Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ନେହେରୁ ଯୁବା କେନ୍ଦ୍ର ସମ୍ବଲପୁର ପକ୍ଷରୁ କିନାଲୋଇ ଗ୍ରାମରେ କ୍ବାମି ଏକତା ତଥା ଇନ୍ଦିରା ଜୟନ୍ତୀ ପାଳିତ

22 0

ସମ୍ବଲପୁର ୧୯/୧୧ (ରମାକାନ୍ତ ବିଶ୍ବାଳ) ସମ୍ବଳପୁର ନେହେରୁ ଜୁବକେନ୍ଦ୍ର ପକ୍ଷରୁ କିନାଲୋଇ ଗ୍ରାମର ବିଭିନ୍ନ ମହିଳା ସୟଂସହାୟକ ଗୋଷ୍ଠି ଓ ଜଗନ୍ନାଥ ୟୁଥ୍ କ୍ଳବ୍ ର ମିଳିତ ସହାୟତାରେ ଗ୍ରାମ ର ଅଙ୍ଗନ ବାଡି ପରିସରରେ କ୍ୟମି ଏକତା ଦିବସ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ଅନୁଷ୍ଠିତ କାର୍ଯକ୍ରମ ରେ ମୂଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ସମାଜ ସେବୀ ସୁବାଷ ଚନ୍ଦ୍ର ନାୟକ ଦେଶ ର ଏକତା ଉପରେ ନାଗରିକ ମାନଙ୍କର ଅବଦାନ ବିଷୟରେ ନିଜର ମତ ରଖିଥିଲେ ।

ସେ ତାଙ୍କ ବକ୍ତବ୍ୟରେ ଇନ୍ଦିରା ଦେବୀ ସହିଦ ହୋଇ ତାଙ୍କର ପ୍ରତ୍ୟେକ ରକ୍ତବିନ୍ଦୁ ଦେଶ ର ଏକତା ପାଇଁ ଆହ୍ବାନ କରୁଛି ବୋଲି ମତ ପ୍ରକାଶ କରିଥିଲେ ।ସମ୍ମାନିତ ଅତିଥି ଜନ୍ମାଜୟ କାଲୋ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ସଞ୍ଜୀବ ମିଶ୍ର ଯୋଗ ଦେଇ ଗ୍ରାମର ଏକତା ବଜାୟ ରଖିବାକୁ ଆହ୍ବାନ ଦେଇ ଥିଲେ । ସଭା ରେ ନେହେରୁ ଯୁବ କେନ୍ଦ୍ର ର ସ୍ବେଚ୍ଛାସେବୀ ଅଜିତ ପ୍ରଧାନ ସଭା ପତିତ୍ୱ କରିଥିବା ବେଳେ ଶେଷ ରେ ଅନ୍ୟତମ ସ୍ବେଚ୍ଛାସେବୀ ଦିପା ବେହେରା ଧନ୍ୟବାଦ ଅର୍ପଣ କରି ଥିଲେ ।

Related Post

ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଙ୍କ ସ୍ମୃତି ଚାରଣ ସଭା

Posted by - June 3, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ବରୀ ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଗଗନ ବିହାରୀ ଜେନାଙ୍କ ସ୍ମୃତି ଚାରଣ…

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ଅନୁଷ୍ଠିତ

Posted by - October 21, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ଅଧ୍ୟକ୍ଷତା…

ବି ଏସ ଏଫ ୧୬୦ ବାଟାଲିୟନ ଦ୍ୱାରା ଜନସମ୍ପର୍କ ଶିବୀର ଅନୁଷ୍ଠିତ

Posted by - January 27, 2022 0
ମାଥିଲି :(ଅବଦୁଲ ଗନି)ମାଥିଲି ବି. ଏସ. ଏଫ.୧୬୦ ବାଟାଲିୟନ ଓ କୋବ୍ରା ବାଟାଲିୟନ ଦ୍ୱାରା ଥିବା କର୍ତ୍ତନପାଲି ଓ ତେନ୍ତୁଳିଗୁମା ର ମାଓବାଦୀ ଙ୍କ ଅଡ୍ଡାସ୍ଥଳୀ ଦଳଦଳୀ…

୭୪ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କଲେ ବିଧାୟକ

Posted by - December 20, 2021 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ପଞ୍ଚାୟତ ଠାରେ ମୁଖ୍ୟ ଅତିଥି ଭାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇ…

ଖଣ୍ଡିଡଙ୍ଗରିଗୁଡା ଜଙ୍ଗଲରେ ନିଆଁ, ବିପଦରେ ବନ୍ୟପ୍ରାଣୀ

Posted by - April 24, 2022 0
କଳାହାଣ୍ଡି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ଚିନ୍ତାର କାରଣ ପାଲଟିଛି ଜଙ୍ଗଳ ନିଆଁ। ମୂଲ୍ୟବାନ ବୃକ୍ଷ ପୋଡି ପାଉଁଶ…