Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସିବିଏସଇ ପରୀକ୍ଷାରେ ବିକାଶ ଆବାସିକ ବିଦ୍ୟାଳୟରେ ଶତ ପ୍ରତିଶତ ପାସ

100 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ବିକାଶ ଅବାଶିକ ବିଦ୍ୟାଳୟର ଶତ ପ୍ରତିଶତ ବିଦ୍ୟାର୍ଥୀ କୃତ କାର୍ଯ୍ୟ ହୋଇଛନ୍ତି ।ଏହି ଖବର ଜଣାପଡିବା ପରେ ବିଦ୍ୟାଳୟରେ ଉତ୍ସବର ମାହୋଲ ଦେଖାଯାଇଛି l ବିଦ୍ୟାଳୟର ଛାତ୍ର ଅଭିଷେକ ଅଗ୍ରୱାଲ ସର୍ବାଧିକ ୯୭ % ରଖି ବିଦ୍ୟାଳୟରେ ପ୍ରଥମ ହୋଇଥିବାବେଳେ ଜିଲ୍ଲାରେ ଦ୍ଵିତୀୟ ସ୍ଥାନରେ ରହିଥିବା ସୂଚନା ମିଳିଛି l

ସେଭଳି ଜଗଦାନନ୍ଦ ଦୂର୍ଗା ୯୫ % ଦ୍ଵିତୀୟ ସ୍ଥାନ ଓ ଆଇଶ। ସିଙ୍ଘଲ ୯୪.୪ % ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମୋଟ୍ ୧୫୭ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୦% ରୁ ଉର୍ଦ୍ଧ ୯ ଜଣ, ୮୫-୮୯.୯% ୧୮ଜଣ, ୮୦-୮୪.୯% ୨୪ ଜଣ,୧୧୭ ଜଣ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ମାନ ବୃଦ୍ଧି କରିଛନ୍ତି । ବିଦ୍ୟାର୍ଥୀଙ୍କ ସଫଳତା ପଛରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଆପ୍ରାଣ ଉଦ୍ୟମ, ଅଧ୍ୟକ୍ଷ, ପରିଚାଳନା ମଣ୍ଡଳୀଙ୍କ ପଥ ପ୍ରଦର୍ଶନ ଦ୍ଵାରା ଏସବୁ ସମ୍ଭବ ହୋଇପାରିଛି ।

ବିକାଶ ଶିକ୍ଷାନୁଷ୍ଠାନ ରାଜ୍ୟରେ ଉତ୍କୃଷ୍ଟ ସେବା ଯୋଗାଇ ସମଗ୍ର ଓଡିଶାରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଏହି ସଫଳତାରେ ସମସ୍ତ ବିଦ୍ୟାର୍ଥୀ,ଅବିଭାବକ ତଥା ଜିଲ୍ଲା ବାସୀ ବେଶ୍ ଉତ୍ସାହିତ ହୋଇଛନ୍ତି । ବିକାଶ ଆବାସିକ ବିଦ୍ୟାଳୟର ନିର୍ଦେଶକ ଡି. ଶ୍ୟାମ ଏବଂ ଡି. ରାମ କୁମାର,ଏକାଡେମିକ ଇଞ୍ଚାର୍ଜ ଡି. ବିଜୟା, ପ୍ରିନସିପାଲ ଆରତୀ ମିଶ୍ର,ପ୍ରିନ୍ସପାଲ ଯୁବରାଜ ନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ କୃତି ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା ।

Related Post

ଅନ୍‌ଲକ ୫.୦: ଲକ୍‌ଡାଉନ୍‌ ଲଗାଇବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟରୁ ଅନୁମତି ଲୋଡା

Posted by - October 1, 2020 0
ଭୁବନେଶ୍ବର :ଅକ୍ଟୋବର ପହିଲାରୁ ଦେଶରେ ଅନଲକ୍-୫ ନେଇ କେନ୍ଦ୍ର ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଥିପାଇଁ ଗାଇଡ୍ ଲାଇନ୍ ଜାରି…

କଳାହାଣ୍ଡି ଜିଲ୍ଲା ରେ ଚକଡ଼ା ପୋକ ପ୍ରାଦୁର୍ଭାବ, କ୍ଷତିଗ୍ରସ୍ତ ଚାଷି ପକ୍ଷରୁ କ୍ଷତିପୂରଣ ଦାବିରେ ତହସିଲଦାର ଙ୍କୁ ଦାବିପତ୍ର

Posted by - November 10, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଳକ ରେ ଦେଖାଦେଇଛି ଚକଡା ପୋକର ପ୍ରାଦୁର୍ଭାବ, ବହୁକଷ୍ଟରେ ଫସଲ…

ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓ ଙ୍କ ପରଲୋକ

Posted by - February 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ପ୍ରଥମ ମହିଳା ବିଧାୟିକା ରୋଶନୀ ସିଂହଦେଓ ଙ୍କ ୧୧ ତାରିଖ ଶୁକ୍ରବାର ଦିନ ଭୁବନେଶ୍ଵର ସ୍ଥିତ…

ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲ୍ଲୋ ୱାଅର୍ଣିଂ ଜାରି

Posted by - April 19, 2022 0
କଳାହାଣ୍ଡି :(କଳାହାଣ୍ଡି ରୁ ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭୁବନେଶ୍ୱର:- ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା।ଅସହ୍ୟ ତାତିରେ ଜଳୁଛି…

ଡ୍ରେନେଜ ସୁବିଧା ନଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ

Posted by - April 26, 2023 0
ଯାଜପୁର:ଯାଜପୁର ବିଂଝାରପୁର ବ୍ଲକ ସୟଦପୁର ପଂଚାୟତ ସରଦାରୀ ମହଲ୍ଲାରେ ଡ୍ରେନେଜ ସୁବିଧା ଓ ଅଳିଆ ଆବର୍ଜନା ପାଇଁ ଡଷ୍ଟବିନ ନଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର…