ରାଧାନଗରରେ ବୌଦ୍ଧ ଦିନ୍ ପାଳିତ

ହରଭଙ୍ଗା:  (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲାର ତିରିଶି ତମ ପ୍ରତିଷ୍ଠା ଦିବସ ଅବସରରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମରେ ଯୁବ ସ୍ଵେଚ୍ଛାସେବୀ ତଥା ଯୁବ କବି ତୋଫାନ୍ ଦେହୁରୀଙ୍କ ନେତୃତ୍ବରେ ବୌଦ୍ଧ ଦିନ୍ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ…

ଧର୍ମଗଡ ବ୍ଲକ୍ ସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ ଉଦଯାପିତ

ଧର୍ମଗଡ: (ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ ସ୍ତରୀୟ ନୂଆ ଓ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି । ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବିଡ଼ିଓ ହୀମାଞ୍ଚଳ ମାଝୀ ଅଧ୍ୟକ୍ଷତା କରି…

ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଦବି ଗଲା ଛାତ

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡ଼େଣିଗଡ଼ ପଞ୍ଚାୟତ୍ ର ଆଡ଼େଣିଗଡ଼ ଶିବମନ୍ଦିର ପରିସରରେ ୫  ଲକ୍ଷ ଟଙ୍କା ବ୍ୟୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅନୁଦାନ ରୁ ଏକ ମଣ୍ଡପ ନିର୍ମାଣ କାର୍ଯ୍ୟ ଚାଲୁଅଛି।…

ପ୍ରଥମ ମହିଳା ଶିକ୍ଷୟିତ୍ରୀ ସାବିତ୍ରୀ ଵାଇ ଫୁଲେଙ୍କ ୧୯୩ ଜନ୍ମ ଜୟନ୍ତୀ ପାଳିତ

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଲଙ୍କେଶ୍ବରୀ ଦୁର୍ଗା ପୂଜା ମଣ୍ଡପ ଜୁନାଗଡ ଆନୁକୂଲ୍ୟରେ ପଣ୍ଡରାମାଳି ଯୁବବାହିନୀ କଳାହାଣ୍ଡି ସଭାପତି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାଏକଙ୍କ ସଭାପତିତ୍ବରେ ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଇ ଫୁଲେଙ୍କ…

ସ୍ବର୍ଗତ ଆଇନଜୀବୀ ଅର୍ଜୁନ ପଟ୍ଟଯୋଷୀ ଙ୍କ ଧର୍ମପତ୍ନୀଙ୍କ ପରଲୋକ

ଧର୍ମଗଡ ;  (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵ୍ଳକ ଅଧିନସ୍ଥ ସ୍ବର୍ଗତ ବରିଷ୍ଠ ଆଇନଜୀବୀ ତଥା ଧର୍ମଗଡ଼ ଅଂଚଳର ବିଶିଷ୍ଟ ଜନନାୟକ ଅର୍ଜୁନ ପଟ୍ଟଯୋଷୀ ଙ୍କ ଧର୍ମପତ୍ନୀ ବିଦ୍ୟୁତଲତା ପଟ୍ଟଯୋଷୀଙ୍କ ଆଜି ପ୍ରାତଃ ୩ ଟା ସମୟରେ ୯୭…