ଗୁରୁ ଦିବସରେ ସମ୍ବର୍ଦ୍ଧନା ସମାରୋହ

41 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ ସଭାକକ୍ଷରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଆୟୋଜିତ ହୋଇଥିଲା ଗୁରୁ ଦିବସ ସମ୍ବର୍ଦ୍ଧନା ସମାରୋହ -୨୦୨୩ । ଏଇ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷଶ୍ରୀ ଗୋପାଳ ମିଶ୍ର ଅଧ୍ୟକ୍ଷତା କରିଥିଲେ । ପ୍ରଥମରେ ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ କରା ଯାଇଥିଲା ।

ଏଇ ଅବସରରେ ଛାତ୍ରଛାତ୍ରୀମାନେ ଗୁରୁମାନଙ୍କ ଉଦ୍ଦେଶ୍ୟରେ ସମ୍ମାନସୂଚକ ବକ୍ତବ୍ୟ ପ୍ରଦାନ କରିଥିଲେ ।ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ସମ୍ମାନ ଜଣାଇ ଯୁକ୍ତଦୁଇ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ ମାଧ୍ୟମରେ କେକ୍ କାଟିବା ସହିତ ଅଧ୍ୟକ୍ଷ ଶ୍ରୀ ଗୋପାଳ ମିଶ୍ର , ପ୍ରାଧ୍ୟାପିକା ଶ୍ରୀମତୀ ନମିତା ରଥ ,ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର ଓ ପ୍ରାଧ୍ୟାପକ ଶ୍ରୀ ସୌମିତ୍ରି ପ୍ରଧାନଙ୍କୁ ଉପହାରମାନ ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।

 

Related Post

କବି ସ୍ନେହଲତା ଦ୍ୱିବେଦୀ କୁଂ ନିର୍ଝରିଣୀ ସାହିତ୍ୟ ସଂସଦ ,କୁଡୁମୁଲୁଗୁମ୍ମା ତରଫରୁ ସମ୍ବର୍ଦ୍ଧନା

Posted by - February 15, 2022 0
କୁଡୁମୁଲୁଗୁମ୍ମା:(ଅବଦୁଲ ଗନି)କଟକ ମାଟି ର ସନ୍ତାନ ବରିଷ୍ଟ କବୀ ସ୍ନେହଲତା ଦ୍ୱିବେଦୀ କଂ ମାଲକାନଗିରି ଗ୍ରସ୍ତ ଅବସରରେ କୁଡୁମୁଲୁଗୁମ୍ମା ଡାର୍ୱିନ୍ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏକ…

କେନ୍ଦୁଝର ଜିଲ୍ଲାରେ ଦୃଘଟଣା ସବୁ ଦିନ ଲାଗି ରହୁଛି

Posted by - August 3, 2020 366
ବଡ଼ବିଲ:(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲାରେ ଦୃଘଟଣା ସବୁ ଦିନ ପରି ଲାଗିରହୁଛି।ବାରମ୍ବାର ଖବର ପ୍ରକାଶ କରିଥିଲେ ମଧ୍ୟ ଏହାର ତଦନ୍ତ ନ ହେଇ କାର୍ଯ୍ୟାନୁଷ୍ଠାନ ଶୂନ ହେଉଛି।କେନ୍ଦୁଝର ଜିଲ୍ଲାର…

ଖରଭୂଇଁ ପଥରକ୍ବାରୀ ଓ କ୍ରସର ବିରୁଦ୍ଧରେ ଆନ୍ଦୋଳନ ପହଞ୍ଚିଲା ୦୮ମ ଦିନରେ

Posted by - November 9, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ଖରଭୂଇଁ ପଥରକ୍ବାରୀ ଓ କ୍ରସର ବିରୁଦ୍ଧରେ ଆନ୍ଦୋଳନ ଆଜି ପହଞ୍ଚିଲା ୦୮ମ ଦିନରେ । ଆଜିମଧ୍ୟ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଲୋଗାନ ଦେଇ…

ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

Posted by - August 31, 2023 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଚମ୍ପାପୂର୍ ଗ୍ରାମ ରେ ଗତକାଲି ରାତି ଆଠଟା ସମୟରେ ବରିଷ୍ଟ ନାଗରିକ ସୁବାଷ ଚନ୍ଦ୍ର ମେହେର ଙ୍କ ନେତୃତ୍ୱ ରେ…