ଯାଜପୁର ରେ ଉତ୍କଳ ଦିବସ ପାଳନ ନିମିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

1842 150

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଊତ୍କଳ ଦିବସ ପାଳନ ଊପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲପାଳ ରଂଜନ କୁମାର ଦାସ ଅଧ୍ୟକ୍ଷତା କରି ଊତ୍କଳ ଦିବସ ଆମ ସ୍ୱାଭିମାନ ଓ ଗୈାରବର ପ୍ରତୀକ ବୋଲି କହିବା ସହ ଏହାକୁ ପ୍ରତ୍ୟେକ ଶୃଙ୍ଖଳାର ସହ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତା ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଳ୍ା ସଂସ୍କୃତି ବିଭାଗ ପକ୍ଷରୁ ମାର୍ଚ୍ଚ ୨୪ରେ ସଂସ୍କୃତି ଭବନ ଠାରେ ମୁକ୍ତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଓଡିଆ ବକ୍ତୃତା, ଚିତ୍ରାଂକନ ଓ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତା ଚଳିତମାସ ୨୫ତାରିଖରେ ବୈଷ୍ଣବ ଦତ ଊଚ୍ଚ ବିଦ୍ୟାଳୟ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି ।

Facebook Notice for EU! You need to login to view and post FB Comments!

Related Post

କୋକସରା ବ୍ଲକ ରେ ବାଟବଣା ସରକାରୀ ଯୋଜନା, ଦୁର୍ନୀତି ଓ ପ୍ରଶାସନିକ ଅବହେଳା ମୁଖ୍ୟ କାରଣ ?

Posted by - December 1, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ପ୍ରଶାସନିକ ସ୍ଥାଣୁତା ଓ ଦୁର୍ନୀତି ବିରୁଦ୍ଧରେ ବ୍ଲକ୍ ଅଧ୍ୟକ୍ଷ ପଦକ୍ଷେପ ଯୋଗୁଁ ସରକାର ଙ୍କ ଅନୁଦାନ ବିନିଯୋଗ…

ବିଜେପି ନେତାଙ୍କ ପରିବର୍ତ୍ତନ ଯାତ୍ରା

Posted by - April 15, 2022 0
ସୋନପୁର:(ଅଜିତ କୁମାର ପୂଜାରୀ ) ବିଜେପି ନେତା ବଳଦେବ ବେଦବାକ ତାଙ୍କର ସୁବର୍ଣ୍ଣପୁର ଜିଲ୍ଲା ପରିବର୍ତ୍ତନ ଯାତ୍ରା କରିଛନ୍ତି l ଏନେଇ ଆଜି ବିରାମହାରାଜପୁର ନିର୍ବାଚନ ମଣ୍ଡଳୀର…

ଜହ୍ନାପଡାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ

Posted by - December 1, 2021 0
ବରଗଡ/ଅତାବିରା:ଜିଲ୍ଲାର ବିଭିନ୍ନ ବ୍ଲକରେ ରାଜ୍ୟ ସରକାରଙ୍କ ତରଫରୁ ଜନସାଧାରଣଙ୍କ ହିତରେ ଆଗକୁ ନିର୍ବାଚନ କୁ ଆଖିଆଗରେ ରଖି ଚାଲିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ।ଉଭୟ…

There are 150 comments

  1. Hi there! I know this is kind of off topic but I was wondering if you knew where Icould find a captcha plugin for my comment form? I’m using the same blog platform as yours andI’m having trouble finding one? Thanks a lot!

  2. I like what you guys are up too. This kind of clever work and reporting!Keep up the fantastic works guys I’ve incorporated you guys tomy personal blogroll.

  3. Keep it up!. I usually don’t post in Blogs but your blog forced me to, amazing work.. beautiful A rise in An increase in An increase in.

  4. Thanks for another magnificent post. The place else may just anyone get that type of information in such a perfect approach of writing? I have a presentation next week, and I am on the search for such information.

  5. Greetings, have tried to subscribe to this websites rss feed but I am having a bit of a problem. Can anyone kindly tell me what to do?’

  6. I found your blog through google and I must say, this is probably one of the best well prepared articles I have come across in a long time. I have bookmarked your site for more posts.

  7. I need to to thank you for this very good read!! I absolutely enjoyed every little bit of it. I have you book marked to check out new stuff you postÖ

  8. I just couldn’t leave your website before suggesting that I really enjoyed the usual information an individual supply on your visitors? Is gonna be back often in order to investigate cross-check new posts

  9. Hey There. I found your blog using msn. This is a really well written article.I will be sure to bookmark it and come back to read more of your useful information. Thanks for the post.I will certainly comeback.my blog post :: 미러급 레플리카

  10. However, it is virtually all done with tongues rooted solidly in cheeks, and everyone has absolutely nothing but absolutely love for his or her friendly neighborhood scapegoat. The truth is, he is not just a pushover. He is basically that special variety of person strong enough to take all of that good natured ribbing for exactly what it is.

  11. Surprisingly good post. I really found your primary webpage and additionally wanted to suggest that have essentially enjoyed searching your website blog posts. Whatever the case I’ll always be subscribing to your entire supply and I hope you jot down ever again soon!

  12. Wow that was unusual. I just wrote an really long comment but after I clickedsubmit my comment didn’t appear. Grrrr… well I’m not writing allthat over again. Anyway, just wanted to say excellent blog!

Leave a comment

Your email address will not be published.