Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

୧୭ତମ ଅନ୍ତଃର୍ଜାତୀୟ କରାଟେ ପ୍ରତିଯୋଗିତାରେ ପଦକ ବିଜେତା ନେଇ ଶ୍ରୀଧର ଓ ଆଦିତ୍ୟ ସମ୍ବର୍ଦ୍ଧିତ

276 0

ବ୍ରହ୍ମପୁର : ବିଶାଖାପାଟଣା ସ୍ଥିତ ସର୍ବଭାରତୀୟ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ୧୭ତମ ଅନ୍ତଃର୍ଜାତୀୟ କରାଟେ ପ୍ରତିଯୋଗିତାରେ ବ୍ରହ୍ମପୁର ଦୁଇଜଣ ଅଂଶଗ୍ରହଣ କରିଥିଲେ । ଶ୍ରୀଧର ସାହୁ କୁମୁତୀ ବିଭାଗରେ ରୌପ୍ୟ ଓ ଆଦିତ୍ୟ ସାହୁ କୁମୁତୀ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ବ୍ରହ୍ମପୁର ସହର ପାଇଁ ଗୌରବ ଆଣି ଦେଇଛନ୍ତି । ସେମାନେ ଏହି ପଦକ ହାସଲ କରି ବ୍ରହ୍ମପୁର ଆିବା ପରେ ସମସ୍ତଙ୍କ ମନରେ ଏକ ଖୁସିର ବାତାବରଣ ସୃଷ୍ଟି ହୋଇଛି

।ଏହା ପରେ ବିଭିନ୍ନ ସଂଗଠନ ଓ ରାଜନୈତିକ ବ୍ୟକ୍ତିମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ । ଆଜି ଦୁଇଜଣଙ୍କୁ ସମ୍ବର୍ଦ୍ଧନା କରିବା ନିମନ୍ତେ ବ୍ରହ୍ମପୁର ବିଧାୟକ ବ୍ରିକମ ପଣ୍ଡା ତାଙ୍କ ଓଡ଼ିଶା ବଡ଼ାକାଏ କରାଟେ-ଡ଼ୁ ଏସୋସିଏସନ୍ କୁ ଯାଇ ସେଠାରେ ଦୁହିଁଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଆଗକୁ ଏହି ପଦକ୍ଷେପ ଜାରୀ ରଖିବା ପାଇଁ ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ଜେନା, ସୁବାସ ମହାରଣା, ଏସୋସିଏସନ୍ ର ସଭାପତି ରବି କୁମାର ସାହୁ, ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୁପତି, କରାଟେ ଶିକ୍ଷକ ମନୋଜକ କୁମାର ନାୟକ, ପୂର୍ବତନ କର୍ପୋରେଟର ରାକେଶ କୁମାର ସାହୁ, ହରିଡ଼ାଖଣ୍ଡି ଶିଶୁ ବିଦ୍ୟାମନ୍ଦିରର ସଭାପତି ବଲ୍ଲଭ ପାଣିଗ୍ରାହୀ, ରବି ପଣ୍ଡା ଓ ହରିଡ଼ାଖଣ୍ଡି ସ୍କୁଲର ବହୁ ଛାତ୍ର ରହିଥିଲେ ।

Facebook Notice for EU! You need to login to view and post FB Comments!

Related Post

ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣାମେଣ୍ଟ, ଦ୍ଵିତୀୟ ଦିନରେ ୧ ଗୋଲ ମଧ୍ୟପୁର ବିଜୟୀ

Posted by - December 22, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ଗ୍ରାମ ପଞ୍ଚାୟତରେ ବଲାଙ୍ଗୀର ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଓ ଜୁରାବନ୍ଧ କପିଲେଶ୍ବର ଯୁବକ ସଂଘ ଏବଂ ଇଲେଭେନ ଷ୍ଟାର…

ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣାମେଣ୍ଟ,ଚତୁର୍ଥ ଦିବସରେ ଜୁରାବନ୍ଦ ବିଜୟୀ

Posted by - November 11, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ଗ୍ରାମ ପଞ୍ଚାୟତରହାଇସ୍କୁଲ ଖେଳ ପଡିଆରେ ରୋୟାଲ ଡାଇମଣ୍ଡ ଯୁବକ ସଂଘ ପକ୍ଷରୁ ପରିଚାଳିତ ମା ବସ୍ତ୍ରେନ ଫୁଟବଳ…

ଅଶୋକ ଦାସଙ୍କ ସ୍ମୃତିରେ ମିନିମାରାଥନ

Posted by - January 12, 2020 1,763
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଆଜି ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ । ବିବେକାନନ୍ଦଙ୍କ ଜୟନ୍ତୀକୁ ସାରା ଦେଶରେ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି ।…

ଡ଼ି ଏସ,ସିସି,କ୍ରିକେଟକ୍ଲବ ପକ୍ଷରୁ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଧଘାଟିତ

Posted by - November 7, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ପଲ୍ଲୀ ଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ କରୋନା ମହାମାରୀ ଯୋଗୁଁ ହାରାହାରି ଦୁଇ ବର୍ଷ ବ୍ୟବଧାନରେ ସ୍ଥାନୀୟ…

କାମତା କୁ ପରାଜୟ କରି ସେମିଫାଇ ନାଲରେ ମାଲକାନଗିରି

Posted by - October 21, 2021 0
ତେନ୍ତୁଳିଖୁଣ୍ଟି:(ବେଣୁ ଗୋପାଳ ରାଓ )ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଇଡେନ ଗାର୍ଡେନ ଷ୍ଟାଡିୟମ ଠାରେ ,୨ୟ ଦିନରେ ହୋମ ଟିମ କାମତା ବନାମ ମାଲକାନଗିରି ମଧ୍ୟରେ…

Leave a comment

Your email address will not be published.