Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ବଜରଙ୍ଗ ଦଳ ତରଫରୁ ଶୌର୍ଯ୍ୟ ଜାଗରଣ ରଥ ପରିଭ୍ରମଣ

47 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଠାରେ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ଉଦଘାଟନ ଅବସରରେ ଶ୍ରୀରାମ ଶୌର୍ଯ୍ୟ ଜାଗରଣ ରଥ ସଚେତନତା ଉପଲକ୍ଷେ ବିଶ୍ୱହିନ୍ଦୁ ପରିଷଦର ବଜରଙ୍ଗ ଦଳ ତରଫରୁ ଆଜି ଦହ୍ୟାଠାରୁ ବାହାରି ମନମୁଣ୍ଡା ଅଞ୍ଚଳ ବିଭିନ୍ନ ଗ୍ରାମ ପରିଦର୍ଶନ କରି ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଲାଲବାହାଦୁର ଶାସ୍ତ୍ରୀ ଓ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା ଓ ବୌଦ୍ଧିକ କାର୍ଯ୍ୟକ୍ରମ ହୋଇଥିଲା l

ତାପରେ କଣ୍ଟାମାଳ ଅଞ୍ଚଳକୁ ଯିବା ସମୟରେ ବିଭିନ୍ନ ସ୍ଥାନରେ ସ୍ବାଗତଂ କରିବା ସହିତ ଦର୍ଶନ କରିଥିଲେ lଆଜିର କାର୍ଯ୍ୟକ୍ରମରେ ସ୍ୱାମୀ ଶୁଖାନନ୍ଦ ସରସ୍ବତୀ, ଶୌର୍ଯ୍ୟ ଜାଗରଣ ବୌଦ୍ଧ ସୋନପୁର ସମ୍ବଲପୁର ରଥ ପ୍ରଭାରୀ ବିପିନ ବିହାରୀ ଗଡ଼ନାୟକ, ଶୌର୍ଯ୍ୟ ଜାଗରଣ ସମିତିର ଜିଲ୍ଲା ସଂଯୋଜକ ପ୍ରେମାନନ୍ଦ ମିଶ୍ର, ମିତ୍ର ଭାଇ, ଚନ୍ଦନ ଭାଇ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ସଂଜୀବ ଭାଇ, ଜିଲ୍ଲା ସହସଂଯୋଜକ ଚକିତ ଭାଇ, କଣ୍ଟାମାଳ ପ୍ରଖଣ୍ଡର ସଂଯୋଜକ ବିଧାନ ଭାଇ, ସହ ସଂଯୋଜକ ଅନନ୍ତ ଭାଇ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Related Post

ନିଖୋଜ ଯୁବତୀଙ୍କୁ ଉଦ୍ଧାର କଲା ବେଲଗୁଣ୍ଠା ପୋଲିସ୍

Posted by - March 27, 2023 0
ବେଲଗୁଣ୍ଠା:୨୭/୦୩ (ସୁଶାନ୍ତ କୁମାର ବେହେରା )ଆଜି ବେଲଗୁଣ୍ଠା ପୋଲିସ୍ ଜଣେ ନିଖୋଜ ଯୁବତୀଙ୍କୁ ଉଦ୍ଧାର କରି ତାର ପରିବାରକୁ ହସ୍ତାନ୍ତର କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ…

ଧର୍ମଗଡ ରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Posted by - January 19, 2023 0
ଧର୍ମଗଡ ଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ଭୂଷଣ,…

ଅଙ୍କିତା ପ୍ରିୟଦର୍ଶନି ଦାସ ଙ୍କ ନବମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରକ୍ତ ଦାନ ଶିବିର

Posted by - July 24, 2023 0
ଖପ୍ରାଖୋଲ: ୨୪/୦୭( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ ଦେଦର୍ହା ଗ୍ରାମ ରେ ଅଙ୍କିତା ପ୍ରିୟଦର୍ଶନି ଦାସ ଙ୍କ ନବମ ଶ୍ରାଦ୍ଧ…

ସି ସି ଟିଭି ରେ କଏଦ ହେଲା ଚୋରିର ଦୃଶ୍ୟ

Posted by - June 16, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହରର ଉଦୟ ନଗରରୁ ଚୋରି l ସିସିଟିଭି ରେ କଏଦ ହେଲା ଚୋରଙ୍କ କାରନାମା । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖ…

ତୀରନ୍ଦାଜୀଙ୍କୁ ବୌଦ୍ଧ ଜିଲ୍ଲାପାଳଙ୍କ ଶୁଭେଚ୍ଛା

Posted by - July 14, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା କ୍ରୀଡା ହଷ୍ଟେଲ ରେ ଅଧ୍ୟୟନ ସକାଶେ ତୀରନ୍ଦାଜ କ୍ଷେତ୍ରରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ…