ଡାକରୀପଡା ଠାରେ ଓଲଟିଲା ଶ୍ରମିକ ବୋଝଇ ପିକଅପ

ଧର୍ମଗଡ଼  (ହେମନ୍ତ କୁମାର ମାଝୀ)ଗୋଲାମୁଣ୍ଡା ବ୍ଲକ ଡୋକରି ପଡା ଠାରେପିକଅପ ଓଲଟି ୫ମୃତ ଓ ୪୫ ଶ୍ରମିକ ଗୁରୁତର l ଜୁନାଗଡ଼ ଥାନା ଆଁଟିଗାଁ ର ଶ୍ରମିକ ମାନେ ଗୋଲାମୁଣ୍ଡା ଥାନା ବୋରଗୁଡା କୁ ଧାନ ରୋଇବା ପାଇଁ ଯାଇଥିଲେ ସେଠୁ…

ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ପୁଣ୍ୟ ତିଥି କୁ ସମର୍ପଣ ଦିବସ ଭାବେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ପାଳିତ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ପୂର୍ଣ୍ୟତିଥି କୁ” ବଳିଦାନ” ଦିବସ ଭାବେ ଜିଲ୍ଲା ଓ ମଣ୍ଡଳ , ଶକ୍ତିକେନ୍ଦ୍ର ସ୍ତରରେ ମହ।ସମାରୋହର ପାଳିତ କରାଯାଇଥିଲା ପଣ୍ଡିତ…

କେସିଙ୍ଗା ବିଦ୍ୟାପୀଠ ଠାରେ ଚେତାବନୀ ସାହିତ୍ୟ ସଂସଦର ୩୬ ତମ ପୁଷପୁନି ଭେଟଘାଟ ଉଦଯାପିତ

କେସିଙ୍ଗା :  (ପ୍ରିତେଶ ପଟେଲ )ମନୁଷ୍ୟର ଚିନ୍ତା ଚେତନାକୁ ପରିଶୁଦ୍ଧ କରିବା ସହିତ ତାର ଚିନ୍ତାଧାରାକୁ ସକାରାତ୍ମକ କରି ସମାଜରେ ସଂସ୍କାର ଆଣିଥାଏ  । କଳାହାଣ୍ଡି ର କେସିଙ୍ଗା ସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦର ୩୬  ତମ…

ଶେଷ ହେଲା ଜଗନ୍ନାଥ ମନ୍ଦିର ରତ୍ନ ମୁଦ୍

ହରଭଙ୍ଗା :  (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଂଙ୍ଗ ପଞ୍ଚାୟତ ରେ ନୂତନ ଜଗନ୍ନାଥ ମନ୍ଦିରର ରତ୍ନ ମୁଣ୍ଡି କାର୍ଯ୍ୟ ସମାପନ ହୋଇଯାଇଛି l ଏହି ଅବସରରେ ଗତକାଲି ୧୦୮ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା…

ନବରଙ୍ଗପୁର ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ) ନବରଙ୍ଗପୁର ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାୟପୁରରୁ ଫେରୁଥିଲେ. ବିଜେଡି ନେତା ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏଥିରେ ସାଂସଦ ଶ୍ରୀ ମାଝୀ ଓ ତାଙ୍କ ଡ୍ରାଇଭରଙ୍କ ସମେତ…

ହରଭଙ୍ଗା ଥାନା ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ,ପୂର୍ତ୍ତ ରାସ୍ତା ସଫା ଓ ମରାମତି

ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ଚାରିଛକ -ଅତଲସରା ପୂର୍ତ୍ତ ରାସ୍ତାରେ ବହୁବର୍ଷ ଧରି ବିଭାଗ ର ଯତ୍ନ ଅଭାବ ରୁ ରାସ୍ତା ଖାଲ ଖମା ସହିତ ବିଭିନ୍ନ ପୋଲ ଉପରୁ କଂକ୍ରିଟ ଉଠିବା, ମହାନଦୀ ରୁ ବେପାରୁଆ ଓଭର…

ବୌଦ୍ଧ ଜିଲ୍ଲା ପୋଲିସ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଅଡ଼େନିଗଡ ପଞ୍ଚାୟତ ଅଧିନସ୍ଥ ଗୋଛାସାହି ଠାରେ ବୌଦ୍ଧ ଜିଲ୍ଲା ପୋଲିସ ଓ ପୁରୁଣାକଟକ ପୋଲିସ ପକ୍ଷରୁ ଏକ “ଜନ ସମ୍ପର୍କ ଶିବିର “ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବୌଦ୍ଧ ଜିଲ୍ଲା ଏକ ମାଓ ପ୍ରବଣ ଜିଲ୍ଲା, ତେଣୁ…

ଜନସାଧାରଣ ସୁବିଧା କେନ୍ଦ୍ର ଗୃହ ନିର୍ମାଣ ନିମ୍ମମାନର ସୂଚନା ଦେବାକୁ କୁନ୍ଥାଉଛି ବ୍ଲକ ପ୍ରଶାସନ

ହରଭଙ୍ଗା :୯/୨ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିଭିନ୍ନ ପଂଚାୟତ ରେ ସରକାରୀ ଅର୍ଥ ବାଟ ମାରଣା ହେଉଥିବା ଅଭିଯୋଗ ହେଉଛି l ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କଲେ ତଦନ୍ତ ତ ଦୂରର କଥା…

ଜଗନ୍ନାଥ ମନ୍ଦିର ରତ୍ନ ମୁଦ୍ ପାଇଁ ୧୦୮ ଶୁଭ କଳସ ଯାତ୍ରା

ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଂଙ୍ଗ ପଞ୍ଚାୟତ ରେ ନୂତନ ଜଗନ୍ନାଥ ମନ୍ଦିରର ରତ୍ନ ମୁଣ୍ଡି ଆସନ୍ତା କାଲି ସମାପନ କରାଯିବ l ଏହି ଅବସରରେ ଆଜି ପ୍ରଭାତ ରୁ ୧୦୮ ଶୁଭ କଳସ ଯାତ୍ରା…

ବିଜେପିର ଶକ୍ତି ବନ୍ଦନ କାର୍ଯ୍ୟକ୍ରମ

ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ ).ପୁରୁଣାକଟକ ପୂର୍ତ୍ତ ଡାକବଙ୍ଗଳା ଠାରେ ପିଜେପି ପକ୍ଷରୁ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନମନ୍ତ୍ରୀ ମାତୃ ଶକ୍ତି ସଶକ୍ତି କାରଣ ପାଇଁ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ହାତ କୁ ନେଇଥିବା ବେଳେ ପ୍ରତ୍ୟେକ…