ଚାନ୍ଦବାଲି ବିଜେଡିରେ ଗୋଷ୍ଠୀ କନ୍ଦଳ ବିଧାୟକ- ବିଜେଡି ଉପସଭାପତି ମୁହାଁମୁହିଁ

920 0

ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ଗୋଷ୍ଠୀ କନ୍ଦଳ ଯୋଗୁ ଏବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପାଇଁ ଅଡୁଆ ବଢ଼ିଛି। ଜିଲ୍ଲା ବିଜେଡି ଉପସଭାପତି ଓ ବିଧାୟକଙ୍କର ବିଭିନ୍ନ ପଞ୍ଚାୟତରେ ଅଲଗା ଅଲଗା କାର୍ଯ୍ୟାଳୟ ଚାଲିଛି। ସମାନ୍ତରାଳ ଭାବେ ଦୁଇ ଗୋଷ୍ଠୀ ଏବେ ଚାନ୍ଦବାଲି ଅଞ୍ଚଳରେ ନିଜର ସଙ୍ଗଠନ ବଢ଼ାଇବାରେ ଲାଗିଛନ୍ତି।

Related Post

ସମର୍ଥକମାନଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ନେତା

Posted by - April 3, 2019 0
ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ। ତିନି ପ୍ରମୁଖ ଦଳ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର…

ଫାର୍ମ ହାଉସର ପୋଖରୀ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

Posted by - August 20, 2021 0
ଭୁବନେଶ୍ୱର:(ସନ୍ତୋଷ ରାଉତ) ଫାର୍ମ ହାଉସର ପୋଖରୀ ଭିତରୁ ମିଳିଛି ଛାତ୍ରୀଙ୍କ ମୃତଦେହ । ଭୁବନେଶ୍ୱରର ଅନ୍ତର୍ଗତ ନନ୍ଦନକାନନ ଥାନା ରଘୁନାଥପୁର ନିକଟସ୍ଥ ଏକ ଫାର୍ମ ହାଉସ ପୋଖରୀରୁ…

Leave a comment

Your email address will not be published.