ଜିତିଥିବା ପ୍ରାର୍ଥୀ ଙ୍କ ତାଲିକା

900 0

ରାଜନଗରରେ ବିଜେଡିରୁ ଧ୍ରୁବ ସାହୁ

ଅନୁଗୋଳରେ ବିଜେଡିରୁ ରଜନୀକାନ୍ତ ସିଂହ

ଆସିକାରେ ବିଜେଡିରୁ ମଂଜୁଳା ସ୍ୱାଇଁ

ଆଠଗଡ଼ରେ ବିଜେଡିରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଆଠମଲ୍ଲିକରେ ବିଜେଡିରୁ ରମେଶ ସାଏ

ଅତାବିରାରେ ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ବିଜୟୀ

ଆଳିରେ ବିଜେଡିରୁ ପ୍ରତାପ ଦେବ ବିଜୟୀ

ବଡ଼ସାହିରେ ବିଜେପିରୁ ସନାତନ ବିଜୁଳି ବିଜୟୀ

ବାଲେଶ୍ୱରରେ ବିଜେପିରୁ ମଦନ ମୋହନ ଦତ୍ତ ବିଜୟୀ

ବାଲିଗୁଡ଼ାରେ ବିଜେଡିରୁ ଚକ୍ରମଣି କହଁର ବିଜୟୀ

ବାଙ୍ଗିରିପୋଷିରେ ବିଜେଡିରୁ ସୁଦାମ ମାରାଣ୍ଡି ବିଜୟୀ

ବାଙ୍କୀରେ ବିଜେଡିରୁ ଦେବୀରଂଜନ ତ୍ରିପାଠୀ ବିଜୟୀ

ବାରବାଟୀ-କଟକରେ କଂଗ୍ରେସରୁ ମହମ୍ମଦ ମୋକିମ ବିଜୟୀ

ବଡ଼ଚଣାରେ ବିଜେଡିରୁ ଅମର ପ୍ରସାଦ ଶତପଥୀ ବିଜୟୀ

ବରଗଡ଼ରେ ବିଜେଡିରୁ ଦେବେଶ ଆଚାର୍ଯ୍ୟ ବିଜୟୀ

ବରୀରେ ବିଜେଡିରୁ ସୁନନ୍ଦା ଦାସ ବିଜୟୀ

ବାରିପଦାରେ ବିଜେପିର ପ୍ରକାଶ ସୋରେନ ବିଜୟୀ

ବାସୁଦେବପୁରରେ ବିଜେଡିରୁ ବିଷ୍ଣୁବ୍ରତ ରାଉତରାୟ ବିଜୟୀ

ବେଗୁନିଆରେ ବିଜେଡିରୁ ରାଜେନ୍ଦ୍ର ସାହୁ ବିଜୟୀ

ଭଦ୍ରକରେ ବିଜେଡିରୁ ସଂଜୀବ ମଲ୍ଲିକ ବିଜୟୀ

ଭଣ୍ଡାରିପୋଖରୀରେ ବିଜେଡିରୁ ପ୍ରଫୁଲ୍ଲ ସାମଲ ବିଜୟୀ

ଭଞ୍ଜନଗରରେ ବିଜେଡିରୁ ବିକ୍ରମ ଆରୁଖ ବିଜୟୀ

ଭଟଲୀରେ ବିଜେଡିରୁ ସୁଶାନ୍ତ ସିଂହ ବିଜୟୀ

ଭବାନୀପାଟଣାରେ ବିଜେପିରୁ ପ୍ରଦୀପ୍ତ ନାୟକ ବିଜୟୀ

ଭୁବନେଶ୍ୱର ମଧ୍ୟ ବିଜେଡିରୁ ଅନନ୍ତ ନାରାୟଣ ଜେନା ବିଜୟୀ

ଭୁବନେଶ୍ୱର ନର୍ଥରେ ବିଜେଡିରୁ ସୁଶାନ୍ତ ରାଉତ ବିଜୟୀ

ବିଜେପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ

ବିଞ୍ଝାରପୁରରେ ବିଜେଡିରୁ ପ୍ରମିଳା ମଲ୍ଲିକ ବିଜୟୀ

ବିରମିତ୍ରପୁରରେ ବିଜେଡିରୁ ଶଙ୍କର ଓରାମ ବିଜୟୀ

ବୀରମହାରାଜପୁରରେ ବିଜେଡିରୁ ପଦ୍ମନାଭ ବେହେରା ବିଜୟୀ

ବିଷମକଟକରେ ବିଜେଡିରୁ ଜଗନ୍ନାଥ ସାରକା ବିଜୟୀ

ବଲାଙ୍ଗିରରେ କଂଗ୍ରେସରୁ ନରସିଂହ ମିଶ୍ର ବିଜୟୀ

ବୌଦ୍ଧରେ ବିଜେଡିରୁ ପ୍ରଦୀପ ଅମାତ ବିଜୟୀ

ବ୍ରହ୍ମଗିରିରେ ବିଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜୟୀ

ବ୍ରହ୍ମପୁରରେ ବିଜେଡିରୁ ବିକ୍ରମ ପଣ୍ଡା ବିଜୟୀ

ବ୍ରଜରାଜନଗରରେ ବିଜେଡିରୁ କିଶୋର ମହାନ୍ତି ବିଜୟୀ

ଚମ୍ପୁଆରେ ବିଜେଡିରୁ ମିନାକ୍ଷୀ ମହାନ୍ତ ବିଜୟୀ

ଚାନ୍ଦବାଲିରେ ବିଜେଡିରୁ ବ୍ୟମୋକେଶ ରାୟ ବିଜୟୀ

ଛତ୍ରପୁରରେ ବିଜେଡିରୁ ସୁବାସ ବେହେରା ବିଜୟୀ

ଛେଣ୍ଡିପଦାରେ ବିଜେଡିରୁ ସୁଶାନ୍ତ ବେହେରା ବିଜୟୀ

ଚିକିଟିରେ ବିଜେଡିରୁ ଉଷା ଦେବୀ ବିଜୟୀ

ଚିଲିକାରେ ବିଜେଡିରୁ ପ୍ରଶାନ୍ତ ଜଗଦେବ ବିଜୟୀ

ଚିତ୍ରକୋଣ୍ଡାରେ ବିଜେଡିରୁ ପୂର୍ଣ୍ଣଚନ୍ଦ୍ର ବାକା ବିଜୟୀ

