ଜାତୀୟ ଦିବସ ପାଳନ କମିଟି (ଏନ୍ ଡି ସି ସି) ଜୟପାଟଣା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଜୟପାଟଣା : (ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଦିବସ ପାଳନ କମିଟି ଜୟପାଟଣା ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହର ସହ ପାଳିତ ହୋଇଯାଇଛି।ପ୍ରାତଃ ସମୟରେ ରାମଧୁନ ସହ ପ୍ରଭାତ ଫେରି କରାଯାଇଥିଲା।…

ଦିନକୁ ଦିନ ବଢୁଛି ମାଣ୍ଡିଆ ଜାତୀୟ ଖାଦ୍ୟର ଚାହିଦା

ତୁରେକେଲା ବ୍ୟୁରୋ: (ନରେନ୍ଦ୍ର ନେଗୀ)ବନବାସୀଙ୍କ ପ୍ରିୟ ଖାଦ୍ୟ ମାଣ୍ଡିଆକୁ ଏବେ ଆଧୁନିକ ଯୁଗର ଲୋକେ ଆଦରି ନେଲେଣି । ତେବେ ମିଶନ ଶକ୍ତି ସହ ମିଲେଟ ମିଶନକୁ ଯୋଡ଼ି ସରକାର ସ୍ୱତନ୍ତ୍ର ଭାବେ ମିଲେଟ୍ ଶକ୍ତି ଗଠନ କରିଛନ୍ତି । ଏହି…

ଦ୍ୱିତୀୟ ହରଭଙ୍ଗା ଲୋକ ମହୋତ୍ସବ ଉଦଘାଟିତ,ପାରମ୍ପରିକ ଲୋକ ବାଦ୍ୟ ରେ ମଶାଲ ଯାତ୍ରା

ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ଠାରେ ଶନିବାର ଦିନ ଦ୍ୱିତୀୟ ହରଭଙ୍ଗା ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ଦ୍ୱିତୀୟ ଲୋକ ମହୋତ୍ସବ ଅବସରରେ ପ୍ରଥମେ ଅଂଚଳ ର ଅଧିଷ୍ଠାତ୍ରୀ ଦେବି…

ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ,ଅନଗୁଳ କୁ ଚାମ୍ପିୟାନ ଟ୍ରଫି

ହରଭଙ୍ଗା :  (ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପ୍ରଗଲପୁର ତସରା ଖେଳ ପଡ଼ିଆ ଠାରେ ବୁଦ୍ଧ ଦେବ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ନାମେଣ୍ଟ ଶନିବାର ଉଦଯାପନୀ ଵା ଫାଇନାଲ ମ୍ୟାଚ ଅନୁଷ୍ଠିତ…

ପୌଷ ପର୍ବ “ଟକି ମରା “ପାଳନ ନିମନ୍ତେ ମୈତ୍ରୀ କମ୍ପାନୀ ପକ୍ଷରୁ ନୂତନ ବସ୍ତ୍ର ଓ ଖେଳ ସାମଗ୍ରୀ ବଣ୍ଟନ

କାଶୀପୁର : (ଅଞ୍ଜନ କୁମାର ନାଏକ)ପୌଷ ପର୍ବ ” ଟକି ମରା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ତଥା ଉଭୟ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଦିବାସୀଙ୍କ ଗଣ ପର୍ବ ଟକି ମରା ପର୍ବ…

କଣ୍ଟାବାଞ୍ଜି ରାଜନୀତିରେ ହଟଚମଟ,ଉଭୟ କଂଗ୍ରେସ ,ବିଜେପି ଓ ବିଜେଡି ମଧ୍ଯରେ ଛକାପଞ୍ଚା

ବଲାଙ୍ଗୀର ବ୍ୟୁରୋ: ୨୭/୦୧ (ନରେନ୍ଦ୍ର ନେଗୀ)ଦେଶରେ ଅନେକ ରାଜ୍ୟରେ ଫଳାଫଳ ଏବଂ ରାମ ମନ୍ଦିର ପ୍ରତିଷ୍ଠା ପରେ ବିଜେପି କର୍ମୀଙ୍କ ମହଲରେ ଉତ୍ସାହ ଦେଖାଦେଇଛି । ତାଠାରୁ ଅଧିକ ଉତ୍ସାହ ପ୍ରତିଫଳିତ ହୋଇଛି ବିଜେଡି କର୍ମୀଙ୍କ ମହଲରେ । କାରଣ ବିଜେଡି…

ଗୁଡାହାଣ୍ଡି ମଞ୍ଚ ରେ କୋକସରା ବ୍ଲକ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ

କୋକସରା: (ହେମନ୍ତ କୁମାର ମାଝୀ)୭୫ ତମ ସାଧାରଣତନ୍ତ୍ର ଅବସରରେ କୋକସରା ବ୍ଲକ ର ବିଭିନ୍ନ ସ୍କୁଲ, ଶିକ୍ଷାନୁଷ୍ଠାନ, ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଗୁଡହାଣ୍ଡି ମଞ୍ଚ ରେ ସ୍ଥାନୀୟ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଜାତୀୟ ଉତ୍ତୋଳନ କରିବା ପରେ…

ବରିଷ୍ଠ ନାଗରିକଙ୍କ ” ତୀର୍ଥ ” ଯାତ୍ରା କାଶୀପୁର ରୁ ହେଲା ଶୁଭାରମ୍ଭ

କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ପଞ୍ଚାୟତ ର ବରିଷ୍ଠ ନାଗରିକ ମାନେ ଆଜି କାଶୀପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ଏକ ଘରଇ ବସ ଯୋଗେ ତୀର୍ଥ ଯାତ୍ରା ପାଇଁ ରାୟଗଡା ପହଞ୍ଚିବାର ବ୍ୟବସ୍ଥା…

କୋଡ଼ିଏ କିଲୋମିଟର କାନ୍ଧରେ ବୁହାହେଲା ମୃତଦେହ ଆସିଲା ନାହିଁ ଶବ ବାହକ ଗାଡ଼ି

ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ଆସିଲା ନାହିଁ ଶବ ବାହକ ଗାଡ଼ି କାନ୍ଧରେ ବୁହାହେଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଫୁପୁଗାଁ ଗ୍ରାମରେ।କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ୍ କୁମୁଲି ଗ୍ରାମ ପଞ୍ଚାୟତ ନିକଟ ପୂର୍ଣ୍ଣିଗୁଡା ଗ୍ରାମର…

କାଶୀପୁରରେ ବିଭିନ୍ନ ଅନୁଷ୍ଠାନରେ ୭୫ ତମ ଗଣତନ୍ତ୍ର ଦିବସ ପାଳନ

କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଠାରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ୭୫ତମ ଗଣତନ୍ତ୍ର ଦିବସ ଯାକଜଖମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି।ଏହି ପରିପେକ୍ଷୀରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ,ସମନ୍ୱିତ ଶିଶୁଵିକାଶ ବିଭାଗ, କୃଷି…