Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ଟାଟା ଷ୍ଟିଲ୍ ଭୁବନେଶ୍ବର ହାଫ୍ ମାରାଥନ୍‌

5565 396

ନିଜକୁ ଫିଟ୍‌ ରଖିବା, ସୁସ୍ଥ ରହିବା ସହିତ ଏକ ଉନ୍ନତ ଭବିଷ୍ୟତର ପ୍ରତିଶ୍ରୁତି ରଖୁଥିବା ହାଫ୍ ମାରାଥନ୍‌ରେ ଏକାଧିକ ଅତିଥି ଆସିବା ଉଲ୍ଲେଖନୀୟ ଥିଲା। ଓଲିଉଡ୍‌ର ସଫଳ ଯୋଡ଼ି ସବ୍ୟସାଚୀ ମିଶ୍ର-ଅର୍ଚିତା ସାହୁ ପ୍ରଶଂସକ ଏବଂ ସ୍ଥାନୀୟ ପ୍ରତିଯୋଗୀଙ୍କ ମୁଖ୍ୟ ଆକର୍ଷଣ ଥିଲେ। ପ୍ରତ୍ୟୁଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ସାଂସଦ ଡକ୍ଟର ପ୍ରସନ୍ନ ପାଟଶାଣୀ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶି ମିଶ୍ର, ବିଜୟ କୁମାର ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ଡକ୍ଟର ସନ୍ଦୀପ ତ୍ରିପାଠୀ, ଖଣି ନିର୍ଦେଶକ ଦୀପକ ମହାନ୍ତି, ଜଙ୍ଗଲ ଓ ପରିବେଶ ବିଭାଗ ସ୍ବତନ୍ତ୍ର ସଚିବ ଦେବୀଦତ୍ତ ବିଶ୍ବାଳ, କ୍ରୀଡ଼ା ନିର୍ଦେଶକ ଭିନୀଲ କ୍ରିଷ୍ଣା ପ୍ରମୁଖ ମୁଖ୍ୟ ଅତିଥି ଥିଲେ। ଟାଟା ଷ୍ଟିଲ୍‌ର କର୍ପୋରେଟ ସେବା ଉପ ସଭାପତି ଚାଣକ୍ୟ ଚୌଧୁରୀ, କଞ୍ଜାମାଲ୍ ଉପ ସଭାପତି ଅରୁଣ ମିଶ୍ର, ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଦେବାଶିଷ ଜେନା, ମୁଖ୍ୟ କର୍ପୋରେଟ୍‌ ‌କମ୍ୟୁନିକେସନ୍ସ କୁଲଭିନ୍ ସୁରି ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରଥମ ଥର ବରିଷ୍ଠ ତଥା ମୁଖ୍ୟ ପ୍ରତିଯୋଗିତାରେ ଭାଗ‌ ନେଇଥିବା ଓଡ଼ିଆ ଝିଅ ସମ୍‌ସାଦ ଆରା ବେଗମ ମହିଳାଙ୍କ ବର୍ଗରେ ଚତୁର୍ଥ ସ୍ଥାନରେ ରହି ରାଜ୍ୟର ସମ୍ମାନ ରଖିଛନ୍ତି। ଅଧିକାଂଶ ପୁରସ୍କାରକୁ ଅଣ ଓଡ଼ିଆ ଧାବକ ଧାବିକା ଜିତି ନେଇଛନ୍ତି। ଏପରିକି ୧୦ କିଲୋମିଟର ଏବଂ ୫ କିଲୋମିଟର ବର୍ଗରେ ମଧ୍ୟ ରାଜ୍ୟ ବାହାର ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ୨୧ କିଲୋମିଟର୍ ବିଶିଷ୍ଟ ହାଫ୍ ମାରାଥନ୍‌ରେ ରାଜସ୍ଥାନର ଆର୍ମିମ୍ୟାନ୍ ତଥା ହାବିଲଦାର ଗୋବିନ୍ଦ ସିଂହ (୧ ଘଣ୍ଟା ୭ ମିନିଟ୍ ୫୬ ସେକେଣ୍ଡ୍‌) ବିଜେତା ହୋଇଥିଲେ।

