Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଆଜି ଠାରୁ ସମଗ୍ର ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି, ମଡେଲ କୋଡ୍‌ ଅଫ୍‌ କଣ୍ଡକ୍ଟ (ଏମ୍‌ସିସି) ଲାଗୁ।

6913 38

ଆଜି ଠାରୁ ସମଗ୍ର ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି, ମଡେଲ କୋଡ୍‌ ଅଫ୍‌ କଣ୍ଡକ୍ଟ (ଏମ୍‌ସିସି) ଲାଗୁ। ଚଳିତ ନିର୍ବାଚନ କାଳରେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କଲେ ଗ୍ରହଣ କରାଯିବ କଠୋର କାର୍ଯ୍ୟାନୁଷ୍ଠାନ।
– ମତ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହେବ ନିର୍ବାଚନ ପ୍ରଚାର। ପ୍ରଚାର କାଳରେ ମାଇକ୍‌ର ବ୍ୟବହାର ରାତି ୧୦ରୁ ସକାଳ୬ ପର୍ଯ୍ୟନ୍ତ ବନ୍ଦ ରହିବ।
– ଚଳିତ ନିର୍ବାଚନରେ ମତ ଗ୍ରହଣ କାଳରେ ପ୍ରତିଟି ଇଭିଏମ୍‌ ସହ ଭିଭିପାଟ୍‌ର ବ୍ୟବହାର କରାଯିବ।
– ଚଳିତ ନିର୍ବାଚନରେ ଇଭିଏମ୍‌ରେ ଦଳୀୟ ଚିହ୍ନ ସହ ପ୍ରାର୍ଥୀଙ୍କ ମୁହଁର ଫଯୋ ମଧ୍ୟ ରହିବ।
– ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସଂପର୍କିତ ସମସ୍ତ ତଥ୍ୟ ପ୍ରାର୍ଥୀପତ୍ରରେ ପ୍ରଦାନ କରିବେ।
– ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କର ସୋସିଆଲ ମିଡିଆରେ ପ୍ରଚାରକୁ ମଧ୍ୟ ଆଦର୍ଶ ନିର୍ବାଚନ ଆଚରଣ ବିଧିର ପରିସର ଭୁକ୍ତ କରାଯିବ।
ମିଳିଥିବା ସୂଚନା ଅନୁସାରେ, ପୂରା ନିର୍ବାଚନ ପ୍ରକ୍ରିୟାର ଭିଡିଓ ଗ୍ରାଫି ମଧ୍ୟ କରାଯିବ । ନିର୍ବାଚନ ନେଇ କୌଣସି ଅଭିଯୋଗ ରହିଥିଲେ ‘୧୯୫୦’କୁ କଲ କରି ଅଭିଯୋଗ କରିପାରିବେ । ଅଭିଯୋଗର ମାତ୍ର ୧୦୦ ଘଣ୍ଟା ମଧ୍ୟରେ ତାହା ଉପରେ ପଦକ୍ଷେପ ନିଆଯିବ ବୋଲି ସୂଚନା ରହିଛି । ସୋଶିଆଲ ମିଡିଆ ଉପରେ ମଧ୍ୟ ନିର୍ବାଚନ ଆୟୋଗଙ୍କ କଡା ନଜର ରହିବ ।

Related Post

ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଫରେଷ୍ଟର

Posted by - May 11, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିନସ୍ଥ ସିନ୍ଧେକେଲା ସେକ୍ସନ ର ଫରେଷ୍ଟର ହରିହର ସ୍ୱାଇଁ  ଭିଜିଲାନ୍ସ ଜ।ଲରେ ଧାରା ପଡିଥିବା ଜଣାପଡିଛି। ସିନ୍ଧେକେଲା ଥାନା…

କଂଗ୍ରେସରେ ମାର୍‌ପିଟ:ପୁରୀ ପରେ ଏବେ ଭଦ୍ରକ,ଏହା ଦଳ ବାହାର ଲୋକଙ୍କ କାମ:-ନିରଞ୍ଜନ ପଟ୍ଟନାୟକ

Posted by - February 19, 2020 41
ଭଦ୍ରକ ୧୯।୦୨: କଂଗ୍ରେସ ଅଫିସରେ ପୁଣି ଗଣ୍ଡଗୋଳ । ଗତଥର ପୁରୀରେ ,ଏଥର ଭଦ୍ରକରେ । ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପିଏଚ ଡାକ୍ତର

Posted by - September 15, 2021 0
ସୋନପୁର:( ଅଜିତ୍ କୁମାର ପୂଜାରୀ)୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପିଏଚ ଡାକ୍ତର…

There are 38 comments

Leave a comment

Your email address will not be published.