
ରାୟଗଡା :(ରମାକାନ୍ତ ପୋଡାଲ )ଆଜି ରାୟଗଡ଼ା ଥରେ ଶ୍ରୀ ଶ୍ରୀ ସଦଗୁରୁ ଅର୍ଜୁନ ଙ୍କ ସତସଙ୍ଗ ଆୟୋଜିତ ହୋଇ ସାରିଛି । ଗୁଡ଼ିଆବନ୍ଧ ର ନାଗା ଭାଇ ଙ୍କ ଦୀକ୍ଷା ବାର୍ଷିକୀ ଉତ୍ସବ ଉପଲକ୍ଷେ ଏହା ଆୟୋଜିତ ହୋଇ ଥିଲା ।ଏଥିରେ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ କେଶବ ସେଠି ଭାଇ ଏବଂ ଶ୍ରିନୁ ଭାଇ ଥିଲେ । ଏହି ସତସଙ୍ଗ ରେ ଗୁମୁଦା,ଗୁଡ଼ିଅବନ୍ଧ ,ରାୟଗଡ଼ା ବାସି ବହୁଳ ମାତ୍ରା ରେ ଯୋଗ ଦେଇ ଏହା ର ପରିସମାପ୍ତି କରିଥିଲେ