କଳାହାଣ୍ଡି ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

462 0

ଭବାନୀପାଟଣା ୨|୪ : ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଳାହାଣ୍ଡି ଭବାନୀପାଟଣାର ରାଧାକୃଷ୍ଣନଗରରେ ବିଜୟ ସଙ୍କଳ୍ପ ସଭାରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ । ମା ମାଣିକେଶ୍ବରୀଙ୍କୁ ପ୍ରଣାମ କରି ଅଭିଭାଷଣ ଆରମ୍ଭ କଲେ ମୋଦି । ୫ବର୍ଷରେ ଦିନେ ବି ଛୁଟି ନେଇନାହାନ୍ତି କହିଲେ ମୋଦି ।ସଂକଳ୍ପ ସଭାରେ ଉଦ୍‌ବୋଧନ ଦେବା ପୂର୍ବରୁ ପ୍ରଥମେ ସମ୍ବଲପୁରୀ ଭାଷାରେ ସମସ୍ତଙ୍କୁ ଜୁହାର ବୋଲି କହିଥିଲେ। ତାସହିତ ‘ଆପଣମାନେ କେନ୍ତା ଅଛନ୍‌’ ବୋଲି ପ୍ରଶ୍ନ କରିଥିଲେ।

ଓଡ଼ିଶାର ୮ ଲକ୍ଷ ଗରିବ ପରିବାରଙ୍କୁ କେନ୍ଦ୍ର ସରକାର ଘର ଯୋଗଇ ଦେଇଛନ୍ତି ବୋଲି ସେ କହିଛନ୍ତି। ଠିକ୍‌ ସେହିପରି ଓଡ଼ିଶା୨୬ ଲକ୍ଷ ଘରେ କେନ୍ଦ୍ର ସରକାର ବିଦ୍ୟୁତ୍‌ ସଂଯୋଗ କରିଛନ୍ତି। ଗରିବ ଲୋକଙ୍କ ଘରେ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ୍‌ର ସଂଯୋଗ ମଧ୍ୟ କରିଛନ୍ତି କେନ୍ଦ୍ର ସରକାର। ଯାହା ଗତ ୭୦ ବର୍ଷ ମଧ୍ୟ ସମ୍ଭବ ହୋଇନଥିଲା ତାହା ଗତ ୫ ବର୍ଷ ମଧ୍ୟରେ ସମ୍ଭବ ହୋଇଛି। ଏହାର ଶ୍ରେୟ ଭଗବାନ ଜଗନ୍ନାଥ ଓ ଜନତାଙ୍କ ଆଶୀର୍ବାଦକୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

Related Post

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ୨୬ରେ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗଦେବେ

Posted by - August 23, 2019 0
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୫ଦିନ ପାଇଁ  ଦିଲ୍ଲୀ ଗସ୍ତରେ ଯାଉଛନ୍ତି ।  ଆସନ୍ତା ୨୬ ତାରିଖରେ ସ୍ବରାଷ୍ଟ୍ର  ମନ୍ତ୍ରୀ  ଅମିତ ଶାହାଙ୍କ ଅଧ୍ୟକ୍ଷତାରେ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଙ୍କ ଧାରଣା

Posted by - June 20, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପଶ୍ଚିମ ଓଡ଼ିଶାର ୫ ଗୋଟି ଜିଲ୍ଲାର ଛାତ୍ରଛାତ୍ରୀ ଦେଲେ ଧାରଣା । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପଶ୍ଚିମ ଓଡିଶାର ସମସ୍ତ…

ହରଭଙ୍ଗା ବ୍ଲକ ରେ ୨ ଟି ବାଲ୍ୟ ବିବାହ ବନ୍ଦ

Posted by - November 21, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ, ନିରୂପମା ପାଣି,ହରଭଙ୍ଗ।, ସଂଯୋଜିକା, ଚାଇଲଡ଼ ଲାଇନ ବବିନା ନାଏକ, ଅ ଏ…

ଭଜନ କ୍ୟାସେଟ ଯୁଗେଯୁଗେ ସୋମନାଥ ଉନ୍ମୋଚିତ

Posted by - March 10, 2021 0
କଟକ:ମହାଶିବରାତ୍ରି ଉପଲକ୍ଷେ ସତ୍ୟ ସନ୍ଧାନ ୱେବଚ୍ୟାନେଲ ଓ ମା ଯୋଗମାୟା ଟ୍ରାଭେଲ୍ସର ମିଳିର ଉଦ୍ୟମରେ ଯୁଗେଯୁଗେ ସୋମନାଥ ନାମକ ଭାବପୁର୍ଣ ଭଜନ କ୍ୟାସେଟ ରଘୁନାଥପୁର ସତ୍ୟସନ୍ଧାନ କାର୍ଯ୍ୟାଳୟଠାରେ…

ସଞ୍ଜୟ କୁମାର ଦାସ ବର୍ମାଙ୍କ ଖାଦ୍ୟ ସାମଗ୍ରୀ ବଣ୍ଟନ

Posted by - April 27, 2020 0
ପୁରୀ:(ସମୀର ରଞ୍ଜନ ନାୟକ)ପୁରୀ ସଦର ବ୍ଲକ କେରାଣ୍ଡି ପୁର ପଂଚାୟତ ସ୍ଥିତ ଦ୍ରୌପଦୀ ମହିଳା ସମିତି ଦ୍ୱାରା ପରିଚାଳିତ ଓଁ ସାଇ ବଳାଶ୍ରମର ଅନାଥ ପିଲାମାନଙ୍କୁ ରାଜ୍ୟ…

Leave a comment

Your email address will not be published.