ଚାରି ଜାଲିଆତି ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ।ସନ୍ଧେହ ଘେରରେ ଜିଲ୍ଲା ଶିକ୍ଷା ବିଭାଗ!

କାଶୀପୁର : ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଗୋଷ୍ଠି ଶିକ୍ଷା ବିଭାଗ ଅଧିନ ରେ ଥିବା ୪ ଜଣ ଜାଲିଆତି ଶିକ୍ଷକ ଚିହ୍ନଟ । ଏ ନେଇଁ ଦୁଇଜଣ ଶିକ୍ଷକଙ୍କ ବିରୁଦ୍ଧରେ କାଶୀପୁର ଥାନା ରେ ବିଭାଗ ପକ୍ଷରୁ…

ପୁଣି ଯାତ୍ରୀଙ୍କୁ କଣ୍ଟାମାଲ ଗ୍ରାମ ଠାରେ ମାରଣାନ୍ତର ଆକ୍ରମଣ ଓ ଲୁଟମାର ଅଭିଯୋଗ

କାଶୀପୁର: ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଥାନା ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତ କଣ୍ଟାମାଲ ଗ୍ରାମ ଠାରେ ପୁନର୍ବାର ଯାତାୟାତ ଲୋକକୁ ମରଣାନ୍ତର ଆକ୍ରମଣ ସହ ଭୟଭୀତ କରି ଲୁଟମାର କରିଥିବା କାଶୀପୁର ଥାନାରେ ଅଭିଯୋଗ କରାଯାଇଛି ।…

ସତ୍ୟବାଦୀ ହାଇସ୍କୁଲରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବଲାଙ୍ଗିର ବ୍ୟୁରୋ:୧୧/୦୧(ନରେନ୍ଦ୍ର ନେଗୀ)ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ଧଣ୍ଡାମାଳ ଗ୍ରା.ପ.ର ସତ୍ୟବାଦୀ ହାଇସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ରାଜକୁମର ଭୋଇଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଯୋଷୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ…

୪ ଦଫା ଦାବୀ ନେଇ ଧାରଣାକୁ ଓହ୍ଲାଇଛି ଜିଲ୍ଲା ରେଳ ଉପଭୋକ୍ତ ସଂଘ

ବଲାଙ୍ଗିର ବ୍ୟୁରୋ:୧୧/୦୧(ନରେନ୍ଦ୍ର ନେଗୀ) ୪ ଦଫା ଦାବୀ ନେଇ ଆଜି ଧାରଣାକୁ ଓହ୍ଲାଇଛି ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘ । ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ରେଳ ଷ୍ଟେସନରେ ଜାରି ରହିଛି ଧାରଣା । ଏହି ଧାରଣାରେ ବିକ୍ରମ…

ଅଧପନ୍ତରିଆ ରାସ୍ତା ପାଇଁ ବସ୍ତି ଭିତରେ ରାସ୍ତା ରୋକ

ଧର୍ମଗଡ: ୧୧/୧(ହେମନ୍ତ କୁମାର ମାଝୀ)ଅବଧି ସରି ୧୧ ମାସ ବିତିଲାଣି । କିନ୍ତୁ ରାସ୍ତା କାମ ସଂପୂର୍ଣ୍ଣ ହୋଇପାରୁନାହିଁ। କାମଟି ପୂର୍ତ୍ତ ବିଭାଗ ଅଧିନରେ ଥିବାବେଳେ ଜ୍ଯୋତିର୍ମୟ ସିଂ ନାମକ ଜନୈକ ଠିକାଦାର ଏହାର ନିର୍ମାଣ ଦାୟିତ୍ଵ ନେଇଛନ୍ତି। ଗତ ୨୦୨୨…

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପ୍ରଦାନରେ ଲେଖାଶ୍ରୀ

ହରଭଙ୍ଗା :(ଚିତ୍ତରଞ୍ଜନସିଂ). ସାରା ଭାରତ ବର୍ଷ ଅଯୋଧ୍ୟା ର ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ଏହି ଅବସରରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ କୃଷ୍ନପାଲି ଗ୍ରାମରେ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ଘରକୁ ଘର ଦେଇ…

ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ର ଦ୍ୱିତୀୟ ଦିନ,ସୋନପୁର ୧ /୦ ରେ ବିଜୟୀ

ବୌଦ୍ଧ (ଚିତ୍ତରଞ୍ଜନ ସିଂ)ତିଲେଶ୍ୱର ଫ୍ରେଣ୍ଡଆସୋସେସନ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ତିଲେଶ୍ୱର ଲାଲ ବlହାଦୁର ହାଇସ୍କୁଲ ଫକୀର ଚରଣ ଖେଳ ପଡିଆରେ ଆଜି ଦ୍ୱିତୀୟ ଦିନରେ ପହଂଚିଛି l ଆଜି ଦ୍ୱିତୀୟ ଦିନ ଖେଳ ରେ ମୁଖ୍ୟ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାଶ ଙ୍କୁ ଭଵ୍ୟ ସ୍ଵାଗତ ସମ୍ଵଦ୍ଧନା

ଧର୍ମଗଡ଼:  ତା ୧୧/୧(ହେମନ୍ତ କୁମାର ମାଝୀ) କଳାହାଣ୍ଡି ସ୍ଵାର୍ଥ ପାଇଁ ମୁଁ ପ୍ରତ୍ୟେକ ନିର୍ବାଚନ ଆସିଛି ଆଗାମୀ ନିର୍ବାଚନରେ ସାଂସଦ କି ଵିଧାୟକ ଭାବେ ଲଢିଵି ତାହା କଳାହାଣ୍ଡି ଵାସୀ ନିର୍ଣ୍ଣୟ କରିବେ। ଆଗାମୀ ଦିନରେ ମୁଁ କଳାହାଣ୍ଡି ଜିଲ୍ଲା ର…

ଜୁନାଗଡ଼ରେ ପିରାମଲ ଫାଉଣ୍ଡେସନର ‘ସ୍ୱଚ୍ଛତା ସମରସତା’ ଅଭିଯାନ

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ପିରାମଲ ଫାଉଣ୍ଡେସନ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକରେ ଋତୁସ୍ରାବ ସ୍ୱଚ୍ଛତା ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ୱଚ୍ଛତା ସମରସତା (ହାଇଜିନ୍ ହାରମୋନି) ଅଭିଯାନ ଆୟୋଜନ କରାଯାଇଛି। ପ୍ରକାଶ ଯେ, ଗାନ୍ଧୀ ଫେଲୋ ରାଜନନ୍ଦାନୀ ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ…

କଂଗ୍ରେସ ଛାଡିଲେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ

ମୁନିଗୁଡା : (ରମାକାନ୍ତ ପୋଡାଲ )ଆଜି କଂଗ୍ରେସ ଦଳରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରବି ଶଙ୍କର। ଏନେଇ ସେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ବ୍ଲକ ଅଧ୍ୟକ୍ଷ ଜଣାଇଛନ୍ତି। ବର୍ତ୍ତମାନ…