ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅତ୍ମ ରକ୍ଷା ତାଲିମ ଶିବିର ଉଦଯାପନୀ ଉତ୍ସବ

ବେଳଗୁଣ୍ଠା : (ସୁଶାନ୍ତ କୁମାର ବେହେରା ) ଆଜି ବେଳଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ରକ୍ଷା ତାଲିମ ଶିବିର ର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ସଂଯୋଜିକା ଗିତାଶ୍ରୀ ସାମନ୍ତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଈ ଯାଇଅଛି।…

ଜି.ଏମ୍.ଆର୍ କମଳାଙ୍ଗ ଏନର୍ଜୀ ଲିଂ ଦ୍ୱାରା ଠିକାଦାରମାନେ ଶୋଷିତ

ଢେଙ୍କାନାଳ : ୩୧/୧(ଶୁଭମ ପାଣି ) ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଜି.ଏମ୍.ଆର୍ କମଳାଙ୍ଗ ଏନର୍ଜୀ ଲିଂ ଦ୍ୱାରା ସଂଶ୍ଳିଷ୍ଟ ଠିକାଦରମାନେ ଶୋଷିତ ହୋଇଛନ୍ତି ବୋଲି ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଓ ଆରକ୍ଷୀ ଅଧିକ୍ଷକ ସନ୍ଦୀପ୍ ସମ୍ପଦଙ୍କୁ ଭେଟି ଏକ ଅଭିଯୋଗ ପତ୍ର…

ଦୁବାର ଆନ୍ଦୋଳନ ପାଇଁ ଜିଲ୍ଲା ସ୍ତ ସ୍ତରରେ ପ୍ରସ୍ତୁତି ଢେଙ୍କାନାଳ ଜିଲ୍ଲାସ୍ତରରେ ଆନ୍ଦୋଳନ ପାଇଁ ସଜବାଜ

ଢେଙ୍କାନାଳ: ୩୧/୧(ଶୁଭମ ପାଣି )ଜିଲ୍ଲା ଓଷ୍ଟା ସଂଘର କାର୍ଯ୍ୟାଳୟ ଠାରେ ଜିଲ୍ଲା କନ୍‌ଭେନ୍‌ସନ୍ ଗତ ବୁଧବାର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ପିତାମ୍ବର ଦାଶ ସଭାକାର୍ଯ୍ୟ ପରିଚାଳନା କରିଥିଳେ ଥିଲେ । ଜିଲ୍ଲାର ଆଠ ଗୋଟି ବ୍ଳକ୍‌ରୁ…

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଶୁଭାରମ୍ଭ

ଢେଙ୍କାନାଳ : ( ଶୁଭମ ପାଣି )ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ନିଜର ଖୁସି ବ୍ୟକ୍ତ…

ବେଳଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆଁ ଓ ଜଗନ୍ନାଥ ଭାଷା ଓ ସଂସ୍କୃତି ସମ୍ମିଳନୀ

ବେଲଗୁଣ୍ଠା :୩୦ /୦୧  (ସୁଶାନ୍ତ କୁମାର ବେହେରା ) ଆଜି ବେଳଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆଁ ଓ ଜଗନ୍ନାଥ ସଂସ୍କୃତି ଭାଷା ସମ୍ମିଳନୀ ଅନୁଷ୍ଠାନ ର ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ…

ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ମୋ ସ୍କୁଲ ଅଭିଯାନ ତରଫରୁ ଓଡିଶା ସରକାରଙ୍କ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ…

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଧର୍ମଗଡ଼ :  (ହେମନ୍ତ କୁମାର ମାଝୀ)5ଟି ଓ ମୋ ସ୍କୁଲ ଅଭିଯାନ ତରଫରୁ ଓଡିଶା ସରକାରଙ୍କ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ରେ ଏକ ବର୍ଣ୍ଣାଢ୍ୟ ପରିବେଶରେ…

ନବରଙ୍ଗପୁର SPଙ୍କ ନିର୍ଦେଶ ରେ Atm ଲୁଟେରା ଙ୍କୁ ଗଡ଼ାଇ ଗଡ଼ାଇ ଡାବୁଗାଁ ଅଂଚଳରେ ଧରିଲା ପୋଲିସ

ନବରଙ୍ଗପୁର:-  (ବେଣୁ ଗୋପାଳ ରାଓ )ଡ଼ାବୁଗାଁ ଥାନା ଅଧିନ ଡ଼ାବୁଗାଁ ଉମରକୋଟ ରାସ୍ତାରେ ଥିବା ଆଦର୍ଶ ବିଦ୍ୟାଳୟ ନିକଟ ଜଙ୍ଗଲ ମଧ୍ୟରୁ ନବରଙ୍ଗପୁର ସହରରୁ ଏକ ଏଟିମକୁ ଭାଙ୍ଗି ଦୁର୍ବୃତ ନେଇ ଯାଉଥିବା ବେଳେ ନବରଙ୍ଗପୁର Sp ଙ୍କ ନିର୍ଦେଶ କ୍ରମେ…

ମୌଳିକ ଅଧିକାର ନେଇ ବିଜେପି ଯୁବ ମୋର୍ଚ୍ଚା ତରଫରୁ ରାସ୍ତା ରୋକ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ )ଆଙ୍କର – ୬ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଇଛି ।ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେପି…

ଏକଡା ଏକଡା ରା… ସମ୍ବଲପୁରୀ ଗୀତ ର ତାଳ ରେ ନାଚିଲେ ବିଧାୟକ,ବିଡ଼ିଓ ଓ ସରପଞ୍ଚ

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ପ୍ରତି ପଞ୍ଚାୟତ ରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଜୋରସୋରରେ ଆୟୋଜିତ ହେଉଥିବା ବେଳେ ଗୋଟିଏ ପଟେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ନିଜ ପଞ୍ଚାୟତ ର ବିଭିନ୍ନ ମଞ୍ଚ ରେ ରସ ଜାମୁଡାଲି ସମ୍ବଲପୁରୀ…