ଅନ୍ୱେଷା ହଷ୍ଟେଲ ହିଆଲ ରେ ପେରେଣ୍ଟସ୍ ଏଜ୍ ପାର୍ଟନର ମିଟିଙ୍ଗ

9 0

କଣ୍ଟାବାଞ୍ଜି ବ୍ୟୁରୋ:(ନରେନ୍ଦ୍ର ନେଗୀ) ଅନ୍ୱେଷା ହଷ୍ଟେଲ ହିଆଲ କଣ୍ଟାବାଞ୍ଜିରେ ପେରେଣ୍ଟସ୍ ଏଜ୍ ପାର୍ଟନର ମିଟିଙ୍ଗ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ହୋଇଯାଇଛି ।

ଏହି ମିଟିଂ ସମ୍ପୂର୍ଣ ୫ ଟି ପର୍ଯ୍ୟାୟ ରେ ହେବା। ଏହି ମିଟିଂ ର ଲକ୍ଷ୍ୟ ହେଉଛି ଅଭିଭାବକ ମାନଙ୍କୁ ଛାତ୍ର ମାନଙ୍କ ନିକଟ ତର କରିବା ସହିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଉପରେ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରାଯିବ ଏବଂ ହଷ୍ଟେଲ କେମିତି ସୁଚାରୁ ରୁପେ ଚାଲିବ ସେ ବିଷୟରେ ଅଭିଭାବକ ମାନଙ୍କୁ ସଚେତନ କରାଯାଇଥିଲା ।

ଏହି ମିଟିଂ ରେ ମୁଖ୍ୟ ଅତିଥିଭାବେ ବଲାଙ୍ଗୀର ଜିଲ୍ଲା ମଙ୍ଗଳ ଅଧିକାରୀ ଯୋଗ ଦେଇଥିଲେ । ଏହି ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ବିଜେତା ମାନଙ୍କୁ ସମ୍ମାନିତ କରାଯାଇଥିଲା।

Related Post

ରୋଟାରୀ କ୍ଲବ ପରିସରରେ ମଧୁସଙ୍ଗୀତମ ଅନୁଷ୍ଠାନର ଚତୁର୍ଥ ବାର୍ଷିକ ଉତ୍ସବ

Posted by - April 10, 2023 0
ଯାଜପୁର:ଯାଜପୁର ଅମ୍ବିକାଇ ସ୍ଥିତ ରୋଟାରୀ କ୍ଲବ ପରିସରରେ ମଧୁସଙ୍ଗୀତମ ଅନୁଷ୍ଠାନର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଆୟୁକ୍ତ ଭୂଲେଖ ଓ…

ମହିମା ମଠ ଠାରେ ଧର୍ମlବଲମ୍ବୀ ସାଧୁ ସନ୍ଥ ଓ ଭକ୍ତ ଙ୍କ ନବlନ୍ହ ଉତ୍ସବ

Posted by - August 22, 2021 0
ବୌଦ୍ଧ:( ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ କୋଇଲିସୂତା ଅଲେଖ ମହିମା ମଠ ଠାରେ ଆଜି ନବlନ୍ହ ଉତ୍ସବ ଆୟୋଜିତ ହୋଇଯାଇଛି!ସୂଚନା…

ଯାଜପୁର ଜିଲ୍ଲା ଗସ୍ତରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ

Posted by - August 4, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଗସ୍ତରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ। ଆଜି ଦିନିକିଆ ଗସ୍ତରେ ଯାଜପୁର ରେ ପହଂଚି ଜିଲାପାଳ…

ଧଣ୍ଡାମୁଣ୍ଡା ପଞ୍ଚାୟତରେ ନୂଆଖାଇ ପୂର୍ବରୁ ଗାଁ ସଫାଇ ଆରମ୍ଭ କଲେ ସରପଞ୍ଚ, ଅସହାୟ ଙ୍କୁ ବାଣ୍ଟିଲେ ନୂଆଖାଇ ତିହାରୀ ସାମଗ୍ରୀ

Posted by - August 24, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଆଗକୁ କୃଷିଭିତ୍ତିକ ଗଣପର୍ବ ନୂଆଖାଇ I ନୂଆଖାଇ ପାଇଁ ସବୁଠି ଆରମ୍ଭ ହେଲାଣି ପ୍ରସ୍ତୁତି। ଖପ୍ରାଖୋଲ ବ୍ଲକ୍ ଧଣ୍ଡମୁଣ୍ଡା ପଞ୍ଚାୟତ ସରପଞ୍ଚ ବୈଦ୍ୟନାଥ…

ବୃଦ୍ଧାଶ୍ରମରେ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ସମ୍ବଲପୁରୀ ନୃତ୍ୟାଙ୍ଗନା ଦୀପାଞ୍ଜଳି

Posted by - September 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜିକାଲି ଜନ୍ମଦିନ ପାଳନ କରିବା ଏକ ଫେସନରେ ପରିଣତ ହେଲାଣି। ଖୁବ ଜାକ ଜମକରେ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରି ଧୁମଧାମରେ ଜନ୍ମଦିନକୁ ଲୋକେ…