କେସିଙ୍ଗା:(ପୀତେଶ ପଟେଲ)କେସିଙ୍ଗା ସହର ମୁଖ୍ୟ ଜାତୀୟରାଜପଥ NH-୨୬ ଉପରେ ବଢିଚାଲି ଥିବା ଦୁର୍ଘଟଣା,ଟ୍ରାଫିକ ସମସ୍ଯା,ସହରରେ ଚୋରି, ବିଭିନ୍ନ ବେଆଇନ କାରବାର, ଦୃତଗତି ରେ ଚଲାଉଥିବା ଦୁଇ ଚକିଆ ଏବଂ ଅନ୍ଯ ଯାନବାହାନ ଉପରେ ରୋକ ଲଗାଇବା ପାଇଁ ଆଜି ସମସ୍ତ କାଉନସିଲର ଏବଂ ଅଧ୍ଯକ୍ଷ ନୂର୍ପରାଜ ଯାଦବ, ଉପାଧ୍ୟକ୍ଷା କେସିଙ୍ଗା ଥାନା ଆଇଆଇସି ସତ୍ଯ ନନ୍ଦ ତଥା ପୋଲିସ SDPO ଶ୍ରୀ ଅଭିନବ ସଙ୍କର (IPS) ଙ୍କ ସହ ଏକ ସାକ୍ଷାତ କରି ଉକ୍ତ ସମସ୍ତ ସମସ୍ୟା ପ୍ରତି ଉଚିତ ପଦକ୍ଷେପ ନେବା ଓ କେସିଙ୍ଗା ରୁ ଅପରାଧ କୁ ରୋକିବା ପାଇଁ କେସିଙ୍ଗାର ମୁଖ୍ୟ ସ୍ଥାନ ଗୁଡିକ ରେ ସିସଟିଭି କାମେରା ଲଗାଇବା ପାଇଁ ଆଲୋଚନା କରାଗଲା।