Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବିଶ୍ୱକର୍ମା ଯୋଜନା ରେ ହିତାଧିକାରୀ ଙ୍କୁ ସଚେତନତା

24 0

ହରଭଙ୍ଗା୧୭/୦୯ ( ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ଆଠ ନମ୍ବର ମଣ୍ଡଳ ବିଜେପି ତରଫରୁ ରବିବାର ଦିନ ତିଳେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି, ଘୋଷଣା କରିଥିବା ନୂତନ ବିଶ୍ୱକର୍ମା ଯୋଜନା ବିଷୟରେ ହିତାଧିକାରୀ ମାନଙ୍କୁ ଧରି ଉକ୍ତ ଯୋଜନା ବାବଦରେ ଆଲୋଚନା କରିଥଲେ, ମଣ୍ଡଳ ସଭାପତି ବାମନ ବାରିକ ଓ ବିଜେପି ନେତା ସରୋଜ ପ୍ରଧାନ ଙ୍କ ସମେତ ହିତାଧିକାରୀ ଓ ଜନସାଧରଣ ଉପସ୍ଥିତ ଥିଲେ l

Related Post

କୂଅରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

Posted by - December 22, 2019 0
କେନ୍ଦୁଝର:କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଯାମଜୁଡି ପଂଚାୟତ ଅନ୍ତର୍ଗତ ମାନପୁର ଗ୍ରାମର ଏକ କୂଅରେ ଆଜି ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧ ଜଣକ…

ଜିଲ୍ଲାପାଳ ସୁବର୍ଣପୁର ଙ୍କ ସହର ସ୍ଥିତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ

Posted by - July 22, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଆଜି ସୋନପୁର ସହର ର ଜିଲ୍ଲା ସାମ୍ବାଦିକ ସଂଘର ସାମ୍ବାଦିକ ଭବନ, ସୁବର୍ଣ୍ଣl ନାରୀ ଜାଗରଣ କେନ୍ଦ୍ର, ଲେପ୍ରା…

ବୌଦ୍ଧରେ ଜିଲ୍ଲା ସ୍ତରୀୟ ବିଶ୍ୱ ସାଇକେଲ ଦିବସ ପାଳିତ

Posted by - June 4, 2023 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଆନୁକୂଲ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଜିଲ୍ଲା ସ୍ତରୀୟ…

ବସ୍ତା ବ୍ଲକ ବରୁଣ ଗଡିଆ ପଞ୍ଚାୟତ ଓ ବ୍ରାହ୍ମଣଦା ପଞ୍ଚାୟତରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

Posted by - December 1, 2021 0
ବସ୍ତା :ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଡ ବଣ୍ଟନ ବସ୍ତା ବ୍ଲକ ବରୁଣ ଗଡିଆ ପଞ୍ଚାୟତ ଓ ବ୍ରାହ୍ମଣଦା ପଞ୍ଚାୟତ ରେ ମୁଖ୍ୟ ଅତିଥି ଭାବେ ବସ୍ତା ବିଧାୟକ…

ବଡବିଲ ବାରିକସଙ୍ଘ କର୍ମକର୍ତ୍ତା ମାନେ ତହସିଲଦାରଙ୍କ ଦ୍ବାରସ୍ଥ।

Posted by - May 12, 2020 229
ବଡ଼ବିଲ:(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ବାରିକସଂଘ ପକ୍ଷରୁ ଆଜି ବଡ଼ବିଲ ତହସିଲଦାରଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଘଟଣାରୁ ଜଣାଯାଏ ଯେ…