ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି l ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପୂଜା ଅର୍ଚନା କରାଯାଇ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି l ଆସନ୍ତା ୧୭ ତାରିଖରେ…

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତିଯୋଗୀତା

୧୦ କିମି ରାସ୍ତା କୁ ୩୬ ମିନିଟ ରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କଲେ ନରିନ୍ଦ୍ର ଗହିର… ଧର୍ମଗଡ଼ : (ହେମନ୍ତ କୁମାର ମାଝି )ରୁ ହେମନ୍ତ କୁମାର ମାଝିଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା…

ସୋସିଆଲ ମିଡ଼ିଆ ରେ ବ୍ରାହ୍ମଣ ଓ ସନାତନ ଧର୍ମ ଉପରେ କଟୁ ମନ୍ତବ୍ୟ ନେଇ ଥାନାରେ ଏତଲା

ଧର୍ମଗଡ଼ :ତା ୯/୧/୨୪ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଥୂଆମୂଲ ରାମ ପୁର ର କୈଲାସ ଛତ୍ରିଆ ନାମକ ଜଣେ ବ୍ୟକ୍ତି ଗତକାଲି ରାତ୍ରି ରେ କୋକସରା ଖବର ବୋଲି ଏକ ହ୍ଵଆପ ଗୃପ ରେ ଵ୍ରାହ୍ମଣ ମାନଙ୍କ ଧର୍ମ ଓ…

ବେଆଇନ୍‌ ଭାବେ ଚାଲାଣ ବେଳେ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର

ବଲାଙ୍ଗିର: (ନରେନ୍ଦ୍ର ନେଗୀ)ବେଆଇନ୍‌ ଭାବେ ଚାଲାଣ ବେଳେ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଦାଦନ ସର୍ଦ୍ଦାରଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ…

ଚ।ଣ୍ଡାଳ ଡ୍ୟାମ କୁ ପର୍ଯଟନ ସ୍ଥଳୀର ମାନ୍ୟତା ମିଳୁ

ବଲାଙ୍ଗିର: (ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗାଁ ନିକଟରେ ରହିଛି ଚଣ୍ଡାଳ ଡ୍ୟାମ ଵା ଏମ ଆଇ ପି ଜଳାଶୟ ପ୍ରକଳ୍ପ । ସମ୍ବଲପୁର ବଲାଙ୍ଗୀର ଜାତୀୟ ରାଜପଥ ମୁଖ୍ୟ ରାସ୍ତା…

ମଠଖାଇ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ପ୍ରଦର୍ଶିତ ହୋଇଛି ନାଟକ ‘ଗୁଡ଼ମର୍ଣ୍ଣିଂ’

ବଲାଙ୍ଗିର:୦୯/୦୧ (ନରେନ୍ଦ୍ର ନେଗୀ)ମଠଖାଇ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ଆଜି କୋଶଳ କଳା ମଣ୍ଡଳରେ ପ୍ରଦର୍ଶିତ ହୋଇଛି ନାଟକ ‘ଗୁଡ଼ମର୍ଣ୍ଣିଂ’ । ନାଟକ ପ୍ରଦର୍ଶିତ ହେବା ପୂର୍ବରୁ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଆଜି ମଂଚାସୀନ ଥିଲେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ,…

ୟୁକୋ ବ୍ୟାଙ୍କର ୮୨ତମ ପ୍ରତିଷ୍ଟା ଦିବସ ପାଳିତ

ଢେଙ୍କାନାଳ;  ( ୬/୧): ଢେଙ୍କାନାଳ ମିନା ବଜାର ଜଗନ୍ନାଥ ରୋଡ଼ ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରେ ୮୨ତମ ପ୍ରତିଷ୍ଟା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଶାଖା ମୁଖ୍ୟ ପରିଚାଳକ ତଥା ପ୍ରବନ୍ଧକ ଶ୍ରୀ ସୌଭାଗ୍ୟ ସାହୁ, ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ…

ଢେଙ୍କାନାଳ ମଗଜି କୁ ଜି. ଆଇ ମାନ୍ୟତା ପ୍ରାପ୍ତ

ଢେଙ୍କାନାଳ : ଢେଙ୍କାନାଳ ମଗଜି କୁ ଜି. ଆଇ ମାନ୍ୟତା ପ୍ରାପ୍ତି କୁ ଜିଲ୍ଲାପ୍ରଶାସନ ତରଫରୁ ସ୍ୱାଗତ କରାଯାଇଛି l ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ଏଥିପାଇଁ ଜିଲ୍ଲାର ସମସ୍ତ ଅଧିବାସୀ, ମିଠା ବ୍ୟବସାୟୀ ସଙ୍ଘ କୁ ଶୁଭେଚ୍ଛା…

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ଯକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପବିତ୍ର ସାଧାରଣତନ୍ତ୍ର…

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ୧୨ତମ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ; ଦୂର୍ଗା ବଜାର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଢେଙ୍କାନାଳ ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୂଲ୍ୟରେ କାର୍ଯ୍ୟାଳୟ ଠାରେ ୧୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆଞ୍ଚଳିକ ଶାଖା ପରିଚାଳକ ସିପ୍ ସାଗର ଆର୍ଚାଯ୍ୟ ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…