କଂଗ୍ରେସ ଭବନରେ ଇନ୍ଦିରା ଗାନ୍ଧୀ ଙ୍କ ତିରୋଧାନ ଦିବସ ପାଳିତ

29 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ତିରୋଧାନ ଦିବସ ସୋମବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ ସଭାପତି ଘନଶ୍ୟାମ ଜାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ କର୍ମକର୍ତ୍ତା ମାନେ ଇନ୍ଦିରା ଗାନ୍ଧୀଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ।

ଏହି ଅଵସରରେ ବରିଷ୍ଠ କଂଗ୍ରେସ ନେତା ନିମାଇଁ ଧଙ୍ଗଡା ମାଝୀ, ପୁରୁଷୋତ୍ତମ ଦାସ ଗୁପ୍ତା, ତ୍ରିଭୂବନ ନାଏକ, କେଶବ ନାଏକ, ମାର୍କଣ୍ଡ ବେମାଲ, ରାଜେନ୍ଦ୍ର ନାଏକ, ମହେନ୍ଦ୍ର ଧରୁଆ, କାମଦେବ ଧଙ୍ଗଡା ମାଝୀ , ଅଭିମନ୍ୟୁ ପଟ୍ଟନାୟକ, କମଳ ଲୋଚନ ନାଏକ, ହୀରାଲାଲ ମାଝୀ, ହେମନ୍ତ ବାଗ, ବ୍ରଜବନ୍ଧୁ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Related Post

ରାଣିପଥର ଘାଟିରେ କାର୍ ଦୁର୍ଘଟଣା, ଶିକ୍ଷୟତ୍ରୀ ଗୁରୁତର

Posted by - July 15, 2021 0
ବୌଦ୍ଧ୧୫/୭( ଚିତ୍ତରଂଜନ ସିଂ) ଚାରିଛକ- ଫୁଲବାଣି ରାସ୍ତାର ରାଣିପଥର ଘାଟି ନିକଟରେ ଆଜି ଭୋର୍ ସକାଳୁ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଶିକ୍ଷୟତ୍ରୀ ଗୁରୁତର…

କୁର୍ମୀ କ୍ଷେତ୍ରୀୟ ଜାତୀୟ ସ୍ତରର ମହା ଅଧିବେଶନ ରେ କଳାହାଣ୍ଡି ଜିଲ୍ଲା ର ପ୍ରତିନିଧିତ୍ଵ

Posted by - October 16, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଉତ୍ତର ପ୍ରଦେଶ ମିର୍ଜା ପୁର ଜିଲ୍ଲା ଅନ୍ତର୍ଗତ ଚୁନାର୍ ସହର ଠାରେ କୁର୍ମୀ କ୍ଷେତ୍ରୀୟ ଜାତୀୟ ମହିଳା ମହା ଅଧିବେଶନ…

ସିନର୍ଜି ଆନ୍ତର୍ଜାତୀୟ ସ୍କୁଲ ରେ କ୍ରୀଡା ପ୍ରତିଯୋଗିତା ର ଉଦଯାପନୀ ଉତ୍ସବ

Posted by - November 19, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭୋଇଗୁଡ଼ା ସ୍ଥିତ ସିନର୍ଜି ଅନ୍ତର୍ଜାତୀୟ ସ୍କୁଲରେ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ…

ପଦ୍ମପୁର ମହାଲକ୍ଷ୍ମୀ ପୂଜାପାଇଁ ମାଟିପୂଜନ

Posted by - September 9, 2019 0
କେନ୍ଦୁଝର,୮/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ର ପ୍ରସିଦ୍ଧ ମହାଲକ୍ଷ୍ମୀପୂଜା ଉପଖଣ୍ତ ତଥା ଆଖପାଖ ନୂଆଗାଁ,ଗୋବର୍ଦ୍ଧନ,ଶଙ୍କିରୀ,ବାଉରୀପଦା,ମହାଦେଇଯୋଡ଼ା, ବରଦାପାଳ,୬ଟି ପଞ୍ଚାୟତର ଲୋକମାନେ ଏହିପୂଜାବେଶ ଧୁମ୍ ଧାମ୍…

ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Posted by - October 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିଂଝାରପୁର ବ୍ଲକ କାର୍ଯ୍ୟଳୟରେ  ଥିବା ସମ୍ମିଳନୀ କକ୍ଷରେ ମନରେଗା, ଜାତୀୟ ସାମାଜିକ ସହାୟତା ଓ ପଞ୍ଚଦଶ ଅର୍ଥ ଆୟୋଗର ବ୍ଲକ ସ୍ତରୀୟ…