ସ୍ବାମୀ ବିବେକାନନ୍ଦ ଶିଶୁମନ୍ଦିରରେ ଯୁବଦିବସ ପାଳନ

ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା )ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ  ସ୍ବାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ହୋଇ ଯାଇଛି ।ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ବେହେରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ…

ମୈତ୍ରୀ କମ୍ପାନୀ କର୍ମଚାରୀଙ୍କୁ ମରଣାନ୍ତର ଆକ୍ରମଣ ଜଣେ ଗୁରୁତର ଦୁଇ ଆହତ

କାଶୀପୁର: ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଶାରାମବାଇ ଛକ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତା ୧୨/୧/୨୦୨୪ ରିଖ ଶୁକ୍ରବାର ଦିନ ଅପରାହ୍ନ ସମୟ ପ୍ରାୟ ୨.୨୦ ବେଳେ ମୈତ୍ରୀ କମ୍ପାନୀ ର…

କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ଗ୍ରହଣ କଲେ ଗାଳ୍ପିକ ଡିଲେଶ୍ୱର ରଣା

ଭବାନୀପାଟଣା: ୧୨।୧(ନରେନ୍ଦ୍ର ନେଗୀ) କ୍ଷୁଦ୍ରଗଳ୍ପ ସଂକଳନ ‘ସେଁର୍‌ରା’ ପାଇଁ ଗାଳ୍ପିକ ଡିଲେଶ୍ୱର ରଣାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର-୨୦୨୩ ପ୍ରଦାନ କରାଯାଇଛି। କଲକାତା ସ୍ଥିତ ରବୀନ୍ଦ୍ର ସଦନ ପ୍ରେକ୍ଷାଳୟରେ ଆୟୋଜିତ ଯୁବ ପୁରସ୍କାର ସମାରୋହରେ ତାଙ୍କୁ ତାମ୍ର ଫଳକ, ଉପଢୌକନ…

ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ, ସୋନପୁର BFS କ୍ଳବ ଫାଇନାଲରେ ପ୍ରବେଶ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ତିଲେଶ୍ୱର ଫ୍ରେଣ୍ଡଆସୋସେସନ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି ପ୍ରଥମ ସେମିଫାଇନାଲ ରେ ପହଂଚିଛି l ଆଜିର ସେମି ଫାଇନାଲ ଖେଳରେ BSF କ୍ଳବ ସୋନପୁର ସହିତ ସନସାଇନ କ୍ଳବ କଟକ ମଧ୍ୟରେ…

ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର – 5T ଅଧ୍ୟକ୍ଷ

ଭବାନୀପାଟଣା: (ନରେନ୍ଦ୍ର ନେଗୀ)5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ବୋଲି କହିଛନ୍ତି l ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିମାନ…

ଭଵାନୀପଟଣା ଠାରେ ହେବାକୁଥିବା କଳାହାଣ୍ଡି ଉତ୍ସଵ ଘୁମୁରା ପାଇଁଁ ମଶାଲ ଯାତ୍ରା

ଧର୍ମଗଡ଼ :ତା ୧୨/୧/୨୪(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ ଭବାନିପାଟଣା ଠାରେ ହେବାକୁଥିବା ଧର୍ମଗଡ ମା ଭଣ୍ଡାରଘରଣୀ ଙ୍କ ପିଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି ଏହି ମଶାଲ ଆସନ୍ତା ୧୪ ତାରିଖ ଦିନ ଭବାନିପାଟଣା ପହଞ୍ଚିବ ଵୋଳି…

ଯୁବକବି ରଜତ ବଂଶଲଙ୍କ କବିତା ସଙ୍କଳନ ଅବ୍ୟକ୍ତ ଶବ୍ଦ’ ଉନ୍ମୋଚିତ

ଧର୍ମଗଡ଼ ; (ହେମନ୍ତ କୁମାର ମାଝୀ)ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ବବିଦ୍ୟାଳୟ କନଭେନସନ ସେଣ୍ଟର ପରିସରରେ ଆୟୋଜିତ କାଦମ୍ବିନୀ ସାହିତ୍ୟ ମହୋତ୍ସବରେ କଳାହାଣ୍ଡିର ଯୁବକବି ରଜତ ବଂଶଲଙ୍କ କବିତା ସଂକଳନ ‘ଅବ୍ୟକ୍ତ ଶବ୍ଦ’ ଉନ୍ମୋଚିତ ହୋଇଯାଇଛି। ଏଥିରେ କାଦମ୍ବିନୀର ପ୍ରତିଷ୍ଠାତା ତଥା କନ୍ଧମାଳ…

ବିଜେପି କାର୍ଯ୍ୟାଳୟରେ ସ୍ୱାମୀ ବିବେକାନନ୍ଦ ଜନ୍ମ ଜୟନ୍ତୀ ପାଳିତ

ହରଭଙ୍ଗା : ( ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ପୁରୁଣାକଟକ ବିଜେପି କାର୍ଯ୍ୟାଳୟ ଠାରେ ୮ ନଂ ଜୋନ ମଣ୍ଡଳ ସଭାପତି ବାମନ ବାରିକ ଙ୍କ ସଭାପତିତ୍ୱ ରେ ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ଆଜି ମହା ସମାରୋହରେ ପାଳିତ…

ଜଗନ୍ନାଥ ବନ ପ୍ରକଳ୍ପ ବଣଭୋଜି ସ୍ଥଳି କୁ ପ୍ଲାଷ୍ଟିକ ମୁକ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ପଲିଥିନ ଵା ପ୍ଲାଷ୍ଟିକ ବର୍ଜନ, ପ୍ଲାଷ୍ଟିକ ମୁକ୍ତ ଅଂଚଳ ଓ ସୁସ୍ଥ ପରିବେଶ ସୃଷ୍ଟି କରିବାପାଇଁ ଆଜି ବୌଦ୍ଧ ବନବିଭାଗ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ମହାନଦୀ କୂଳରେ ଥିବା ଜଗନ୍ନାଥ ବନପ୍ରକଳ୍ପ ବଣଭୋଜି ସ୍ଥଳ ରେ…

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳନ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକ ରେ ରେଡ୍ ରୀବନ୍ କ୍ଲବ୍ ଏବଂ ଯୁବ ରେଡକ୍ରସ୍ ର ମିଳିତ ଆନୁକୁଲ୍ୟରେ ଜାତୀୟ ଯୁବ ଦିବସ ପାଳନ ହୋଇ ଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରମେଶ ଚନ୍ଦ୍ର ତାରେଣୀଆ ଙ୍କ…