
ପୁରୀ : (ମନୋଜ କୁମାର ବଳୀୟାରସିଂ)ପୁରୀ ମୁଖ୍ୟ ଚିକିତ୍ସାଳୟ ତଥା ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଦନ୍ତ ବିଭାଗ ଆଜି ଅପରାହ୍ନରେ ବନ୍ଦ ରହିଛି ।ରୋଗୀ ଦେଖିବା ସମୟ ସକାଳ ୯ଟାରୁ ୧ଟା ଏବଂ ଅପରାହ୍ନ୨ଟାରୁ ୫ଟା, କୁହାଯାଉଛି ଆଜି ସରକାରି ଛୁଟି,କିନ୍ତୁ ଅନ୍ୟ ବିଭାଗ ସବୁ ଖୋଲା ରହିଥିବା ବେଳେ କେବଳ ଦନ୍ତ ବିଭାଗରେ ହିଁ ତାଲା ଝୁଲୁଛି। ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଦନ୍ତ ବିଭାଗ ଅଧିକାରୀ ଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବା ପାଇଁ ରୋଗୀ ମାନେ କହୁଛନ୍ତି।