ଶ୍ରୀରାମ ସଚେତନତା ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ ।

926 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ବିରଜା କଲ୍ୟାଣ ମଣ୍ଡପ ପରିସରରେ ଶ୍ରୀରାମ ସେବା ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୧ତାରିଖରେ ଶ୍ରୀରାମ ସଚେତନତା ଶୋଭାଯାତ୍ରାରେ ୬ଶହରୁ ଉଦ୍ଧ୍ୱର୍ ଯୁବକ ମାନେ ଶ୍ରୀଜଗନାଥ ମନ୍ଦିରରୁ ବାହାରି ତ୍ରିଲୋଚନେଶ୍ୱର ମନ୍ଦିରରେ ସମାପନ ହେବାର କାର୍ଯ୍ୟକ୍ରମ ରହିଛି । ସମଗ୍ର ଯୁବ ସମାଜକୁ ଆଧ୍ୟାତ୍ମିକତା ସହ ଯୋଡ଼ିବା ସହ ନଗ୍ନ ଆଧୁନିକତା ଠାରୁ ଦୂରରେ ରହି ନିଜକୁ ହିନ୍ଦୁତ୍ୱ ସହ ଯୋଡ଼ି ରଖିବା ଏହି ଶୋଭାଯାତ୍ରାର ମୂଳଲକ୍ଷ୍ୟ ବୋଲି ସେବାସଂଘର ସଭାପତି ମୃତ୍ୟୁଞ୍ଜୟ ପଟ୍ଟନାୟକ ସୂଚନା ଦେଇଥିଲେ ।

Related Post

ଜଙ୍ଗଲ ସଂରକ୍ଷଣ ନିୟମ -୨୦୨୨ର ପ୍ରତ୍ୟାହାର ଦାବିରେ ଗଣ ବିକ୍ଷୋଭ

Posted by - November 13, 2022 0
ରାୟଗଡା : (ରାମାକାନ୍ତ ପୋଢଳ ) କେନ୍ଦ୍ର ସରକାରଙ୍କ ଜଙ୍ଗଲ ସଂରକ୍ଷଣ ନିୟମାବଳୀ -୨୦୨୨କୁ ଆଦିବାସୀ ବିରୋଧୀ ଓ କର୍ପୋରେଟ୍ ସପକ୍ଷବାଦୀ ବୋଲି କହି ତାର ପ୍ରତ୍ୟାହାର…

ସୋମନାଥଙ୍କ ପୀଠରେ ଏକାଠିହେଲେ ସୋମନାଥପ୍ରେମୀ ଭକ୍ତ

Posted by - August 2, 2022 0
ବାରଙ୍ଗ:ରାଜଧାନୀ ଉପକଣ୍ଠ ଢାଉଆ ଗ୍ରାମରେ ଅବସ୍ଥାପିତ ସୋମନାଥମନ୍ଦିର ପରିସରରେ ଶ୍ରାବଣମାସର ତୃତୀୟପାଳୀ ସୋମବାରରେ ଏକାଠି ହୋଇଥିଲେ ସୋମନାଥପ୍ରେମୀ ଭକ୍ତ । ଆଧ୍ୟାତ୍ମିକ ଅନୁଷ୍ଠାନ ବାବା ସୋମନାଥ ସେନାର…

କମଲପୁର ମାହେଶ୍ୱରୀ ବିହାର ଠାରେ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ

Posted by - November 3, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଂଚାୟତ ଅନ୍ତର୍ଗତ କମଲପୁର ମାହେଶ୍ୱରୀ ବିହାର ଠାରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା…

Leave a comment

Your email address will not be published.