ବିଂଝାରପୁର ବ୍ଲକ ଗୁହାଳି ପଞ୍ଚାୟତ ବୈଦ୍ୟସାହିରେ ଭଗବାନ ଶ୍ରୀ ସାଇବାବାଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି । ୩ଦିନ ବ୍ୟାପୀ…

ଏମିତି ବି ଆସେ ମୃତ୍ୟୁ, ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିବାକୁ ଯାଇ ୧୦୮ ଆମ୍ବୁଲାନ୍ସକୁ ଫୋନ କରୁଥିବା ବେଳେ ମାଡ଼ିଗଲା ଟ୍ରକ, ୨ମୃତ

Posted by - December 13, 2019 0
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ)ପୁଣି ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥରେ ଦୁର୍ଘଟଣା। ଡେଥ ଜୋନ୍ ପାଲଟିଲା ଏହି ଜାତୀୟ ରାଜପଥ। ରାଜପଥର ବାଘୁଆ ଛକ ନିକଟରେ…

କୋରନା ମୁକାବିଲା ପାଇଁ ଟାଟା ମେଡିକା କର୍ତ୍ତୃପକ୍ଷ  ଙ୍କ ସହ ଚୁକ୍ତିନାମା ସ୍ଵାକ୍ଷର

Posted by - April 1, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲାରେ କୋରୋନା ମୁକାବିଲା ପାଇଁ କଳିଙ୍ଗନଗର ରେ ଥିବା ଟାଟା ମେଡିକାକର୍ତ୍ତୃପକ୍ଷ  ଙ୍କ ସହ ଚୁକ୍ତିନାମା ସ୍ଵାକ୍ଷର କରିଛି।ଯାଜପୁର ଜିଲ୍ଲାପାଳ…

ବଲାଙ୍ଗୀର ଓୟୁଯେର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ- ଆସନ୍ତା ୨୩ ତାରିଖରେ ଦ୍ବିବାର୍ଷିକ ନିର୍ବାଚନ ପାଇଁ ତାରିଖ ଘୋଷଣା

Posted by - December 7, 2022 0
ବଲାଙ୍ଗୀର/ ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଜିଲ୍ଲା ସାମ୍ବାଦିକ ଭବନ ରେ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ବଲାଙ୍ଗୀର ଶାଖା ର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଦୀପକ ସମାଦ୍ଦାର…