Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

Thank you ନବୀନ ପଟ୍ଟନାୟକ:- ଓଡ଼ିଶା ଡ୍ରାଇଭର ମହାସଂଘ

638 0

କାଶୀପୁର:(ଅଞ୍ଜନ କୁମାର ନାଏକ)ଓଡିଶା ଡ୍ରାଇଭର ମହାସଂଘର ଦାବି ପୂରଣ ହେତୁ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦରରେ ଓଡିଶା ଡ୍ରାଇବର ମହାସଂଘ ତରଫରୁ ଏକ ବିରାଟ ଡ୍ରାଇବରଙ୍କ ସମାଗମରେ ଦୁର୍ଗା ମଣ୍ଡପଠାରୁ ମାଁ ମାନିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଏକ ସଭାଯାତ୍ରା କରି ମନ୍ଦିରରେ ପୂଜାର୍ଚ୍ଚନା କରି ଶତାଧିକ ଡ୍ରାଇବର ମାନେ ଖୁସିରେ କ୍ୟାକ କାଟି ଥିଲେ ।

ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ବାରମ୍ବାର ଡ୍ରାଇବାରଙ୍କ ବିଭିନ୍ନ ସମସ୍ୟାକୁ ଭିତି କରି ରାଜ୍ୟସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରି, ରାସ୍ତା ରୋକ ଷ୍ଟେରିଂ ଛଡା ଏବଂ ରାଜ ରାସ୍ତାରେ ଆଲ୍ହାଇ ଅନେକ ସମୟରେ ରାଲି କରାଯାଇ ଥିଲେ।ବର୍ତ୍ତମାନ ଡ୍ରାଇବରଙ୍କ ୧୦ ଦଫା ସମ୍ବଳିତ ଦାବୀ ମଧ୍ୟରୁ ରାଜ୍ୟ ସରକାର ପ୍ରଥମେ ଡ୍ରାଇବରଙ୍କ ଦୁର୍ଘଟଣା ଜନିତ ଦାବୀ କୁ ମାନି ନେଇ ଦୁର୍ଘଟଣାରେ ଡ୍ରାଇବରଙ୍କ ମୃତ୍ୟୁ ହେଲେ ୪ ଲକ୍ଷ ବିମା ରାଶି ,ଅକ୍ରମଣ୍ୟ ତଥା ସ୍ଥାଇ ଅକ୍ଷମତାଙ୍କୁ ୨ ଲକ୍ଷ ବିମା ରାଶି ଓ ସାଙ୍ଘାତିକ କ୍ଷତିପୂରଣ ବିମା ରାଶି ୮୦ ହଜାର ଟଙ୍କାର ଅନୁମତି ପ୍ରଦାନ ଦେଇଥିବା ବେଳେ କାଶୀପୁର ବ୍ଲକ ଡ୍ରାଇବର ସଂଘ ସଭାପତି ଜଗିଯିବନ ନାଏକ ମୂଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା ଡ୍ରାଇବର ମହାସଂଘ ତରଫରୁ ଧନ୍ୟବାଦ ସଭା ତଥା Thank you ନବୀନ ପଟ୍ଟନାୟକ ସଭାର ଆୟୋଜନ କରାଯାଇଥିଲା।

ଏହି କ୍ରମେ ଡ୍ରାଇଭରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗରେ ସିଧାସଳଖ ସାହାଯ୍ୟର ହାତ ଥିବାରୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି ଏବଂ ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତି ତୁକୁନି ସାହୁଙ୍କ ସମେତ ପୋଲିସ ପ୍ରଶାସନ ଓ ଗଣମାଧ୍ୟମ ର ଯୋଗଦାନ ହେତୁ ଧନ୍ୟବାଦ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମ ରେ ଲିଗାଲ ଆଡ଼ବାଇଜର କନେଇ ଲାଲ ଜୈନ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଏବଂ ବରିଷ୍ଠ ଡ୍ରାଇବର ପଦ୍ମନାଭ ପରିଛା କ୍ୟାକ କାଟି ଥିଲେ । ବରିଷ୍ଠ ଡ୍ରାଇବର ଗଣେଶ ବୈଠାରୁ, ଜଗବନ୍ଧୁ ଗପାଳ, କୁନା ପାଡି ନାଏକ, ଆମର ଗପାଳ, ପରୀକ୍ଷିତ ନାଏକ, ଉପ ସଭାପତି ଜଗନ୍ନାଥ ତୁରୁକ, ସମ୍ପାଦକ କାମଲେ ନାଏକ ଅ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

 

Related Post

ହତ୍ୟା ନା ଆତ୍ମହତ୍ୟା ଯୁବକ ଙ୍କ ଝୁଲନ୍ତା ମୂତ ଦେହ ଉଦ୍ଧାର ସନ୍ଦେହ ଘେରରେ ପରିବାର

Posted by - May 20, 2023 0
କେସିଙ୍ଗା:(ପ୍ରିତେଶ ପଟେଲ୍) କେସିଙ୍ଗା ବ୍ଲକ ର ସିରୋଲ ପଞ୍ଚାୟତ ର ପୋଢ ଖମ ରୁ ରୁପ୍ରା ଆଡ଼କୁ ସଂଯୋଗ ହଉଥିବା ଏକ ରାସ୍ତା କଡ଼ରେ ଥିବା ପଳାଶ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପୁରୀ ଗସ୍ତ, ଗସ୍ତପୂର୍ବରୁ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଟକ

Posted by - January 5, 2019 0
ପୁରୀରେ ମିଶନ ଶକ୍ତି ମହିଳା ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ସମାବେଶରେ ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୫୦ ହଜାର ମହିଳା ଯୋଗ ଦେଇଛନ୍ତି…

ମେଲାଣି ନେଲେ ମାଁ ବ୍ରାହ୍ମଣ ଦେବୀ: ପୁଣି ଅପେକ୍ଷା ଦୁଇ ବର୍ଷ

Posted by - June 1, 2023 0
ବେଲଗୁଣ୍ଠା:୩୧/୫(ସୁଶାନ୍ତ କୁମାର ବେହେରା )ବାପ ଘରକୁ ଆସି ମାଁ ବ୍ରାହ୍ମଣ ଦେବୀ ଦୀର୍ଘ ୩୮ଦିନର ଦେବୀଲୀଳା ସମ୍ପନ୍ନ କରି ନିଜସ୍ଵ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ବେଲଗୁଣ୍ଠା…

ଫାଇଲେରିଆ ଔଷଧ ଖାଇ ମୃତ୍ୟୁ

Posted by - August 18, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଫାଇଲେରିଆ ଔଷଧ ଖାଇ ମୃତ୍ୟୁ ଅଭିଯୋଗ l ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଦୁବୁଲା ଗ୍ରାମର ଜଗବନ୍ଧୁ ନାଗ(୭୦  ବର୍ଷ) l…

ଭବାନିପାଟଣା ଠାରେ ତୃତୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

Posted by - February 12, 2023 0
ଭବାନିପାଟଣା:୧୦/୦୨(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ) ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଙ୍କ…