ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ

19 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ଯ ବିଘ୍ନରାଜଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I

ବେଲଗୁଣ୍ଠାର ରେଡ଼ି ସାହି,ଗୋଲା ସାହି ବାଲିଡି ସାହି,ଗୋପୀନାଥ ସାହି,ଆଳିଆ ସାହି,ଶୁଣ୍ଢୀ ସାହି,ଖାଦାଳ ସାହି,କୁମୁଟି ପେଣ୍ଠ ଘରଛକ, ଟ୍ୟୁସନ,ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର,କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ,ଗାଙ୍ଗପୁର ବଡଦାଣ୍ଡ ସାହି, ଠାକୁରାଣୀ ମନ୍ଦିର ସାହି, ବାଲି ସାହି, ବନ୍ଧତଳ ସାହି ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏବଂ ଗୋବରା ଜୟ ଜଗନ୍ନାଥ କୋଚିଂ ସେଣ୍ଟର, ବଡଦାଣ୍ଡ, ନୂଆସାହି, କୁମ୍ଭାର ସାହି ଓ ଖଦାଳସାହି, ବାସୁଦେବପୁର ଗ୍ରାମରେ ଆର୍.କେ ଗୃପ୍ ତରଫରୁ ଶ୍ରୀ ବିନାୟକଙ୍କ ପୂଜା ଅନୁଷ୍ଠିତ ହୋଇ ଯାଇଛି I

ଗଣେଶ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି I ସୁସଜ୍ଜିତ ମେଢ ସାଙ୍ଗକୁ ରଙ୍ଗୀନ୍ ଆଲୋକ ମାଳାରେ ପୂଜା ମଣ୍ଡପ ଗୁଡ଼ିକ ଶୋଭା ପାଉଛି I ବହୁ ପୂଜା ମଣ୍ଡପ ନିକଟରେ ପ୍ରହଲ୍ଲାଦ ନାଟକ, ଭାରତଲୀଳା,ଭଜନ ସମାରୋହ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସନ୍ଧ୍ୟାରେ ପୂଜା ମଣ୍ଡପ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି I

Related Post

ଭାଜପା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ

Posted by - January 29, 2023 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟ କର୍ତ୍ତା ସମ୍ମିଳନୀ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷ…

ଭବାନୀପାଟଣା ନଗର ଦେବୀ ମା ଗଙ୍ଗା ଦେବୀ ଠାକୁରାଣୀଙ୍କ ଚଇତ୍ର ଯାତ୍ରା

Posted by - April 5, 2023 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଭବାନୀପାଟଣା ର ଲାଲ ବାହାଦୂର ଷ୍ଟାଡିଅମ ସ୍ଥିତ ନଗର ଦେବୀ ମା ଗଙ୍ଗା ଦେବୀ ଠାକୁରାଣୀଙ୍କ ଚଇତ୍ରା ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ…

ଝିଅ ନିଖୋଜ୍ : ଥାନା ର ଦ୍ଵାରସ୍ଥ ହେଲେ ପରିବାର

Posted by - August 1, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ପଞ୍ଚାୟତ ମହୁଲମୁଣ୍ଡା ଗାଁ ର ଧବଳେଶ୍ଵର ରାଉତ( ୪୧) ଙ୍କ…

ମହରାପଦର ପଂଚାୟତ ପୁର୍ବତନ ସରପଂଚ ପାଲାସାଗର ଭୋଇ ଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

Posted by - January 14, 2022 0
=ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ମହରାପଦର ପଂଚାୟତ ର ପୁର୍ବତନ ସରପଂଚ ତଥା ୮୦ ଦଶକ ର ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଆଗ ଧାଡିର ନେତା…

D/8 ବାଟାଲିୟନ ସିଆରପି ଏଫ ତରଫରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ

Posted by - March 10, 2022 0
ମୁନିଗୁଡ଼ା:(ରମାକାନ୍ତ ପଡାଲ)ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା D/8 ବାଟାଲିୟନ ସିଆରପିଏଫ ତରଫରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଜନ ସମ୍ପର୍କ ଶିବିରରେ…