ପୁରୁଣାକଟକ ଠାରେ ମାଁ ଭୈରବୀଙ୍କ ଷୋଳପୂଜା ଆରମ୍ଭ

33 0

ବୌଦ୍ଧ: (ଚିତ୍ତ ରଞ୍ଜନ ସିଂ) ବୋୖଦ୍ଧ ଜ଼ୀଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣା କଟକ ସ୍ଥିତ ମାଁ ଭୈରବୀ ଙ୍କ ପୀଠ ରେ ଆରମ୍ଭ ହୋଇଛି ଷୋଳପୂଜା ।ଶନିବାର ମାଁ ଙ୍କ ପାଟଖଣ୍ଡା ଓ ବିଜୟ ପ୍ରତିମାକୁ ନେଇ ପୁରୁଣା କଟକ ସହର ପରିକ୍ରମା କରାଯାଇଥିଲା । ଅଞ୍ଚଳର ସହ ସହ ଭକ୍ତଙ୍କ ଗହଣରେ ଢୋଲ, ନିଶାନ, ମହୁରୀ,ଘଣ୍ଟଘଣ୍ଟି,ହରିବୋଲ,ହୁଲହୁଲି ଦେଇ ବିରାଟ ପଟୁଆର ସହ ମାଁଙ୍କ ମନ୍ଦିର କୁ ପହଞ୍ଚି ଥିଲେ ।ଶକ୍ତି ପୀଠ ରେ ୧୬ ଦିନ ଧରି ମାଁଙ୍କ ଗୁପ୍ତ ପୂଜା ନୀତି କାନ୍ତି ଅନୁସାରେ କରାଯାଇଥାଏ ।ଏହି ୧୬ ଦିନ ମନ୍ଦିର ଦର୍ଶନ ସହ ଭକ୍ତ ଙ୍କ ଚଳପ୍ରଚଳ ବନ୍ଦ ରହିଥାଏ ରାତିର ପ୍ରଥମ ପ୍ରହର ରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମାଁ ଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ମାଁ ଙ୍କ ପାଟଖଣ୍ଡା ଓ ବିଜୟ ପ୍ରତିମା ଯାତ୍ରାରେ ମନ୍ଦିର କମିଟି ର ସଭାପତି ଙ୍କ ସହ କମିଟି ର ସମସ୍ତ ସସଦସ୍ୟ ଓ ଅଞ୍ଚଳର ବହୁ ଭକ୍ତ ଯୋଗ ଦେଇଥିଲେ ।

Related Post

ବୌଦ୍ଧ ଜିଲ୍ଲା ରେ ପୁଣି ୫୪ଏକର ସରକାରୀ ଜମିରୁ ୫କୋଟି ୪୦ଲକ୍ଷ୍ୟ ଟଙ୍କାର ଗଂଜେଇ ନଷ୍ଟ

Posted by - January 26, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ସଦର ବ୍ଲକ ଡ଼ିମିରିଖୋଲ ଜଙ୍ଗଲ ରୁ ଆଜି ପୁଣି ୫ କୋଟି ୪୦ ଲକ୍ଷ୍ୟ ଟଙ୍କା ର ଗଞ୍ଜେଇ ଗଛ…

ରୁପେଶ ମଲରୁ ଲକ୍ଷାଧିକ ଟଙ୍କାର କପଡା ଓ ଟଙ୍କା ଚୋରି, ପୋଲିସର ତଦନ୍ତ ଜାରି

Posted by - July 9, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚୋରି ଡକାୟତି କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି। ଖୋଦ୍ ସଦର ମହକୁମା ଠାରୁ…

ମଦ ସହ ପୋଚ ଜବତ,୨ ଗିରଫ

Posted by - July 10, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ନବରଙ୍ଗପୁର ଅବକାରୀ ବିଭାଗ ତରଫରୁ ନବରଙ୍ଗପୁର ଥାନା ଅଞ୍ଚଳ ରେ ଚଡାଉ କରାଯାଇଛି. ମଦ ଓ ପୋଚ ଜବତ ହୋଇଛି. ୨…

ବୁଣାକାର ମାନଙ୍କ ଦ୍ଵାରା ଉପ- ନିର୍ଦ୍ଦେଶକ ବିୟନଶିଳ୍ପ କାର୍ଯ୍ୟାଳୟ ଘେରାଉ

Posted by - July 8, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ମାନଙ୍କ ବିଭିନ୍ନ ସମସ୍ୟା ଏବଂ ଜିଲ୍ଲା ଉପ-ନିର୍ଦ୍ଦେଶକ କାର୍ଯ୍ୟାଳୟରେ ବୁଣାକାରମାନଙ୍କୁ ସହାୟତା ପ୍ରଦାନରେ ଦୁର୍ନିତି ପ୍ରତିବାଦରେ ବୁଣାକାର…