ଚୌଦ୍ୱାର-କଟକରେ ବିଜେଡିରୁ ସୌଭିକ ବିଶ୍ୱାଳ ବିଜୟୀ

କଟକ ସଦରରେ ବିଜେଡିରୁ ଚନ୍ଦ୍ରସାରଥୀ ବେହେରା ବିଜୟୀ

ଡାବୁଗାଁରେ ବିଜେଡିରୁ ମନୋହର ରନ୍ଧାରୀ ବିଜୟୀ

ଦଶପଲ୍ଲାରେ ବିଜେଡିରୁ ରମେଶ ବେହେରା ବିଜୟୀ

ଦେବଗଡ଼ରେ ବିଜେପିରୁ ସୁବାସ ପାଣିଗ୍ରାହୀ ବିଜୟୀ

ଧର୍ମଗଡ଼ରେ ବିଜେଡିରୁ ମହୋଷଧୀ ବାଗ ବିଜୟୀ

ଢେଙ୍କାନାଳରେ ବିଜେଡିର ସୁଧିର ସାମଲ ବିଜୟୀ

ଦିଗପହଣ୍ଡିରୁ ବିଜେଡିର ସୂର୍ଯ୍ୟ ପାତ୍ର ବିଜୟୀ

ଏକାମ୍ର-ଭୁବନେଶ୍ୱରରେ ବିଜେଡିରୁ ଅଶୋକ ପଣ୍ଡା ବିଜୟୀ

ଜି.ଉଦୟଗିରିରେ ବିଜେଡିରୁ ସାଲୁଗା ପ୍ରଧାନ ବିଜୟୀ

ଘଷିପୁରାରେ ବିଜେଡିରୁ ବଦ୍ରି ନାରାୟଣ ପାତ୍ର ବିଜୟୀ

ଗୋପାଳପୁରରେ ବିଜେଡିରୁ ପ୍ରଦୀପ ପାଣିଗ୍ରାହୀ ବିଜୟୀ

ଗୁଣପୁରରେ ବିଜେଡିରୁ ରଘୁନାଥ ଗମାଙ୍ଗ ବିଜୟୀ

ହିଞ୍ଜିଳିରେ ବିଜେଡିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ

ହିନ୍ଦୋଳରେ ବିଜେଡିରୁ ସୀମାରାଣୀ ନାୟକ ବିଜୟୀ

ଜଗତସିଂହପୁରରୁ ବିଜେଡିର ପ୍ରଶାନ୍ତ ମୁଦୁଲି ବିଜୟୀ

ଯାଜପୁରରେ ବିଜେଡିର ପ୍ରଣବ ପ୍ରକାଶ ଦାସ ବିଜୟୀ

ଜଳେଶ୍ୱରରେ ବିଜେଡିର ଅଶ୍ୱିନୀ ପାତ୍ର ବିଜୟୀ

ଜଟଣୀରେ କଂଗ୍ରେସର ସୁରେଶ ରାଉତରାୟ ବିଜୟୀ

ଜୟଦେବରେ ବିଜେଡିର ଅରବିନ୍ଦ ଢାଲି ବିଜୟୀ

Related Post

ରାଇପୁର ଠାରେ ନେହେରୁ ଯୁବ କେନ୍ଦ୍ରର ପ୍ରତିଷ୍ଠା ଦିବସ ଏବଂ ଶିଶୁ ଦିବସ ପାଳନ

Posted by - November 15, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ନେହେରୁ ଯୁବକେନ୍ଦ୍ରର ୪୯ତମ ପ୍ରତିଷ୍ଠା ଦିବସ ରାଇପୁର ଠାରେ ପାଳନ କରାଯାଇଛି। ମା ମାଉଳି ଯୁବକ ସଂଘ ଏବଂ ଏଲ କେ ବି କେ…

ଭାରତୀୟ ସ୍ପ୍ରିଣ୍ଟର ଦୁତୀ ଚାନ୍ଦଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ

Posted by - August 29, 2020 0
ଭୁବନେଶ୍ୱର: ଭାରତ ସ୍ପ୍ରିଣ୍ଟର ଦୁତୀ ଚାନ୍ଦ ଙ୍କୁ  ଆଜି ୨୦୨୦ ବର୍ଷ ପାଇଁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।ଜାତୀୟ କ୍ରୀଡା ଦିବସ ଅବସରରେ ସେ ଏକ…

ବାଉଁଶ ଚାରା ରୋପଣରେ ମହାଦୁର୍ନୀତି

Posted by - May 22, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)  ସବୁଜ ବନାନୀ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରତିବର୍ଷ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ…

ସମସ୍ତେ ମାନନ୍ତୁ କୋଭିଡ୍ ନିୟମ : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ

Posted by - April 29, 2021 0
ଭୁବନେଶ୍ବର :କରୋନା କଟକଣା ପାଳନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ସଚେତନତା ସୃଷ୍ଟି କରାଯାଉଛି। ମାସ୍କ ପିନ୍ଧନ୍ତୁ…

Leave a comment

Your email address will not be published.