ଜଗନ୍ନାଥ ମହାପ୍ରଭୁ ଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ର ଶୁଭାରମ୍ଭ

105 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଆଜି ପବିତ୍ର ନୃସିଂହ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଯୋର ଚାରିଛକ ସ୍ଥିତ ଶ୍ରୀ ପୁରୁଷୋତ୍ତମ ଦିବ୍ଯଧାମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଯାଇଛି। ଦିବା 11 ଘଣ୍ଟା ସମୟରେ ପଣ୍ଡିତ ଜିତେନ୍ଦ୍ର ନାଥ ଦାଶଙ୍କ ଦ୍ୱାରା ପାରମ୍ପରିକ ପୂଜାର୍ଚନା ପରେ ମନ୍ଦିର ନିର୍ମାଣ ସ୍ଥପତି ଶ୍ରୀ ଗୋଲକ ମହାରଣା ଓ ଜିତେନ୍ଦ୍ର ମହାରଣା ହରିବୋଲ ହୁଳହୁଳି ଘଣ୍ଟ ଘଣ୍ଟା ଶଂଖ ଧ୍ବନି ସହିତ ନାମ ସଙ୍କୀର୍ତ୍ତନ ମଧ୍ୟରେ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିଥିଲେ ।

ଏହି କାଯ୍ୟକ୍ରମ ରେ ମୁଖ୍ୟତଃ ବାଣୀଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର,,ବାଣୀଭୂଷଣପୁର କନିଷ୍ଠ ଯନ୍ତ୍ରୀ ଦୋରା ବାବୁ,,ମନ୍ଦିର କମିଟି ସମ୍ପାଦକ ଶ୍ରୀ ବାମଦେବ ଦାଶ,,ଚାରିଛକ ବଣିକ ସଂଘ ସଭାପତି ତଥା ରଥ ମହୋତ୍ସବ କମିଟି ଉପସଭାପତି ଶ୍ରୀ ଦିଲିପ ସାହୁ,,ମନ୍ଦିର କମିଟିର ସକ୍ରୀୟ ସଭ୍ୟ ଅର୍ଜୁନ କଁହର,,ଗଣେଷ ପୂଜା କମିଟି ସଭାପତି ସିକନ ନାୟକ,, ମେଦିନିସ୍ବର ମଲ୍ଲିକ,,ବୃନ୍ଦାବନ ପ୍ରଧାନ,,ସୁଶାନ୍ତକୁମାର କହଁର,,ସୁରେଶ ବେହେରା ବେହେରା,,ବେଦବର ପ୍ରଧାନ,,ସନ୍ତୋଷ କୁମାର ନାଗ,,ବଲରାମ ମଲ୍ଲିକ,,ସୁବଳ ମଲ୍ଲିକ,,ହରେକୃଷ ରାହୁଳ,,ଜିତେନ୍ଦ୍ର କୁମାର ବେହେରା ଓ ସ୍ଥାନୀୟ ଭକ୍ତମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଅନ୍ୟପଟେ ଏହି ମନ୍ଦିର ସମ୍ପୁର୍ଣ୍ଣ ଭାବେ ସ୍ଥାନୀୟ ତେଇସିପଲୀ ଅଞ୍ଚଳର ଗ୍ରାମବାସୀ ଓ ଜନପ୍ରତିନିଧି ମାନଙ୍କର ସାହାଯ୍ୟ ସହଯୋଗ ରେ ସମାପନ କରିବାକୁ ସଂକଳ୍ପ କରାଗଲା ।

Related Post

ଯାଜପୁର ଜିଲ୍ଲାରେ ୠଥଯାତ୍ରା ଓ ରଥଟଣା ପର୍ବକୁ ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଜାରି

Posted by - June 20, 2020 1,370
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଶ୍ରୀକ୍ଷେତ୍ର ପୁରୀ ସମେତ ସାରା ଓଡିଶାରେ ଏଥର ବନ୍ଦ ରହିବ ରଥଯାତ୍ରା । ବଡଦାଣ୍ଡରେ ଗଡିବନି ରଥ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ:ପଜିଟିିଭ ସଂଖ୍ୟା ପହଞ୍ଚିଲା ୫୪୮ ରେ

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ)ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ୪ ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୩…

ସମାଜସେବୀ ପ୍ରମୋଦ ସୁନା ଙ୍କ ବିୟୋଗ ରେ ଜିଲ୍ଲା ପାଣ ଗଣ୍ଡା ସମାଜ ପକ୍ଷରୁ ସହାୟତା ପ୍ରଦାନ

Posted by - March 23, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଟଖଟିଆ ପଂଚାୟତ ଜାଲ ପାଲି ଗ୍ରାମର ଯୁବ ସମାଜସେବୀ ପ୍ରମୋଦ ସୁନାଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ ଯୋଗୁଁ ବୌଦ୍ଧ…

ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କେସିଙ୍ଗା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

Posted by - July 9, 2022 0
କେସିଙ୍ଗା :(ପୀତେଶ ପଟେଲ) ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିବା ଘଟଣାକୁ ନେଇ ରାଜ୍ୟ ସାରା ତୀବ୍ର ହେଉଛି ପ୍ରତିବାଦର…

ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଦ୍ୱାରା ୮ ଟି ପ୍ରକଳ୍ପ ଉଦଘାଟନ ଏବଂ ଗୋଟିଏ ଶିଳାନ୍ୟାସ

Posted by - May 28, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ବୌଦ୍ଧ ସହରରେ 8 ଟି ପ୍ରକଳ୍ପ ଉଦଘାଟନ ହୋଇଥିବା ବେଳେ ଗୋଟିଏ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି l…