Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ପୁଣି ଲାଗିଲା ମାଓ ବ୍ୟାନର ଓ ପୋଷ୍ଟର

192 0

ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକରେ ଲାଗିଛି ମାଓ ବ୍ୟାନର ଓ ପୋଷ୍ଟର । ଏଥିରେ 3ପ୍ରମୁଖ ବିଜେଡି ନେତାଙ୍କୁ ଧମକ ଦିଆଯାଇଥିବା ଦେଖିବାକୁ ମିଳିଛି ।

ପୋଲିସ ନିରିହ ଲୋକଙ୍କୁ ମିଥ୍ୟା କେଶ ରେ ପକାଇ ଜେଲ ରଖିବା ସହ ମାଡ ମାରୁଥିବାରୁ ତାଙ୍କୁ ନିର୍ଦୋଶ ରେ ସେମାନଙ୍କୁ ଖଲାସ କରାଯାଉ ନଚେତ ସଡଯନ୍ତ୍ର ଚଲାଇଥିବା ୩  ବିଜେଡି ନେତା ଆଇନ ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ସାସଦ ତଥା ବିଜେଡି ରାଜ୍ୟ ଉପସଭାପତି ନାକିଡି ଭାସ୍କର ରାଓ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ତଥା ରାୟଗଡା ଜିଲ୍ଲା ବିଜେଡି ସଭାପତି ସୁଧିର ଦାସ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଜିବ ବୋଲି ଉଲ୍ଲେଖ ରହିଛି । ଏହି ବ୍ୟାନର ଓ ପୋଷ୍ଟର ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ତରଫରୁ ଲାଗିଥିଲା ଉଲ୍ଲେଖ ରହିଛି ।

Related Post

ବରଗଡ ଧନୁଯାତ୍ରା ସ୍ଥଗିତ

Posted by - December 11, 2021 0
ବରଗଡ/ଅତାବିରା:ସାରା ବିଶ୍ୱରେ ଧନୁଯାତ୍ରା ମହୋତ୍ସବ ପାଇଁ ପ୍ରସିଦ୍ଧ ଅଟେ ବରଗଡ ଜିଲ୍ଲା ।କରୋନା ପ୍ରଭାବରୁ ଏ ବର୍ଷ ଧନୁଯାତ୍ରା ହେବ କି ନାହିଁ ସଠିକ ଭାବେ କୁହାଯାଇପାରୁ…

ବୌଦ୍ଧରେ ବିଦ୍ୟୁତ ମହୋତ୍ସବ ପାଳିତ

Posted by - July 27, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ଆଜାଦୀକୁ ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶର ପ୍ରତ୍ୟେକ ଜିଲାରେ ଉଜ୍ଜଳ ଭାରତ- ଉଜ୍ଜଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଅଛି…

ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

Posted by - August 17, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ପ୍ରତିବର୍ଷପରି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁର ସ୍ଥିତ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି 1947 ମସିହା…

ରାଉରକେଲାରେ ଚାଞ୍ଚଲ୍ୟ,ଅସହ୍ୟ ହେଲା ବାପାଙ୍କ ମାଡ଼ ଓ ଗାଳି,ବିଷ ପିଇଦେଲେ ୩ ଭଉଣୀ

Posted by - September 8, 2019 0
ରାଉରକେଲା : ମଦ୍ୟପ ବାପାର ନିର୍ଜାତନା ସହି ନପାରି ରାଉରକେଲା ବୀରମିତ୍ରପୁର ନିକଟ ପାତାଳକାଣ୍ଡ ଗ୍ରାମର ୩ ଭଉଣୀ ଶନିବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…