ଏଡସ୍ ସଚେତନତା ଓ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼:୫/୪(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ତଥା ରେଡରିବନ୍ କ୍ଳବ୍ ଆନୁକୁଲ୍ୟରେ ଏଡସ୍ ସଚେତନତା ଓ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଉକ୍ତ…

ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ପିତୃବିୟୋଗ

ବୌଦ୍ଧ ୪/୪(ଚିତ୍ତ ରଞ୍ଜନ ସିଂ ):- ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ପିତା ଗୌରୀ ଶଙ୍କର ଅମାତଙ୍କ( ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଠାରେ ପରଲୋକ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଗୌରୀ ଶଙ୍କର ଅମାତ…

ନିଆଁ ଲାଗି ଦୁଇ ବଖରା ଘର ଭସ୍ମିଭୂତ

ହରଭଙ୍ଗା :  (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ପାତିକାର ପଡା (ବେତ୍ରା ସାହି) ରେ ବିଦ୍ୟୁତ ସଟସର୍କିଟ ହୋଇ ଦୁଇ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି l ସୂଚନା ମତେ…