ଯାଜପୁର ରୋଡ୍‌ରେ ୫ କିଗ୍ରା ଗଞ୍ଜେଇ ଜବତ

872 0

ଯାଜପୁର ରୋଡ,୨୯।୭(ନି.ପ୍ର.): ଯାଜପୁର ରୋଡ ପୋଲିସ ସୋମବାର ସ୍ଥାନୀୟ ଗୋପବନ୍ଧୁ ଛକରେ ଥିବା ଏକ ପାନ ଦେକାନ ଉପରେ ଚଢ଼ାଉ କରି ୫ କିଗ୍ରା ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ଭଟିଆ ଗାଁର ସନାତନ ମାଝୀ ଓ ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ଗ୍ରାମର ବସନ୍ତ ବେହେରା। ସନାତନଙ୍କ ପାନ ଦେକାନରେ ଗଞ୍ଜେଇ ବିକ୍ରି ହେଉଥିବା ନେଇ ପୋଲିସ ଖବର ପାଇଥିଲା। ପରେ ଥାନାଧିକାରୀ ଅନିଲ୍‌ କୁମାର ମହାନ୍ତି ଓ ଏସ୍‌ଆଇ ପବିତ୍ର ମହାରଣା ଚଢ଼ାଉ କରି ଗଞ୍ଜେଇ ଜବତ କରିଛନ୍ତି।

Related Post

ନାବାଳିକା ମୃତ୍ୟୁକୁ ଧର୍ଷଣ ଓ ହତ୍ୟା ଅଭିଯୋଗ କରି ନ୍ୟାୟ ନପାଇ ପରିବାର ଲୋକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ

Posted by - July 15, 2021 0
ସୋନପୁର:(ଅଜିତ କୁମାର ପୁଝାରୀ )ନାବାଳିକା ମୃତ୍ୟୁକୁ ଧର୍ଷଣ ଓ ହତ୍ୟା ଅଭିଯୋଗ କରି ଦୁଇମାସ ହେଲା ନ୍ୟାୟ ନ ପାଇ ପରିବାର ଲୋକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ…

କାର୍ଯ୍ୟରେ ଅବହେଳା ଯୋଗୁ ରାଜସ୍ୱ ନିରୀକ୍ଷକ ନିଲମ୍ବିତ

Posted by - September 4, 2020 0
ଯାଜପୁର ଅଫିସ:ଦଶରଥପୁର ତହସିଲର ରାଜସ୍ୱ ନିରୀକ୍ଷକ ଅଶୋକ କୁମାର ପ୍ରଧାନଙ୍କୁ ଯାଜପୁର ଜିଲ୍ଲାପାଳ ଆଜି ନିଲମ୍ବନ କରିଛନ୍ତି । ଏହି ରାଜସ୍ୱ ନିରୀକ୍ଷକ ବନ୍ୟାପ୍ରଭାବିତ ଲୋକମାନଙ୍କର ଅସୁବିଧା…

ଶିକ୍ଷକଙ୍କ ହତ୍ୟାକାରୀ ପାଗଳ ନଥିଲା :ମୃତକ ଙ୍କ ସ୍ତ୍ରୀ

Posted by - December 28, 2021 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ତୁରେଇ ଘାଟି ଗ୍ରାମରେ ଗତ ୨୪ ତାରିଖ ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…

ଜାଲ ନୋଟ କାରବାର ଘଟଣାରେ ଟିଟିଲାଗଡ ପୋଲିସର ଚଢାଉ, ଚାରି ଜଣ ଗିରଫ, କରାଗଲା କୋର୍ଟ ଚାଲାଣ

Posted by - May 2, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଅଞ୍ଚଳରେ ଗୋଟିଏ ଜାଲ ନୋଟ କାରବାରର ଖବର ପାଇ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ଏଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାର ଥାନାଧିକାରୀ…

Leave a comment

Your email address will not be published.