Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ଯାଜପୁର ରୋଡ୍‌ରେ ୫ କିଗ୍ରା ଗଞ୍ଜେଇ ଜବତ

796 0

ଯାଜପୁର ରୋଡ,୨୯।୭(ନି.ପ୍ର.): ଯାଜପୁର ରୋଡ ପୋଲିସ ସୋମବାର ସ୍ଥାନୀୟ ଗୋପବନ୍ଧୁ ଛକରେ ଥିବା ଏକ ପାନ ଦେକାନ ଉପରେ ଚଢ଼ାଉ କରି ୫ କିଗ୍ରା ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ଭଟିଆ ଗାଁର ସନାତନ ମାଝୀ ଓ ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ଗ୍ରାମର ବସନ୍ତ ବେହେରା। ସନାତନଙ୍କ ପାନ ଦେକାନରେ ଗଞ୍ଜେଇ ବିକ୍ରି ହେଉଥିବା ନେଇ ପୋଲିସ ଖବର ପାଇଥିଲା। ପରେ ଥାନାଧିକାରୀ ଅନିଲ୍‌ କୁମାର ମହାନ୍ତି ଓ ଏସ୍‌ଆଇ ପବିତ୍ର ମହାରଣା ଚଢ଼ାଉ କରି ଗଞ୍ଜେଇ ଜବତ କରିଛନ୍ତି।

Related Post

ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର

Posted by - April 3, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବୈରୀ ପୋଲିସ୍ ଟ୍ରେନିଂ କ୍ୟାମ୍ପ ନିକଟ ଖୋଲା ପଡିଆରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଯୁବକଙ୍କ…

କେସିଙ୍ଗା ଅଞ୍ଚଳରେ ଦିନ କୁ ଦିନ ବଢିବାରେ ଲାଗିଛି ଲୁହା ଚୋରୀ ଘଟଣା

Posted by - October 2, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ଲୁହା ଚୋରୀ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । କେସିଙ୍ଗା ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି…

ଜମି ବାଡ଼ି କୁନେଇ ମରଣlତ୍ମକ ଆକ୍ରାମଣ, ଅଭିଯୋଗକୁ ଭିତ୍ତି କରି ପୋଲିସର ଚାଲିଛି ତଦନ୍ତ.

Posted by - December 31, 2021 0
ବୌଦ୍ଧ :(ଚିତରଞ୍ଜନ ସିଂ)ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ ରେ ଆଜି ଜମିବାଡ଼ି କୁନେଇ ମରଣlତ୍ମକ ଆକ୍ରମଣ ହୋଇଛି!ଏହାକୁ ନେଇ ଦୁଇ ଅଭିଯୋଗ କରି ହରଭଙ୍ଗା ଥାନାରେ ଅଭିଯୋଗ…

ଗାଡ଼ି ସହ ୨୩କିଲୋଗ୍ରାମ ଗଂଜେଇ ଜବତ୍, ମାଫିଆ ଚମ୍ପଟ

Posted by - June 27, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ଗତକାଲି ବିଳମ୍ବିତ ରାତିରେ ବାଉଁଶୁଣୀ ଥାନା ହରିପୁର ଗ୍ରାମ ନିକଟରୁ ଗୋଟିଏ କାରରେ 23 କିଲୋଗ୍ରାମ ଗଂଜେଇ ଚାଲାଣ ହେଉଥିବା ସମୟରେ ବାଉଁଶୁଣୀ…

Leave a comment

Your email address will not be published.