Related Post

ଶ୍ରୀଲଙ୍କାରେ ଆୟୋଜିତ ଅନ୍ତର୍ଜାତୀୟ ଆଇରନ ମ୍ୟାନ କାର୍ଯ୍ୟକ୍ରମରେ ଓଡିଆ ଯୁବକଙ୍କ ସଫଳତା

Posted by - February 27, 2019 0
ଲଙ୍କାରେ ଆୟୋଜିତ ଅନ୍ତର୍ଜାତୀୟ ଆଇରନ ମ୍ୟାନ କାର୍ଯ୍ୟକ୍ରମରେ ଓଡିଆ ଯୁବକଙ୍କ ସଫଳତା। ନୟାଗଡ଼ର ସୌଭାଗ୍ୟ କୁମାର ରଥଙ୍କୁ ମିଳିଛି ଏହି ସଫଳତା। ‘ଆଇରନ୍‌ ମ୍ୟାନ୍‌ ୭୦.୩’ କୁ…

ଘାସିରାମ ମେମୋରିଆଲ ଫୁଟବଲ ସେମିରେ ମାଟିଗାଁ ଦଳ

Posted by - December 17, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ସଦର କସ୍ତୁରବା ଖେଳ ପଡ଼ିଆରେ ସ୍ପୋର୍ଟ୍ସ କ୍ଲବ ଆନୁକୂଲ୍ୟରେ ନକ୍ ଆଉଟ ଫୁଟବଲ ଖେଳ ଜାରି…

ରଘୁନାଥପୁର ଦଧିବାବନ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରାଉତ ସମ୍ବର୍ଦ୍ଧିତ

Posted by - December 25, 2022 0
ଭୁବନେଶ୍ବର:୨୪/୧୨(ପାୟଲ ରାଉତ )ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକ ଠାରେ ଓଡିଶା ମାଧ୍ୟମିକ ସ୍କୂଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷ ରୁ ଶିଶୁ ମହୋତ୍ସବ-୨୦୨୨ ଶୁଭ ଅବସର…

ଜର୍ମାନିର ଦ୍ବିତୀୟ ବିଜୟ

Posted by - December 6, 2018 0
ଭୁବନେଶ୍ବର: ଦୁଇ ଦୁଇ ଥର ସ୍ବର୍ଣ୍ଣ ବିଜେତା ଜର୍ମାନି ଗତ ଥରର ରୌପ୍ୟ ପଦକ ବିଜେତା ନେଦରଲାଣ୍ଡ୍‌କୁ ୪-୧ ‌ଗୋଲ୍‌ରେ ହରାଇ ଓଡ଼ିଶା ହକି ବିଶ୍ବକପ୍‌ର କ୍ବାର୍ଟର…

ଫୁଟବଲ ମ୍ୟାଚ ଉଦଯାପନୀ ଦିବସରେ ଯୋଗଦେଲେ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ

Posted by - February 8, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) ନୀଳଗିରି ମିନି ଷ୍ଟାଡିୟମ ପରିସରରେ, ଏକ ଦୁଇଦିନିଆ ଜିଲ୍ଲା ସ୍ତରୀୟ ଫୁଟବଲ ମ୍ୟାଚ ଉଦଘାଟିତ ହୋଇଯାଇଛି। ବିଜେଡି ର ଯୁବ ନେତା ସବ୍ୟସାଚୀ ମହାପାତ୍ର ଓ…

There are 396 comments

  1. Hi!,I love your writing very much! proportion we communicate more about your article on AOL? I require an expert in this area to unravel my problem. Maybe that is you! Taking a look forward to see you.

  2. Have you ever thought about writing an ebook or guest authoring on other blogs? I have a blog centered on the same ideas you discuss and would really like to have you share some stories/information. I know my visitors would enjoy your work. If you’re even remotely interested, feel free to send me an e-mail.

  3. Pingback: 1blowjob

  4. Howdy are using WordPress for your blog platform? I’m new to the blog world but I’m trying to get started and set up my own. Do you need any html coding expertise to make your own blog? Any help would be greatly appreciated!

  5. I know this if off topic but I’m looking into starting my own weblog and was curious what all is needed to get setup? I’m assuming having a blog like yours would cost a pretty penny? I’m not very internet savvy so I’m not 100 certain. Any suggestions or advice would be greatly appreciated. Kudos

Leave a comment

Your email address will not be published.