ବୌଦ୍ଧ: (ଚିତ୍ତ ରଂଜନ ସିଂ )ହରଭଙ୍ଗା ଚାରିଛକ ରାସ୍ତାର ଛତ୍ରଙ୍ଗ ଠାରେ ଏକ ପିକପ ଭ୍ୟାନ୍ ଭାରସାମ୍ୟ ହରାଇ ଅଲଟି ପଡିଛି ଫଳରେ ଘଟଣା ସ୍ଥଳରୁ ଚାଳକ ଫେରାର ହେଇଯାଇଛନ୍ତି।ପ୍ରକାଶ ଥାଉକି OR 12A 2078 ପିକପ୍ ହରଭଙ୍ଗା ରୁ ଚାରିଛକ ଅଭିମୁଖେ ଯାଉଥିବା ସମୟରେ ଛତ୍ରଙ୍ଗ ଠାରେ ଏକ ଇଲେକ୍ଟ୍ରି ପୋଲ କୁ ଧୋକା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ଏଥିରେ କେହି ଗୁରୁତର ହୋଇନଥିବା ସୂଚନା ମିଳିଛି।
