ଜିଲା ବିଜେପି ପକ୍ଷରୁ ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ କୁଲତାଖଲି ଗ୍ରାମରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

38 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ଜିଲା ବିଜେପି ପକ୍ଷରୁ ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ କୁଲତାଖଲି ଗ୍ରାମରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟା ୬ ଟା ସମୟରେ ଆୟୋଜିତ ହୋଇଛି l ବିଜେପିର ତେଲିବନ୍ଧ ଗ୍ରାମୀଣ ମଣ୍ଡଳ ପକ୍ଷରୁ ଏହି ଅବସରରେ ଗ୍ରାମର ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ତେଲିବନ୍ଧ ଗ୍ରାମୀଣ ମଣ୍ଡଳ ସଭାପତି ନବୀନ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ନାମସଂକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରିବା ପରେ ମାଟି ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲା କୃଷକ ମୋର୍ଚା ସଭାପତି ରବି କୁମାର ଦେଓ, ବରିଷ୍ଠ ନେତା ବୈକୁଣ୍ଠ ପ୍ରଧାନ, ଦାଶରଥି ବାରିକଙ୍କ ସମତେ ଅନ୍ୟମାନେ ସାମିଲ ହୋଇଥିଲେ ।

Related Post

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

Posted by - June 23, 2023 0
ସୁସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ…

ଆମ୍ବଗାଁ ହାଇସ୍କୁଲ ଶତ ପ୍ରତିଶତ ଛାତ୍ରଛାତ୍ରୀ ଦଶମ ପାସ୍

Posted by - May 19, 2023 0
ବୌଦ୍ଧ:୧୯।୫(ଚିତ୍ତରଞ୍ଜନ ସିଂ): ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ଗୁରୁବାର ପ୍ରକାଶ ପାଇଛି l କଣ୍ଟାମାଳ ବ୍ଲକ ଆମ୍ବଗାଁ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ୧୦୦…

ଆସିଥିଲେ ସାଥିରେ ଚାଲିଗଲେ ସାଥିରେ,ପୋଖରୀରେ ବୁଡି ଦୁଇ ଜାଆଁଳା ଭାଈ ମୃତ

Posted by - January 19, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଜାନୁୟାରୀ ୧୯ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ମହାଲିଂ ଗ୍ରାମରେ ହୃଦୟ ବିଦାରକ ଘଟଣା…

ଭୀଷଣ ଅଗ୍ନି କାଣ୍ଡ ରେ ଦୁଇ ବଖରା ଘର ଭସ୍ମୀଭୂତ , ଲକ୍ଷାଧିକ ଟଙ୍କା ର ସମ୍ପତି ନଷ୍ଟ।

Posted by - March 15, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାରା ରାଜ୍ୟରେ ପ୍ରବାହିତ ହେଉଛି। ତାର ପ୍ରଭାବ ରେ ଗାଆଁ ଗଣ୍ଡା ରେ ଅଗ୍ନି କାଣ୍ଡ ଘଟିବା ଏକ ନୀତି ଦିନିଆ…