ରାସ୍ତା ର ଉଭୟ ପାଶ୍ୱର୍ରେ ପିଚୁ କାମ ଉପରେ କ୍ରସର ଗୁଣ୍ଡ

156 0

ଧର୍ମଗଡ଼:( ହେମନ୍ତ କୁମାର ମାଝୀ)କେନ୍ଦ୍ର ସରକାର ହୋଇ ରାଜ୍ୟ ସରକାର ଲୋକ ଙ୍କ ଯାତାୟାତ ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ଠିକାଦାର ଓ ଯନ୍ତ୍ରି ନିର୍ବାହୀ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ହେଉ କିମ୍ବା ଯେ କୌଣସି କାମ ହୋଇ ନିର୍ମାଣ ର କମ୍ ସମୟ ମଧ୍ୟରେ ଖରାପ୍ ହେବା ରେ ଲାଗିଛି। ତା’ର ଏକ ଜ୍ଜଲନ୍ତ ଉଦାହରଣ ଦେଖିବାକୁ ମିଳୁଛି । ଏବଂ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି ।R C L ନାମକ ଏକ ଠିକାଦାର ସଂସ୍ଥା ଦ୍ୱାରା ନିର୍ମାଣ ଚାଲିଛି ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ପର୍ଯ୍ୟନ୍ତ । ଏହି ରାସ୍ତା ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଛି।

ହେଲେ ମାତ୍ର ଦୁଇ ତିନି ମାସ ହେବ ଧର୍ମଗତ ସମସାନ ପାଖରେ ବ୍ରିଜ ଓ ରାସ୍ତା ତିଆରି ହେଇଥିଲା। ରାସ୍ତା ତିଆରି ସମୟରେ ମାଟି କ୍ରସର ଗୁଣ୍ଡ ଭଳି ବିଭିନ୍ନ ସାମଗ୍ରୀ ଏବଂ ବିଭିନ୍ନ ଯନ୍ତ୍ରପାତି ବ୍ୟବହାର କରିଥିଲା। ହେଲେ ଭୁଲ୍ କେଉଁଠି ରହିଲା ଯେ ରାସ୍ତା ର ଉଭୟ ପାଶ୍ୱର୍ରେ ଦାବିବାରେ ଲାଗିଲି ଏହି କାମ ଚାଲୁଥିବା ସମୟରେ ବିଭାଗ ପକ୍ଷରୁ ସଠିକ୍ ଭାବରେ ତଦନ୍ତ କଲେ ନାହିଁ କି?

କେଉଁଠି ଭୂଳ ରହିଲା ଯେ ପିଚୁ କାମ ହେଲା ଉପରେ ପୁଣି କଂକ୍ରିଟ ଉପରେ କ୍ରସର ଗୁଣ୍ଡ ଦିଆଯାଇଛି ତାର ଉଚ୍ଚସ୍ତରୀୟ ତଦନ୍ତ ହେବା କୁ ବିଭିନ୍ନ ମହଲ ରୁ ଅଭିଯୋଗ ହେଉଥିବା ବେଳେ ସୋସିଆଲ ମିଡ଼ିଆ ରେ ମଧ୍ୟ ରାସ୍ତା ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି । ଏହି ରାସ୍ତା ଉପରେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି। ଆମେ ବିଭାଗୀୟ ଅଧିକାରୀ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ହେଲେ ଯୋଗାଯୋଗ ହୋଇ ପାରିଲା ନାହିଁ।

Related Post

କରୋନା ସତର୍କତା:ବିଦେଶ ଫେରନ୍ତାଙ୍କ ଲାଗି ପଞ୍ଜିକରଣ ବାଧ୍ୟତା ମୂଳକ, ନ ମାନିଲେ ଦଣ୍ଡ

Posted by - March 16, 2020 0
ଭୁବନେଶ୍ବର୧୬/୩: ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।  ବର୍ତ୍ତମାନ ପରିସ୍ଥିତିରେ ବିଦେଶରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିମାନେ…

ମୁଖ୍ୟନିର୍ବାଚନ କମିଶନର ଙ୍କ ରାଜନୈତିକ ଦଳ ମାନଙ୍କୁ ଚେତାବନୀ:କ୍ରିମିନାଲ ରେକର୍ଡ଼ ଥିବା ପ୍ରାର୍ଥୀଙ୍କ ତଥ୍ୟ ଗଣମାଧ୍ୟମରେ ସାର୍ବଜନୀନ କରିବାକୁ ପଡ଼ିବ

Posted by - December 24, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନିର୍ବାଚନ ରେ ପ୍ରାର୍ଥୀ ହେଉଥିବା ଅପରାଧିକ ଶ୍ରେଣୀର ବ୍ୟକ୍ତି ମାନେ ଏଥର ଆଉ ଖସି ପାରିବେ ନାହିଁ।କ୍ରିମିନାଲ ରେକର୍ଡ଼…

ବୌଦ୍ଧ ଜ଼ିଲ୍ଲା ସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

Posted by - January 26, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ଆଜି ସକାଳ ୮.୩୦ ମିନିଟ ସମୟରେ ବୌଦ୍ଧ କଚେରୀ ପଡିଆ ଠାରେ ୭୩ତମ ଜ଼ିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇ ଯାଇଛି…

ପୁଣି ଦେବଦୂତ ସାଜିଲେ ଓଲିଉଡ ହିରୋ ସବ୍ୟସାଚୀ

Posted by - June 3, 2020 0
ଭୁବନେଶ୍ବର :ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରକୁ ଘରକୁ ପଠାଇବା କ୍ଷେତ୍ରରେ ସହାୟତା ନିମନ୍ତେ ଏବେ ଓଲିଉଡ ଅଭିନେତା ସବ୍ୟସାଚୀ ବେଶ୍ ଖ୍ୟାତି ପାଇଛନ୍ତି । ନିକଟରେ…

କାହାକୁ ଶୁଭିଲାନି ଚିତ୍କାର, ୧୦ ହଜାର ପୁଲିସ କାହା ସେବାରେ,ପୁରୀରେ ରାତିସାରା ଲକଜୁରୀ ବସ୍ ଭିତରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

Posted by - July 10, 2019 75
ପୁରୀ:ଦଶ ହଜାର ପୁଲିସ, ମାଳ ମାଳ ଯବାନ ଓ ଅଧିକାରୀଙ୍କ ବଳୟ ଭିତ‌ରେ ଥିବା ପୁ ଶରଧାବାଲିସ୍ଥିତ ବସଷ୍ଟାଣ୍ଡରେ କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳର ଜଣେ ନିରିହ ଆଦିବାସୀ…