ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ଗୋଷ୍ଠୀ କନ୍ଦଳ ଯୋଗୁ ଏବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପାଇଁ ଅଡୁଆ ବଢ଼ିଛି। ଜିଲ୍ଲା ବିଜେଡି ଉପସଭାପତି ଓ ବିଧାୟକଙ୍କର ବିଭିନ୍ନ ପଞ୍ଚାୟତରେ ଅଲଗା ଅଲଗା କାର୍ଯ୍ୟାଳୟ ଚାଲିଛି। ସମାନ୍ତରାଳ ଭାବେ ଦୁଇ ଗୋଷ୍ଠୀ ଏବେ ଚାନ୍ଦବାଲି ଅଞ୍ଚଳରେ ନିଜର ସଙ୍ଗଠନ ବଢ଼ାଇବାରେ ଲାଗିଛନ୍ତି।
Breaking News
Related Post
ନବୀନ ନିବାସ ଆଗରେ ଦେବାଶିଷ ସମର୍ଥକଙ୍କ ନାରାବାଜି
ଭୁବନେଶ୍ବର : ବରୀ ବିଧାନସଭା ଆସନ ପାଇଁ ବିଜେଡି ଟିକେଟ କାହାକୁ ମିଳିବ? ସେ େନଇ ରାଜନୈତିକ ମହଲରେ ଚର୍ଚ୍ଚା ଆେଲାଚନା ଜାରି ରହିଥିବା ବେଳେ ନବୀନ…
ସମର୍ଥକମାନଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ନେତା
ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ। ତିନି ପ୍ରମୁଖ ଦଳ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର…
ଫାର୍ମ ହାଉସର ପୋଖରୀ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର:(ସନ୍ତୋଷ ରାଉତ) ଫାର୍ମ ହାଉସର ପୋଖରୀ ଭିତରୁ ମିଳିଛି ଛାତ୍ରୀଙ୍କ ମୃତଦେହ । ଭୁବନେଶ୍ୱରର ଅନ୍ତର୍ଗତ ନନ୍ଦନକାନନ ଥାନା ରଘୁନାଥପୁର ନିକଟସ୍ଥ ଏକ ଫାର୍ମ ହାଉସ ପୋଖରୀରୁ…
ବଡ ଖବର
- ବହୁ ଚର୍ଚ୍ଚିତ ପିହୁ ନିଖୋଜ ମାମଲା
- ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ
- ଅନିୟମିତତାର ପ୍ରାଥମିକ ତଦନ୍ତ ଆରମ୍ଭ
- ପୂର୍ବତନ ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲା: କ୍ରାଇମ୍ବ୍ରାଞ୍ଚ ଗଠନ କଲା ଆଉ ୨ଟି ଟିମ୍
- ଝାରସୁଗୁଡ଼ା: ବଦଳିଲେ ଝାରସୁଗୁଡ଼ା ଏସ୍ପି ରାହୁଲ ଜୈନ୍। ପରମାର ସ୍ମିତ୍ଙ୍କୁ ମିଳିଲା ନୂଆ ଦାୟିତ୍ବ
- ମୁଁ ଏଥର ବରୀରୁ ନିଶ୍ଚିତ ଲଢ଼ିବି: ଦେବାଶିଷ ନାୟକ, ଅସ୍ବୀକାର କଲେ ବିଆର୍ଏସ୍ରେ ମିଶିବା ଚର୍ଚ୍ଚାକୁ
- ମନ୍ତ୍ରୀଙ୍କ ହତ୍ୟାକୁ ୩ ଦିନ: କ୍ରାଇମବ୍ରାଞ୍ଚ ହାତ ଖାଲି, ଭାଇ ହୋଟେଲରେ ହତ୍ୟା ଯୋଜନା! ଗୋପାଳ ବଡ଼ ଭାଇକୁ ବ୍ରହ୍ମପୁରରୁ ଉଠାଇଆଣିଲା କ୍ରାଇମବ୍ରାଞ୍ଚ
- ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ
- ଟିଟିଲାଗଡ ନିକଟସ୍ଥ ସିରୋଲ ଗ୍ରାମର ତପୋବନ ଏକାଡେମୀରେ ବିଦ୍ୟାଶ୍ରି ପାଠାଗାର
- ମା ରୁଦ୍ରକାଳୀ ହରଭଙ୍ଗା ଲୋକ ମହାତ୍ସବ ଉଦଯାପିତ