Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଚାନ୍ଦବାଲି ରୁ ମିଳିଲା ଏକ ବିରଳ ପ୍ରଜାତିର ମାଛ

775 163

ଭଦ୍ରକ:(ସୀତା ରାମ ଦୀକ୍ଷିତ)ଚାନ୍ଦବାଲି ରୁ ଏକ ବିରଳ ପ୍ରଜାତି ର ମାଛ ଆଜି ଉଦ୍ଧାର ହୋଇଛି।ଚାନ୍ଦବାଲି ତହସିଲ ପୋଖରୀ ରୁ ଏହି ମାଛ ଉଦ୍ଧାର କରାଯାଇଛି।

ଏହି ମାଛ ତାର ଦୁଇ ପର ସାହାଯ୍ୟ ରେ ମାଟି ଓପରେ ଠିଆ ହୋଇପାରୁଛି ଓ ଶବ୍ଦ ମଧ୍ୟ କରୁଛି।ମାଛଟି ର ଚାର ଟି ଆଖି ଥିଲା ବେଳେ ଏହାର ଓଜନ ୨କିଲୋ  ରହିଛି।ଏହାର ପିଠି ଓ ଲାଞ୍ଜ ବହୁତ ଟାଣ ଓ ପିଠି ରେ ବିଭିନ୍ନ ପ୍ରକାର ଦାଗ ରହିଛି।

 

Pic-news odisha

Related Post

ରକ୍ତତୀର୍ଥ କୁଦୋପାଲିରେ ବୀର ଶହୀଦଂକୁ ଶ୍ରଦ୍ଧାଞ୍ଜଳି

Posted by - December 31, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)୧୮୫୭ କ୍ରାନ୍ତିର ମୁକସାକ୍ଷୀ ସମ୍ବଲପୁର କୁଦୋପାଲି ଘାଟିରେ ଗୋଟିଏ ଦିନରେଏଠାରେ ୫୩ ଜଣ ଇଂରେଜ ଗୁଲିରେ ଶହିଦ ହେବା ସହ ୫ ଜଣ ଫାଶିଖୁଣ୍ଟରେ ଝୁଲିବା…

ବାଲେଶ୍ଵର ସଦର ବିଧାୟକ ଙ୍କ ଅକାଳ ବିୟୋଗ, ବିଶିଷ୍ଟ ବ୍ୟକ୍ତି ଙ୍କ ଶୋକ ପ୍ରକାଶ

Posted by - June 17, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ) ବିଶ୍ବାସ କରି ହେଉନାହିଁ।ମଙ୍ଗୁ ଭାଇ ନାହାନ୍ତି। ଜନ୍ମ ହେଲେ ମୃତ୍ୟୁ ସତ୍ୟ। ଏହା ସମନ୍ତଙ୍କୁ ଜଣା। ତେବେ ଏମିତି ମୃତ୍ୟୁ, ସମସ୍ତ ଙ୍କୁ ସ୍ତବ୍ଧ କରି…

କୋରୋନା କାଳରେ ଆଗେ ଭାଙ୍ଗିଲେ ପରେ ପିଠି ଥାପୁଡେଇଲେ

Posted by - June 10, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ସହର ର RCD ହାଇସ୍କୁଲ ନିକଟରେ ଥିବା ଚଣା ପକୁଡି ଦୋକାନକୁ ପ୍ରଶାସନ ଦ୍ୱାରା ଭଙ୍ଗା ଯାଇଛି। ସେହି ଦୋକାନ କୁ ସ୍କୂଲ…

ବିଜେପି କୃଷକ ମୋର୍ଚାର ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର

Posted by - June 9, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚା ତରଫରୁ ଆଜି ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ।…

ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ମ୍ୟାଜିକ୍‌ କାମ କଲାନି, ସନା ସମର୍ଥକ ବିଜୟୀ

Posted by - December 9, 2018 0
କେନ୍ଦୁଝର : ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ମ୍ୟାଜିକ୍‌ କାମ କଲାନି। ଘସିପୁରା ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଘଟଗାଁ ବ୍ଲକର ମୁକ୍ତାପୁର ପଞ୍ଚାୟତରେ ହୋଇଥିବା ସମିତିସଭ୍ୟ ଉପନିର୍ବାଚନରେ ପରାଜିତ ହେଲେ…

There are 163 comments

  1. Pingback: aralen cheapest

  2. Pingback: molnupiravir 200

  3. Pingback: olumiant lilly

  4. Pingback: buy zanaflex uk

  5. Pingback: lumigan price

Leave a comment

Your email address will not be published.