ଦୁଲଦୁଲି ରେ ଦୁଲକିଲା ଧର୍ମଗଡ ବ୍ଲକ ମଞ୍ଚ, ଧର୍ମଗଡ ବ୍ଲକ ସ୍ତରୀୟ ଘୁମୁରା-୨୦୨୪

ଧର୍ମଗଡ :ତା ୧୩/୧/୨୪( ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ କଳାହାଣ୍ଡି ଜିଲ୍ଲା ର ସାଂସ୍କୃତିକ ବାର୍ତ୍ତାବହ ଧର୍ମଗଡ ବ୍ଲକ ସ୍ତରୀୟ କଳାହାଣ୍ଡି ଉସ୍ଛବ ଘୁମୁରା୨୦୨୪ ଏକ ବର୍ଣାଢ୍ୟ ପରିବେଶ ରେ ଉଦଯାପିତ ହୋଇଯାଇଛି । ଆଜି ସକାଳେ ଏକ ବିଶାଳ ସାଂସ୍କୃତିକ…

ରୋଗାଗ୍ରସ୍ତ ବାପା ମୄତ୍ୟୁ ପରେ ଅନାଥ ଦୁଇଝିଅ,ମୁଖାଗ୍ନି ଦେଲେ ଦୁଇ କୁନି ଭଉଣି

ଧର୍ମଗଡ଼:  ତା ୧୩/୧/୨୪(ହେମନ୍ତ କୁମାର ମାଝୀ)ଧର୍ମଗଡ ଗତବର୍ଷ ମାଁର ମୄତ୍ୟୁ ଆଉ ଆଜି ରୋଗାଗ୍ରସ୍ତ ବାପାର ମୄତ୍ୟୁ ପରେ ମୁଖାଗ୍ନି ଦେଇଛନ୍ତି ଦୁଇ କୁନି ଭଉଣି।ଏଭଳି ଏକ ଅଭାବନୀୟ ଘଟଣା ଆଜି ଧର୍ମଗଡ ସହରରେ ଦେଖିବାକୁ ମିଳିଛି । ଗତ କିଛିବର୍ଷ…

ଗୀତାରାଣୀ ସ୍ମାରକୀ କପ ଫୁଟବଲ ଟୁର୍ନାମେଣ୍ଟ ,ବରଗଡ଼ ଦ୍ୱିତୀୟ ସେମିଫାଇନାଲ ରେ ପ୍ରବେଶ

ହରଭଙ୍ଗା :୧୨/୦୧ (ଚିତ୍ତରଞ୍ଜନ ସିଂ)ତିଲେଶ୍ୱର ଫ୍ରେଣ୍ଡଆସୋସେସନ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି ଚତୁର୍ଥ ଦିନରେ ପହଁଚିଛି ଗ୍ରୁପ “B “ରୁ ବରଗଡ ଦ୍ୱିତୀୟ ସେମି ଫାଇନାଲ ରେ ପ୍ରବେଶ କରିଛି l ଆଜି ଚତୁର୍ଥ ଦିନ…

କଳାହାଣ୍ଡି ଉତ୍ସବର ‘ଘୁମୁରା’ ପୂର୍ବରୁ ଶୁଭିଲା ପଥୋତ୍ସବର ବିଗୁଲ

ରାଜରାସ୍ତା ପାଲଟିଲା ମହୋତ୍ସବର ମହାମଞ୍ଚ : କଳା, କଳାକାର, ଜନତା ଏକାକାର ଭବାନୀପାଟଣା: ତା.୧୩/୦୧(ନରେନ୍ଦ୍ର ନେଗୀ) କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ବାର୍ତ୍ତାବହ ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବ୍ୟବହିତ ପୂର୍ବରୁ ଆଜି ଭବାନୀପାଟଣା ସହରରେ ମହା ସମାରୋହରେ…

କେନାଲ ପାଣି ଦାବୀରେ ଚାଷୀ ମାନେ ଉପଜିଲ୍ଲାପାଳ ଓ ଇନ୍ଦ୍ରାବତୀ ଙ୍କ କାର୍ଯ୍ୟାଳୟ ଠାରେ ନିକ୍ଷୋପ ପ୍ରଦଷଣ

ଧର୍ମଗଡ଼ :ତା ୧୩/୧/୨୪(ହେମନ୍ତ କୁମାର ମାଝୀ)ଆଜି ରବି ଚାଷ ପାଇଁ ଟିପିଗୁଡା କେନାଲରେ ପାଣି ଛାଡିବାକୁ ଦାବିକରି ଟିପିଗୁଡା ଅଂଚଳର ଶତାଧିକ ଚାଷୀ ଧର୍ମଗଡ଼ ଆସି ଇନ୍ଦ୍ରାବତୀ ଅଧିକ୍ଷଣ ଯନ୍ତ୍ରୀ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।୨୦୦୬…

ନୂଆ ଓ ଯୁବ ଓଡ଼ିଶା ଆନୁକୁଲ୍ୟରେ ରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ହରଭଙ୍ଗା : ( ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ୍ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ ଠାରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ…

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ

ଭବାନୀପାଟଣା :୧୨ /୦୧ (ନରେନ୍ଦ୍ର ନେଗୀ)ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ତଥା ଜାତୀୟ ଯୁବ ଦିବସ ସ୍କୁଲ ପରିସରରେ ପାଳିତ ହୋଇଥିଲା | ସ୍କୁଲ ସଭାପତି ବ୍ରହ୍ମାନନ୍ଦ ସାମଲଙ୍କ ଅଧ୍ୟକ୍ଷତା ରେ…

ହରଭଙ୍ଗାରେ ସଂସ୍କୃତି ଦିବସ ପାଳିତ

ହରଭଙ୍ଗା ( ଚିତ୍ତରଞ୍ଜନସିଂ) : ଭାରତ ସରକାରଙ୍କ କ୍ରୀଡ଼ାଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ମୟୂରୀ ଯୁବକ ସଙ୍ଘ ଗୁଣ୍ଡୁରୀସାହି ମିଳିତ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସପ୍ତାହ ବା ଜାତୀୟ ଯୁବ ସପ୍ତାହ ପାଳନ…

ଗ୍ରାମାଞ୍ଚଳ ରେ ବଢୁଛି ମାଣ୍ଡିଆ ଚାଷ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ମାଣ୍ଡିଆ କୁ ସର୍ବ ପୁରାତନ ଖାଦ୍ୟ କହିଲେ ଅତୃକ୍ତି ହେବ ନାହିଁ l ମାଣ୍ଡିଆ ରେ ପ୍ରସ୍ତୁତି ଖାଦ୍ୟ ରସ୍ୱାଦ ଓ ଚାହିଦା ପୂର୍ବରୁ ଥିଲା ଏବେ ବି ରହିଛି l ବିଭିନ୍ନ ସମୟରେ ମାଣ୍ଡିଆ କୁ ଔଷଧ…

ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବ ଉଦଘାଟିତ

ଖଡ଼ଙ୍ଗ ମହୋତ୍ସବକୁ ଦ୍ରୁମରେ ପରିଣତ କରିବା ଆମର ଲକ୍ଷ୍ୟ: ବିଧାୟକ ବୌଦ୍ଧ: (ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧିନ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୋରା ଖଡ଼ଙ୍ଗ ନଦୀ କୂଳରେ ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି…