ଭବାନୀପାଟଣା ୨|୪ : ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଳାହାଣ୍ଡି ଭବାନୀପାଟଣାର ରାଧାକୃଷ୍ଣନଗରରେ ବିଜୟ ସଙ୍କଳ୍ପ ସଭାରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ । ମା ମାଣିକେଶ୍ବରୀଙ୍କୁ ପ୍ରଣାମ କରି ଅଭିଭାଷଣ ଆରମ୍ଭ କଲେ ମୋଦି । ୫ବର୍ଷରେ ଦିନେ ବି ଛୁଟି ନେଇନାହାନ୍ତି କହିଲେ ମୋଦି ।ସଂକଳ୍ପ ସଭାରେ ଉଦ୍ବୋଧନ ଦେବା ପୂର୍ବରୁ ପ୍ରଥମେ ସମ୍ବଲପୁରୀ ଭାଷାରେ ସମସ୍ତଙ୍କୁ ଜୁହାର ବୋଲି କହିଥିଲେ। ତାସହିତ ‘ଆପଣମାନେ କେନ୍ତା ଅଛନ୍’ ବୋଲି ପ୍ରଶ୍ନ କରିଥିଲେ।
ଓଡ଼ିଶାର ୮ ଲକ୍ଷ ଗରିବ ପରିବାରଙ୍କୁ କେନ୍ଦ୍ର ସରକାର ଘର ଯୋଗଇ ଦେଇଛନ୍ତି ବୋଲି ସେ କହିଛନ୍ତି। ଠିକ୍ ସେହିପରି ଓଡ଼ିଶା୨୬ ଲକ୍ଷ ଘରେ କେନ୍ଦ୍ର ସରକାର ବିଦ୍ୟୁତ୍ ସଂଯୋଗ କରିଛନ୍ତି। ଗରିବ ଲୋକଙ୍କ ଘରେ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ୍ର ସଂଯୋଗ ମଧ୍ୟ କରିଛନ୍ତି କେନ୍ଦ୍ର ସରକାର। ଯାହା ଗତ ୭୦ ବର୍ଷ ମଧ୍ୟ ସମ୍ଭବ ହୋଇନଥିଲା ତାହା ଗତ ୫ ବର୍ଷ ମଧ୍ୟରେ ସମ୍ଭବ ହୋଇଛି। ଏହାର ଶ୍ରେୟ ଭଗବାନ ଜଗନ୍ନାଥ ଓ ଜନତାଙ୍କ ଆଶୀର୍ବାଦକୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
Breaking News
Related Post
ଖରଭୁଇଁ କ୍ରସର ଆନ୍ଦୋଳନ ତେଜିଲା, ଆର ଆଇ ଅଫିସ ଘେରିଲେ ଆନ୍ଦୋଳନ କାରୀ
ବୌଦ୍ଧ ୮/୯ ( ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରଭୂଇଁ ଅଞ୍ଚଳରେ ଥିବା କ୍ରସର ମାଲିକ ପ୍ରଶାସନ ସହାୟତାରେ କିଛି ଭଡାଟିଆ ଲୋକଙ୍କୁ…
ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାର ବ୍ଲାକ ମେଲର ପ୍ରଦୀପ ଦାସ ଓରଫ ପିଣ୍ଟୁ ଗିରଫ
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବହୁ ଚର୍ଚ୍ଚିତ ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାର ବ୍ଲାକ ମେଲର ପ୍ରଦୀପ ଦାସ ଓରଫ ପିଣ୍ଟୁ ଗିରଫ । ମଂଗଳପୁର ଥାନା…
କଂଗ୍ରେସ ର ବିଜୟୀ ନେତା
କଂଗ୍ରେସ ବିଧାନସଭା ବିଜୟୀ ପ୍ରାର୍ଥୀ ତାଲିକା ନରସିଂହ ମିଶ୍ର –ବଲାଙ୍ଗିର ସୁର ରାଉତରାୟ- ଜ଼ଟଣୀ ମହମ୍ମଦ ମୋକିମ୍- କଟକ ବାରବାଟୀ ତାରାପ୍ରସାଦ ବାହିନୀପତି- ଜୟପୁର ଅଧିରାଜ ପାଣିଗ୍ରାହୀ…
ବଡ ଖବର
- ଭୁବନେଶ୍ବର ରେ ଟ୍ରାଫିକ୍ ଜାମ୍ ଏକ ନିତିଦିନିଆ ଘଟଣାରେ ପରିଣତ
- ପ୍ରମିଳା ଦେବୀ ସ୍କୁଲରେ ୭୪ ତମ ଗଣତନ୍ତ୍ର ଦିବସ ପାଳିତ
- ଯାଜପୁର ରେ ୭୪ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ,ଦେଖନ୍ତୁ ପୁରା ଭିଡିଓ
- ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସରସ୍ଵତୀ ପୂଜା ଓ ବିଦ୍ୟାରମ୍ଭ ସଂସ୍କାର ଅନୁଷ୍ଠିତ
- ଧର୍ମଗଡ଼ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ
- ସିରିଜ ଦୁର୍ଘଟଣା,୨ ମୃତ ୩ ଗୁରୁତର
- ୭୪ ତମ ଜନରାଜ୍ୟ ଦିବସ ପାଳନ ଅବସରରେ ଦେଶପ୍ରେମ କବିତା ପାଠ ଓ ସାହିତ୍ୟ ସଭା
- ପଡ଼ିଆବାହଲ ଉନ୍ନୀତ ବିଦ୍ୟାଳୟରେ ୭୪ ତମ ସ୍ବାଧିନତା ଦିବସ ଓ ସରସ୍ଵତୀ ପୂଜା ପାଳିତ
- ଟିଟିଲାଗଡ଼ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ
- ୭୪ ତମ ଗଣତନ୍ତ୍ର ଦିବସରେ ୧୧ କିଲୋମିଟର ଲମ୍ବ ତ୍ରିରଙ୍ଗା ଏକ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି